Monthly Archives

June 2021

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଳାକୃତି ସଂପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କେତେକ କଳାକୃତି ଗାଏବ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ୍ଣ ଅସତ୍ୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ
Read More...

ବସ୍ କର୍ମଚାରୀଙ୍କ ପାଇଁ ରାସନ ଦାବୀ କଲା ବସ୍ ମାଲିକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାୟ ଦୁଇ ମାସ ହେଲା ରାଜ୍ୟରେ ଲକଡାଉନ୍‌ ଯୋଗୁଁ ବସ ଚଳାଚଳ ବନ୍ଦ ରହିଛି । ବସ ଚଳାଚଳ ବନ୍ଦ ଯୋଗୁଁ ବଲାଙ୍ଗିର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ୧୨୦ଟି ବସ୍‌ର ୪୫୦ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଛି । ଆର୍ଥିକ ଅନାଟନ ମଧ୍ୟରେ ସେମାନେ ହାତ
Read More...

କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ ୩୨.୧୭ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୪.୨୫ ଲକ୍ଷ ଟିକା ଡୋଜ ବିନିଯୋଗ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ ସକ୍ରିୟ କରୋନା ମାମଲା ସଂଖ୍ୟା
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାନ ସହିତ କୃତଜ୍ଞତା ଜଣାଇଲେ କଳିକେଶ ନାରାୟଣ ସିଂହଦେଓ : ବଲାଙ୍ଗିର ଜିଲ୍ଲା ବିଜେଡିରୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ତିନି ସକ୍ରିୟ ମହିଳାଙ୍କୁ ରାଜ୍ୟ ଓ ଜିଲ୍ଲା ସଙ୍ଗଠନ ଦାୟିତ୍ୱ ତୁଲାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଯୋଗ ଦେଇଥିବାରୁ ବଲାଙ୍ଗିରର ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ କୃତଜ୍ଞତା ଜଣାଇବା ସହିତ ନୂତନ କର୍ମକର୍ତ୍ତାଙ୍କୁ
Read More...

ବିକାଶଠୁ ଦୂରରେ ବରଘାଟି : ନଇଁ ସାଜିଛି ଗାଁ ଦାଣ୍ଡ, ସମସ୍ୟା ଅନେକ ସମାଧାନ ଶୂନ

ପାଣି ଟୋପାଏ ପାଇଁ ପଶୁ ମଣିଷ ଗୋଟିଏ ଘାଟରେ ଦେଓଗାଁ, (ମନୀଷ କୁମାର ସାହୁ) : ଚାରିପଟରେ ଘଞ୍ଚ ଜଙ୍ଗଲ ମଝିରେ ରହିଛି ଆଦିବାସୀ ବହୁଳ ବରଘାଟି ଗାଁ । ହେଲେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା । ଡିଜିଟାଲ ଯୁଗରେ ଆଦିମ ମଣିଷ ଭଳି ଜୀବନ ଯାପନ କରୁଛନ୍ତି ଏଠାକାର
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୦ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରା.ପରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ ଝରଣୀପାଲି ଗ୍ରା.ପରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟିରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପରୁ
Read More...

ଦିବଙ୍ଗତ ସାମ୍ବାଦିକ ଦୀପକ ମିଶ୍ରଙ୍କ ଶବ ସତ୍କାର ପାଇଁ ରେଡ୍‌କ୍ରସ୍ ପକ୍ଷରୁ ସହାୟତା ରାଶି ପ୍ରଦାନ

ଡ଼େଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦିବଙ୍ଗତ ସାମ୍ବାଦିକ ଦୀପକ ମିଶ୍ରଙ୍କ ବିୟୋଗରେ ଡ଼େଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ଼େଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ, ବିଡିଓ ଦିଲୀପ କୁମାର ଷଡଙ୍ଗୀ, ଓ ଆଇଆଇସି
Read More...

ସୁବର୍ଣ୍ଣପୁରର ନୂଆ ଜିଲ୍ଲାପାଳ ଅୱେଲି ସୁନୀଲ ନରଭଣେ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାର ସୁବର୍ଣ୍ଣପୁରର ନୂଆ ଜିଲ୍ଲାପାଳ ଭାବରେ ଅୱେଲି ସୁନୀଲ ନରଭଣେଙ୍କୁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିବା ବେଳେ ସୁବର୍ଣ୍ଣପୁରର ଜିଲ୍ଲାପାଳ ମୋନୀଷା ବନାର୍ଜୀଙ୍କୁ ବରଗଡ
Read More...

ପାଇକମାଲରେ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜସୁବିଧାରେ ଯିବା ଆସିବା ପାଇଁ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌, ପାଇକମାଲ ଛକଠାରୁ ଝାରବନ୍ଧ ରାସ୍ତାରେ ଏହି ସୋରୁମ୍‌ ଅବସ୍ଥିତ, ଲୋକେ କିପରି ସଠିକ୍‌ ଦରରେ ସୁବିଧାରେ ମୋଟରଯାନ ପାଇ ପାରିବେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା
Read More...