Monthly Archives

June 2021

ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା ଡବ୍ଲୁଇଡିଓର ଭାରତ ପାଇଁ ଆମ୍ବାସଡର ମନୋନୀତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସମାଜସେବୀ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା ଡବ୍ଲୁଇଡିଓ (Women entrepreneur's day organization)ର ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି । ଆନ୍ତର୍ଜାତିକ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା
Read More...

ଦେଶରେ ୧୦ ଲକ୍ଷରୁ କମ୍ ସକ୍ରିୟ ମାମଲା : ୨୪ ଘଣ୍ଟା ମଧ୍ୟରେ ୭୦,୪୨୧ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସମ୍ବନ୍ଧୀୟ ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । ବର୍ତ୍ତମାନ ଦେଶରେ ଦିନକୁ ଦିନ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି କାରଣରୁ
Read More...

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ, ସ୍ୱାମୀ ଥାନାରେ ଅଟକ : ହତ୍ୟା ଅଭିଯୋଗ ଆଣିଲେ…

ବେଲପଡା, (କରୁଣାକର ବୁଡ଼େକ) : ବେଲପଡା ବ୍ଲକ କର୍ଲାବାହାଲି ଗାଁରେ ରବିବାର ଦିନ ପୋଲିସ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ମହିଳା ଜଣକ ହେଲେ ସେହି ଗାଁର ଋଷିକେଶ ବନଗୁଲାଙ୍କ ସ୍ତ୍ରୀ ହେମଲତା ବନଗୁଲା । ତାଙ୍କୁ ସ୍ୱାମୀ ଋଷିକେଶ ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଥିବା
Read More...

କୋଶଲ ଭାରତୀ ପକ୍ଷରୁ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନ୍‌ଲାଇନ୍‌ କବିତା ଆସର୍ ଆୟୋଜିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫୫୯୨୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୬୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଅନାଥ ଶିଶୁକୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମହାରାଣୀ ମେରୀପୁର ଗାଁର ଗୌନ୍ତିଆ ପରିବାରର ଲୋକେ ପ୍ରାୟ ସମସ୍ତେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିଲେ । ଗୌନ୍ତିଆ ରାମ ପ୍ରସାଦ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇ ବରଗଡ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ
Read More...

ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ପକ୍ଷରୁ ଜାତୀୟ ୱେବିନାର : ମହାମାରୀ ସମୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଓ ଦୁର୍ଦ୍ଦଶା…

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ତରଫରୁ ଏକ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । କୋଭିଡ୍ ସମୟରେ ଦାଦନ ଶ୍ରମିକ ମାନଙ୍କ ଘରକୁ ଫେରିବାର ପ୍ରକ୍ରିୟା ଓ ଆହ୍ୱାନ ଉପରେ ଆୟୋଜିତ ଉକ୍ତ ୱେବିନାରର ଆବାହକ କେଭି କଲେଜର ଅଧ୍ୟାପକ ଡଂ ସଂଜୟ କୁମାର ମିଶ୍ରଙ୍କ
Read More...

ଘଡଘଡାପଲ୍ଲୀ ଗ୍ରାମରେ କରୋନା ସଚେତନତା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁରବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଘଡଘଡାପଲ୍ଲୀ ଗ୍ରାମରେ କରୋନା କବଳରୁ ରକ୍ଷା ନିମନ୍ତେ ଅଙ୍ଗନାଓ୍ବାଡି-କର୍ମୀ ଶ୍ରୀମତୀ ଗାୟତ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଓ ଆଶାକର୍ମୀ ଦମୟନ୍ତୀ ସାହୁଙ୍କ ସହଯୋଗରେ ଏକ
Read More...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ : ବିଧବା ପତ୍ନୀ ଓ ଦୁଇ କନ୍ୟା ଶିଶୁ ଅସହାୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରି ପଂଚାୟତ ତେଜିପଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ରାମର ରାଜେଶ୍ୱର ମାଝୀ ଗତକାଲି ରାତିରେ ଘରେ ଥିବା ଟେବୁଲ ପଙ୍ଖାକୁ ଅନ୍ୟତ୍ର ନେବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଗୁରୁତର ହେବାରୁ ତାଙ୍କୁ
Read More...