Daily Archives

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି –…

ନୂଆଦିଲ୍ଲୀ, (ପିଆଇବି) : ଗତକାଲି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ମ୍ୟୁକୋରମାଇକୋସିସ ଚିକିତ୍ସା ପାଇଁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି ଇଞ୍ଜେକସନ୍ ପ୍ରଦାନ କରାଯାଇଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ
Read More...

ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ରାଜିନାମାକୁ ଅନୁମୋଦନ କରାଯାଇଛି ।
Read More...

ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ୧୧୮ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ନବୀନର ପ୍ରତିଷ୍ଠାତା, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି, ନବଚେତନତାର ନାନ୍ଦିକାର, ସଂଗୀତଜ୍ଞ, କ୍ରୀଡ଼ାବିତ, ମହୁରୀରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ୧୧୮ତମ ଜୟନ୍ତୀ ପାଳନ ଅବସରରେ ଗୁରୁବାର ସ୍ଥାନୀୟ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ
Read More...

ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ପଦବୀ ପୂରଣ ଦିଗରେ ବହୁ ଦାବୀ ହୋଇ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଡାକ୍ତରଖାନା ଉପରେ ପଡୋଶୀ ବରଗଡ଼ ଜିଲ୍ଲା ପଦ୍ମପୁର ଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ ରହିଥିବା ବେଳେ ବରଗଡ଼, କଟକ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି
Read More...

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ଵର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ । କଟକ ବିଏସଇ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ
Read More...

ଅଭାବ ଅସୁବିଧା ଓ ଅବହେଳିତର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ବଡ଼ିପଦର ରାଜସ୍ୱ ଗ୍ରାମ । ବଡ଼ିପଦର ଗ୍ରାମ ଓ ଗାହାଡାଡ଼ି ଗ୍ରାମରେ ସରକାରଙ୍କ ଯୋଜନା ସବୁ ଅପହଞ୍ଚ ହୋଇ, ଲୋକଙ୍କ ପାଇଁ
Read More...

ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠାନେଇ ସରକାରଙ୍କ ହେୟ ମନୋଭାବ ଯୋଗୁଁ ଘୋର ଜନଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଘୋର ଜନଅସନ୍ତୋଷ ବୃଦ୍ଧି ପାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ପ୍ରାୟ ତିନି ଦଶନ୍ଧି ଧରି ଦାବୀ
Read More...

ଆଜିଠାରୁ ଜିଲ୍ଲାରେ ୧୮ରୁ ଅଧିକ ବର୍ଷ ପାଇଁ ଟୀକାକରଣ : ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ବ୍ୟବସ୍ଥିତ ୩ଟି କେନ୍ଦ୍ର ଯଥା-ଡୁଙ୍ଗୁରିପାଲି ୟୁପି ସ୍କୁଲ, ରାମପୁର ପିଏଚସି ଓ ବେହେରାମାଲ ପିଏଚସି କେନ୍ଦ୍ରରେ ୧୮ରୁ ଅଧିକ
Read More...

ସ୍ନାନଯାତ୍ରାରେ ଛେରାପହଁରା କରିବେନି ପୁରୀ ଗଜପତି ମହାରାଜା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ହେବାକୁ ଥିବା ପବିତ୍ର ଜ୍ୟେଷ୍ଠପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ବିନା ଭକ୍ତରେ ପାରମ୍ପରୀକ ବିଧିରେ ସମ୍ପନ୍ନ ହେବ । କିନ୍ତୁ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ
Read More...