Monthly Archives

June 2021

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ତଥା ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ସଂଗଠନ ସ୍ମାଇଲ ଫର ଅଲ୍‌ ଅନୁଷ୍ଠାନର ସହଯୋଗରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରେ ରୋଗୀମାନଙ୍କ ସହାୟକ ଓ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା ।
Read More...

ରେଳ ଷ୍ଟେସନରେ ଟିକେଟ ଚେକିଙ୍ଗ କରିବ “ଆତ୍ମା”

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏଣିକି ଭୁବନେଶ୍ୱର ରେଳ ଷ୍ଟେସନରେ ଟିକେଟ ଜାଂଚ୍ କରିବ ମେସିନ । ଆଜି ଆତ୍ମା ବା ସ୍ୱୟଂଚାଳିତ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଭୁବନେଶ୍ୱର ରେଳ ଷ୍ଟେସନରେ ଉଦଘାଟିତ ହୋଇଯାଇଛି । ଏଟିଏମଏ ବା ଆତ୍ମା ସିଷ୍ଟମ ଦ୍ୱାରା ଯାତ୍ରୀଙ୍କ
Read More...

ଖୋଲିଲା ୪୭୭ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍

ଭୂବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠାରୁ ରାଜ୍ୟ ପୋଲିସରେ ୪୭୭ ସବ୍-ଇନ୍ସପେକ୍ଟରର ପଦବୀ ପାଇଁ ନିଯୁକ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏଥିପାଇଁ ପୋର୍ଟଲକୁ ଖୋଲି ଦିଆଯାଇଛି । ଏଥିପାଇଁ ଆଜିଠାରୁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଆସନ୍ତା ୧୫ ତାରିଖ ଆବେଦନ
Read More...

ଦେଓଗାଁ ସିଏଚସିର ଭେକ୍କ୍ସିନ ସେଣ୍ଟରରେ ଅବ୍ୟବସ୍ଥା ନେଇ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : କୋରୋନା ଟୀକା ନେବା ପାଇଁ ଲୋକେ ସକାଳ ୭ ଘଣ୍ଟା ସମୟରୁ ଲାଇନ ଲାଗିଥିବା ବେଳେ କର୍ମଚାରୀମାନେ ୯ ଘଣ୍ଟା ୩୦ ମିନିଟରେ ଆସୁଛନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେଠିକାର ସିକ୍ୟୁରୀଟି ଗାର୍ଡ ମଧ୍ୟ କୌଣସି କାର୍ୟ୍ୟରେ
Read More...

ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ଯୋଜନା ହୃଦୟସ୍ପର୍ଶୀ ଓ ସମୟୋଚିତ ପଦକ୍ଷେପ : କଳିକେଶ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ଓଡିଶାର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟରେ ଆରମ୍ଭ ହୋଇଥିବା ଆଶିର୍ବାଦ ଯୋଜନା ଏକ ସମୟୋଚିତ ପଦକ୍ଷେପ ବୋଲି ବଲାଙ୍ଗିରର ପୁର୍ବତନ ସାଂସଦ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ମନ୍ତବ୍ୟ
Read More...

ଗାଁ ଭିତରେ ଦନ୍ତା : ଗ୍ରାମବାସୀ ଆତଙ୍କିତ

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକର କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ ଦେଖାଦେଇଛି । ଆଜି ଭୋରରୁ ଗାଁ ଭିତରକୁ ଏକ ଦନ୍ତା ହାତୀ ପଶି ଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା । ଗାଁ ଲୋକ ସକାଳୁ ଉଠିଲା ବେଳକୁ ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସିଥିବା ଦେଖିବାକୁ
Read More...

ମନରେଗା ଯୋଜନାରେ ଘୋଟାଲା ହେଉଥିବା ଅଭିଯୋଗରେ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ମନେରେଗା ଯୋଜନାରେ ଚାଲିଥିବା କାର୍ଯ୍ୟର ଘୋଟାଲା ହେଉଥିବା ଅଭିଯୋଗ ନେଇ ଆଜି କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ କାର୍ଯ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ
Read More...

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ : ଥାନାରେ ଏତଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନାବାଳକଙ୍କୁ ଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ୍‌ ଚାଞ୍ଚେଡ଼ି ପଞ୍ଚାୟତରେ । ସୂଚନା ପ୍ରକାରେ କେରଳରୁ ଏକ ବସ୍‌ ଆସି ରାଇକିଆ,
Read More...

୫ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଧଅଁରାଖମନର ତିନି ପିତୃମାତୃହୀନ ଶିଶୁ ଓ ଭଟାପଲାର ଗ୍ରାମର ପତୃ ଅନାଥ ଦୁଇ ଶିଶୁପୁତ୍ରକୁ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ସୁରକ୍ଷା ୟୁନିଟ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ଧଅଁରାଖମନ ଗ୍ରାମର ସ୍ୱର୍ଗତ
Read More...