Monthly Archives

June 2021

ନକଲି ଔଷଧ ମାମଲା : ପଲସାଗୋରା ଓ ବାଉଁଶୁଣିରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ

ବୌଦ୍ଧ, (ମମତା ମହାକୁର) : କୋରନା ସମୟରେ ନକଲି ମେଡିସିନ କାରବାର କରି ଲୋକଙ୍କ ଜୀବନ ସହିତ ଖେଳ ଖେଳାଯାଉଛି । କଟକ, ବଲାଙ୍ଗିର ପରେ ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ନକଲି ମେଡିସିନ କାରବାର ଚାଲିଥିବା ନେଇ ଜଣାପଡିବା ପରେ ଜିଲ୍ଲାରେ ଜନସାଧାରଣଙ୍କ ମହଲରେ ହଇଚଇ ସୃଷ୍ଟି
Read More...

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସାଇପାଲି ସେବା ସମବାୟ ସମିତିର ୩ ଦିନ ଧରି ଚାଳିଥିବା ତାଲା ବନ୍ଦ ଆନ୍ଦୋଳନ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ସାଇପାଲି ସେବା ସମବାୟ ସୋସାଇଟିକୁ ଚାଷୀ ମାନେ ଗତ ତା ୧୨/ ୬ ରିଖ ଦିନ ତାଲାବନ୍ଦ କରି ଧାରଣାରେ ବସିଥିଲେ । ଲେପ୍ସ ହୋଇଥିବା ୨୫ ଜଣ ଚାଷୀଙ୍କ ଟୋକନରେ ଧାନ ବିକ୍ରି, ସାଇପାଲି ମଣ୍ତିରେ ହଜାର ହଜାର
Read More...

ପଦ୍ମପୁରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ଵ ରକ୍ତଦାତା ଦିବସ ଅବସରରେ ଆଜି ପଦ୍ମପୁର ଚିକିତ୍ସାଳୟ ପରିସରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଡ. ଯଦୁମଣି ସାହୁ, ସରୋଜ ସେଠ୍ ଓ ସମ୍ମାନିତ ଅତିଥି ରୂପେ ଡ. ସତ୍ୟବ୍ରତ ଚୌହାନ, ଆଶୀର୍ବାଦ ପଟ୍ଟନାୟକ ଓ କୈଳାସ
Read More...

ପିସ୍ତଲ ମୁନରେ ବନ୍ଧକ ଥିବା ପରିବାରର ୩ଜଣ ସଦସ୍ୟଙ୍କୁ ଉଦ୍ଧାର କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିସ୍ତଲ ମୁନରେ ବନ୍ଧକ ଥିବା ପରିବାର ୩ଜଣ ସଦସ୍ୟଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଉଦ୍ଧାର କାର୍ୟ୍ୟରେ ନିଜେ ଏସ୍‌ଡିପିଓ ତୋଫାନ ବାଗ ନିୟୋଜିତ ଥିବା ବେଳେ ପଣବନ୍ଦୀ ଥିବା ପରିବାରର ସଦସ୍ୟଙ୍କୁ କୌଶଳ କ୍ରମେ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ହୋଇଥିବା
Read More...

ଅଜଣା ଦୁର୍ବୃତ୍ତର ଆତଙ୍କରାଜ : ପିସ୍ତଲ ମୁନରେ ବନ୍ଧକ ଅଛନ୍ତି ପରିବାର ସଦସ୍ୟ, ଘଟଣା ସ୍ଥଳରେ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରାୟ ପୂର୍ବାହ୍ନ ୯ଟା ସମୟରେ ସ୍ଥାନୀୟ ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ମନ୍ଦିର ସାମ୍‌ନାରେ ରହୁଥିବା ମଦନ ମୋହନ ହୋତାଙ୍କ ଘର ଭିତରକୁ ଜଣେ ଅଜଣା ଦୁର୍ବୃତ୍ତ ପିସ୍ତଲ ଧରି ପଶି ଯାଇଥିବା ବେଳେ ପରିବାର ସଦସ୍ୟଙ୍କୁ ପିସ୍ତଲ ମୁନରେ ବନ୍ଧକ ରଖିଥିବା
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୦୪୭୧ ନୂତନ କରୋନା ମାମଲା, ସଂକ୍ରମଣ ହାର ୩.୫% ତଳେ, ସୁସ୍ଥତା ହାର ବୃଦ୍ଧି ପାଇଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପ୍ରାୟ ସରି ଆସୁଛି । ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ଘଟୁଛି । କେନ୍ଦ୍ର
Read More...

ତୁଷୁରା ହସପିଟାଲ ପ୍ରସଙ୍ଗ : ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ତୁଷୁରାବାସୀ ୧୪ ଦିନ ଭିତରେ ସମାଧାନ ନହେଲେ ପୁଣି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ଡାକ୍ତରଖାନାକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀ ଜୋର ଧରିଛି । ପ୍ରଶାସନ ଓ ତୁଷୁରାବାସୀଙ୍କ ଅଲୋଚନା ବିଫଳ ହୋଇଥିବା ବେଳେ ୧୪ ତାରିଖରେ ବଲାଙ୍ଗିର ଚାଲ ଡାକରା ଦିଆଯାଇଥିଲା । ଆଜି ସକାଳୁ ଶତାଧିକ ଯୁବକ ତୁଷୁରାର ସ୍ୱାଭିମାନ ପାଇଁ
Read More...

ତିନୋଟି ଗାଁରୁ ୧୦୦ ଲିଟର ଦେଶୀ ମଦ ଜବତ, ଗାଁ ଗାଁରେ ମଦର ବନ୍ୟା : ଅବକାରୀ ବିଭାଗ ନିଦାବିଷ୍ଣୁ

ସଇଁତଲା, (ଅଜିତ କୁମାର ସାହୁ) : ଏବେ କରୋନା ସମୟରେ ଗାଁ ଗାଁରେ ବେଶ ଜମୁଛି ମଦ ବେପାର । ବେଆଇନ ଭାବରେ ମହୁଳକୁ ଗରମ ପାଣିରେ ଶିଝାଇ ବିଷାକ୍ତ କେମିକାଲ ମିଶାଇ ମଦ ବିକ୍ରି କରୁଛନ୍ତି କୁଚିଆ ମଦ ବେପାରୀ, ଯାହା ପ୍ରମାଣ ମିଳିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରୁ ।
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫୧୧୦୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୬୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଗର୍ଭବତୀ ଗାଈକୁ ପିଟିଲା ଟାଟା ଇଣ୍ଡିକୋ : ଗାଈର ଅବସ୍ଥା ସଂକଟାପନ୍ନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସହର ନିକଟସ୍ଥ ସଦାଇପାଲି ସୁଶ୍ରୀ ହଷ୍ଟେଲ ନିକଟରେ ବଲାଙ୍ଗିର ପଟୁ ଯାଉଥିବା ଓ ଆର୍ ୧୭ ଜି ୫୯୪୪ ଟାଟା ଇଣ୍ଡିକୋ ଗାଡି ସାମ୍ନା ପଟୁ ଆସୁଥିବା ଗୋଟିଏ ଗର୍ଭବତୀ ଗାଈକୁ ଶକ୍ତ ଧକ୍କା ଦେବା ଫଳରେ ଗାଈଟି ସେହି ସ୍ଥାନରେ ଗୁରୁତର ଅବସ୍ଥାରେ ଟଳି
Read More...