Monthly Archives

June 2021

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନଲାଇନ୍ ପ୍ରଶିକ୍ଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଡିଆ) : ବିଦ୍ୟାଭାରତୀଙ୍କ ଯୋଜନାନୁସାରେ ଶିକ୍ଷା ବିକାଶ ସମିତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶାର ସମସ୍ତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ଅନଲାଇନ୍ ପ୍ରଶିକ୍ଷଣ ଜୁନ୍‌ ୦୬ ପୂର୍ବାହ୍ନ ୧୧ ଘଟିକା ସମୟରେ ଆରମ୍ଭ
Read More...

ଚଟୁଅନକାରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମପଞ୍ଚାୟତର କ୍ଳବ ଗୃହରେ କରୋନା ଟୀକା ଦିଆଯାଇଥିଲା ।ଭେକସିନ ନେବାପାଇଁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ସରପଞ୍ଚ ସସ୍ମିତା ମହାନନ୍ଦ, ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା
Read More...

ଗଛ ସହ ମିତ୍ରତା ବାର୍ତ୍ତା ବାଣ୍ଟିଲେ ଆଇନଜୀବୀ ହୃଷିକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ହୃଷିକେଶ ପାଢ଼ୀ "ଗଛ ସହ ମିତ୍ରତା'ର ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଗଛର ଅଭାବିହେତୁ ଋତୁଚକ୍ରର
Read More...

ଲକ୍‌ଡାଉନ୍‌ ପ୍ରଭାବ : ରୋଷେୟାଙ୍କ ଘରେ ଚୁଲି ଜଳୁନି, କୁଲି କାମ କରିବାକୁ ବାଧ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନାର କରାଳତା ସାଙ୍ଗକୁ ବାରମ୍ବାର ଲକ୍‌ଡାଉନ୍‌ ଅନେକେଙ୍କ ଜୀବନ ଜୀବିକା ଉଜାଡି ଦେଇଛି । ମାଛ, ମାଂସ, ପନିର ସାଙ୍ଗକୁ ଛଅ ତିଅଣ ନଅ ଭଜା ତିଆରି କରି ପରସୁଥିବା ରୋଷେୟାଙ୍କ ପାଇଁ ଲକ୍‌ଡାଉନ୍‌ କାଳ ସାଜିଛି । ଲଗାତାର ଦୁଇ ବର୍ଷ ଠିକ ସିଜନ୍‌ ସମୟରେ
Read More...

କୋଶଲି ଭାଷା ସଂଗ୍ରାମୀ ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ସ୍ମୃତି ସଭା

ମୁରିବାହାଲ, (ପୁସ୍ତମ୍ ଯୁଆଡି) : କୋଶଲି କବି ତଥା ଭାଷା ସଂଗ୍ରାମୀ ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କର ବିୟୋଗରେ 'ବଏଠା ସାଂସ୍କୃତିକ ଆନୁଷ୍ଠାନ ମୁରିବାହାଲ' ତରଫରୁ ଗତ ୪ ତାରିଖରେ ଗୁଗୁଲ ମିଟ୍ ଅନଲାଇନ ମାଧ୍ୟମରେ ଏକ ସ୍ମୃତି ସଭାର ଆୟୋଜନ ହୋଇଯାଇଛି । କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତ
Read More...

ଶାସ୍ତ୍ରୀନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଶାସ୍ତ୍ରୀ ନଗରରେ ଅବସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନେସନାଲ ପିସ ୟୁନିସନ ଓ ଅଭିନନ୍ଦନ ସେବା ସଂଗଠନର ସକ୍ରିୟ ସହଯୋଗ କ୍ରମେ ଏକ ସ୍ୱଚ୍ଛ ଭାରତ
Read More...

ଛତ୍ରପୁର ସହରାଞ୍ଚଳ ଅଧିନସ୍ଥ ରାମକୃଷ୍ଣ ନଗରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ଗଞ୍ଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳ ଅଥବା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ରାମକୃଷ୍ଣ ନଗରକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲାପ୍ରଶାସନ ଘୋଷଣା କରିଛନ୍ତି । ଏହି ଅଞ୍ଚଳ ଚାରିପଟ କାଠ ବାଉଁଶରେ ଆବଦ୍ଧ
Read More...

ସାଲେଭଟା ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ

ଆଗଲପୁର, (ବିମଳ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକର ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆଜିର ସୁନ୍ଦର ପରିବେଶ ଆସନ୍ତା କାଲିର ସୁନ୍ଦର ଜୀବନ, ବୃକ୍ଷହିଁ ଜୀବନ, ପରିବେଶର ସୁରକ୍ଷାକରିବା ଓ ପୃଥିବୀକୁ ବଂଚାଇବା ଏହି ସର୍ନ୍ଧଭକୁ
Read More...

ଗଛ ହିଁ ବିଶୁଦ୍ଧ ଅମ୍ଳଜାନ ଦେବ : ବିଶ୍ୱ ପରିବେଶ ଦିବସ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝିପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ କଣ୍ଟାବାଞ୍ଜି ବନାଞ୍ଚଳ, ବଲାଙ୍ଗିର ବନଖଣ୍ଡ ତରଫରୁ କରୋନା ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା
Read More...

ଦାବିଜୁରୀ ଗ୍ରାମରେ ୬୬ ଜଣ ବୃଦ୍ଧବୃଦ୍ଧାମାନଙ୍କୁ ଟୀକାକରଣ

ସଇଁନ୍ତଲା, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଲୋକଙ୍କୁ ମାଗଣାରେ କୋଭିଡ ଟୀକାକରଣ କରାଯାଉଥିବା ବେଳେ ଲୋକେ ଭୟରେ ମଧ୍ୟ ଟୀକା ନେଉ ନାହାନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ସରପଞ୍ଚ ହିମାଞ୍ଚଳ ବୁଡେକଙ୍କ ଉଦ୍ୟମ ମରେ ଆଜି ସରକାରୀ
Read More...