Daily Archives

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନର ବିଭିନ୍ନ ଗାଁରେ ହୋଇଥିବା ପ୍ରକଳ୍ପକୁ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଜି ମଧ୍ୟାହ୍ନରେ ସିନ୍ଧେକେଲା ଅଂଚଳକୁ କଣ୍ଟାବାଞ୍ଜି ବିଧାୟକ ଗସ୍ତ
Read More...

ନାଇକେନପାଲିରେ ପିସିଭି ଟୀକା ପାଇଁ ପ୍ରଚାର ରଥ ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନ୍ୟୁମୋକୋକାଲ କଞ୍ଜୁଗେଟ୍‌ ଭ୍ୟାକସିନ ବା ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଆଜି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ
Read More...

ସମ୍ବଲପୁରୀ ବସ୍ତ୍ରାଳୟର ମେଗା ସୋ ଏମ୍‌ ଉଦଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁରୀ ବସ୍ତ୍ରାଳୟରର ମୁଖ୍ୟ କାର୍ଯ୍ୟାଳୟ ନିକଟ ଗୋବିନ୍ଦ ପାଲି ରୋଡ଼ରେ ବସ୍ତ୍ରାଳୟର ମେଗା ସୋ ରୁମ (ବିକ୍ରୟ କେନ୍ଦ୍ର)କୁ ଆଜି ରାଜ୍ୟ ହସ୍ତତନ୍ତ, ବୟନ ଶିଳ୍ପ, ହସ୍ତ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
Read More...

ଓଡ଼ିଶାରେ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌ : ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଜୁଲାଇ ୧୬ ଯାଏ ବଢ଼ାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରି କହିଛନ୍ତି ଯେ, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି । ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା । ଖୁସିର କଥା ୧୭ ଜିଲ୍ଲାରେ
Read More...

କଲରାପତରିଆ ବାଘ ଛାଲ ଜବତ ଘଟଣା : ସହଯୋଗୀ ସହ ଧରାପଡିଲା ମୁଖ୍ୟ ଅଭିଯୁକ୍ତ, ବ୍ୟାଙ୍କ କର୍ମଚାରୀ ସାଜି ଘରକୁ ଯାଇଥିଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଥମ ଥର ପାଇଁ ଅଞ୍ଚଳରେ ଏବେ କଲରାପତରିଆ ବାଘ ଛାଲକୁ ନେଇ ଜୋର ଧରିଛି ଚର୍ଚ୍ଚା । ଖବର ପାଇବା ପରେ ଗତ ସୋମବାର ଦିନ ବିଳମ୍ବିତ ରାତିରେ ବଲାଙ୍ଗିର ଡ଼ିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ସଇଁନ୍ତଲା ବ୍ଳକ କଂସର ଗ୍ରାମର ଯୁବକ ବିଶ୍ୱାମିତ୍ର ରଣାଙ୍କ ଘରରୁ
Read More...

ଜୁଲାଇ ପହିଲାରେ ‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଜୁଲାଇ ୧ ତାରିଖ, ୨୦୧୫ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ ।
Read More...

ତୀରନ୍ଦାଜ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ୟାରିସଠାରେ ତୀରନ୍ଦାଜ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ
Read More...

ଭାରତର ଅଟୋମୋବାଇଲ କ୍ଷେତ୍ରକୁ ମିଳିଲା ଏସିଆର ସବୁଠାରୁ ଦୀର୍ଘ ଓ ବିଶ୍ୱର ପଞ୍ଚମ ଦୀର୍ଘ ହାଇ ସ୍ପିଡ ଟ୍ରାକ

ଆଗାମୀ ଦିନରେ ଭାରତ ହିଁ ପାଲଟିବ ଅଟୋ ମ୍ୟାନୁଫାକ୍ଚରିଂ ହବ୍ : ପ୍ରକାଶ ଜାଭଡେକର ନୂଆଦିଲ୍ଲୀ, (ପିଆଇବି) : ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପ୍ରକାଶ ଜାଭଡେକର ଇନ୍ଦୋର ଠାରେ ଏସିଆର ସବୁଠାରୁ ଦୀର୍ଘ ଏନଏଟିଆରଏଏକ୍ସ- ହାଇସ୍ପିଡ ଟ୍ରାକ (ଏଚଏସଟି) ଉଦଘାଟନ କରିଛନ୍ତି । ୧ ହଜାର
Read More...

ପରଧିଆପାଲିରେ ଘର ଅକ୍ତିଆର କଲା ପ୍ରଶାସନ : ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ପ୍ରଥମ ଦିନରେ ପ୍ରକଳ୍ପ ଦ୍ୱାରା ୭୦ ବିସ୍ଥାପିତଙ୍କ ଘରକୁ ଅକ୍ତିଆର କରିଛି ପ୍ରଶାସନ । ଲୋୟର ସୁକତେଲ ଡ୍ୟାମ ସାଇଟ୍‌ ଗାଁ ପରଧିଆପାଲିରେ ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରକଳ୍ପ ଦ୍ୱାରା ବିସ୍ଥାପନ ହେବାକୁ
Read More...

ଜେଏଆଇଏନ୍‌ଏ ସମ୍ମିଳନୀକୁ ସମ୍ବୋଧିତ କରବେ ଦଲାଇ ଲାମା

ୱାଶିଂଟନ୍‌ : ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ‘ଫେଡେରେସନ୍‌ ଅଫ୍‌ ଜୈନ ଆସୋସିଏଟ୍ସ ଇନ୍‌ ନର୍ଥ ଆମେରିକା’(ଜେଏଆଇଏନ୍‌ଏ)ର ଏକବିଂଶ ସମ୍ମିଳନୀରେ ଗୁରୁବାର ଦିନ ଏକ ବିଶେଷ ସମ୍ବୋଧନ କରିବେ । କାର୍ଯ୍ୟକ୍ରମର ଆୟୋଜକମାନେ ଏହି ସୂଚନା ଦେଇଛନ୍ତି । କୁହାଯାଇଛି ଯେ, ବିଶ୍ୱ ମହାମାରୀ
Read More...