Daily Archives

ଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳିଲେ ଛାତ୍ରୀ ସିମ୍‌ରନ : ମୃତ୍ୟୁ ପରେ ନିଜ ଶରୀରକୁ ଦାନ ପାଇଁ ନିଷ୍ପତ୍ତି

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଏବଂ ଡ଼ାକ୍ତରଖାନକୁ ଯାଇ କଣ୍ଟାବାଞ୍ଜି ୱାର୍ଡ ନଂ. ୩ରେ ରହୁଥିବା ସିମ୍‌ରନ କୌର ସଂଘା ନିଜ ଜନ୍ମ ଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇ ନିଜର ମୃତ୍ୟୁ ପରେ ନିଜ ଶରୀରକୁ ଦାନ କରିବା ପାଇଁ
Read More...

ଟ୍ୱିଟର ଭୁଲକୁ ସଂଶୋଧନ କଲା : ଜାମ୍ମୁ କାଶ୍ମୀରକୁ ଏକ ପୃଥକ ଦେଶ ଭାବରେ ଏବଂ ଲେହକୁ ଚାଇନାର ଏକ ଅଂଶ ଭାବରେ…

ନୂଆଦିଲ୍ଲୀ : ଭୁଲକୁ ସଂଶୋଧନ କରି ସୋସିଆଲ୍ ନେଟୱାର୍କିଂ ସାଇଟ୍ ଟ୍ୱିଟର ଜାମ୍ମୁ କାଶ୍ମୀରକୁ ଏକ ପୃଥକ ଦେଶ ଏବଂ ଲେହ-ଲଦାଖକୁ ଚାଇନାର ଅଂଶ ଭାବରେ ଦର୍ଶାଇଥିବା ମାନଚିତ୍ରକୁ ୱେବସାଇଟରୁ ହଟାଇ ଦେଇଛି । ବାସ୍ତବରେ ସୋମବାର ସକାଳେ ଏକ ମାନଚିତ୍ର ଟ୍ୱିଟର ୱେବସାଇଟରେ ଦେଖା ଦେଇଥିଲା,
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୧୬୧୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

କଲରା ପତରିଆ ବାଘ ଛାଲ ଜବତ : ଜଣେ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର, ତଦନ୍ତ ଜାରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଁସର ଗ୍ରାମରୁ ବନ ବିଭାଗ କଲରା ପତରିଆ ବାଘ ଛାଲ ଜବତ କରିଛି । ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ସୂଚନା ମତେ କଁସର ଗ୍ରାମର ବିଶ୍ଵାମିତ୍ର ରଣାଙ୍କ ଘରେ ବାଘ ଛାଲ ଥିବା ବନ ବିଭାଗ ଖବର ପାଇଥିଲା । ଖବର
Read More...

ନିଜେ ହିଁ ନିଜର ସୁରକ୍ଷା କବଚ ହେବାକୁ ପଡ଼ିବ : ରାଖାଲ୍‌ ନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଦାଉରୁ ରକ୍ଷା ପାଇବା ପାଇଁ ନିଜେ ହିଁ ନିଜର ସୁରକ୍ଷା କବଚ ହେବାକୁ ପଡ଼ିବ ବୋଲି ବିଶିଷ୍ଟ ଆଇନଜୀବୀ ରାଖାଲ୍‌ ନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଜନିତ ଭୟାବହତା କମି ଆସୁଥିବା ବେଳେ ତୃତୀୟ
Read More...

ବ୍ୟାସକବି ସାହିତ୍ୟ ସଂସଦ ନୀଳଗିରିର ମାସିକ କବିତା ଆସର ଅନୁଷ୍ଠିତ

ବାଲେଶ୍ୱର, (ନିରୋଜ କୁମାର ପାଣୀ) : ବ୍ୟାସକବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ୱର ଆନୁକୂଲ୍ୟରେ ଭର୍ଚୁଏଲ୍ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ବିଶିଷ୍ଟ କଳାକାର ସତ୍ୟନାରାୟଣ ମହାପାତ୍ରଙ୍କ ସୁଲଳିତ କଣ୍ଠରୁ ଭାସି ଆସିଥିବା ପ୍ରାରମ୍ଭିକ ସଂଗୀତ ଜଗନ୍ନାଥ ଭଜନ ଆସରକୁ
Read More...