ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍ ମିଲ୍ଖା ସିଂହଙ୍କ ଦେହାନ୍ତ
ଚଣ୍ଡିଗଡ଼ : ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍ ମିଲ୍ଖା ସିଂହ(୯୧)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ପାଖାପାଖି ମାସେ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତରାତି ପ୍ରାୟ ସାଢେ଼ ୧୧ଟାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର!-->…
Read More...
Read More...