Daily Archives

ଧାନ କିଣାରେ ଅନିୟମିତତା ଅଭିଯୋଗ : ରାଇସ୍‌ ମିଲ୍‌ ଉପରେ ଚଢ଼ାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧାନ କିଣାରେ ଅନିୟମିତତା ଅଭିଯୋଗରେ ଏକ ରାଇସ୍‌ ମିଲ୍‌ ଉପରେ ଚଢ଼ାଉ ହୋଇଥିବା ନଜର୍‌କୁ ଆସିଛି । ସୋମବାର ଦିନ ୩ଟା ସମୟରେ ତୁଷରା ନିକଟସ୍ଥ ଡଙ୍ଗାପଥର ନିକଟରେ ଥିବା ବିକାଶ ରାଇସ ମିଲକୁ ବଲାଙ୍ଗିର ଜିଳ୍ଲାପାଳଙ୍କ ନିର୍ଦେଶରେ ୪ ଜଣିଆ ଏକ ଟିମ୍‌ ଚଢ଼ାଉରେ
Read More...

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ୯୩ ବର୍ଷ ବୟସରେ କରୋନାକୁ ହରାଇ ଘରକୁ ଫେରିଲେ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ୯୩ ବର୍ଷ ବୟସରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ସୁସ୍ଥତା ଖବର ପାଇ କବି, ଲେଖକ ତଥା ସାହିତ୍ୟିକଙ୍କ ଜଗତରେ ଖୁସିର ଲହରି ଖେଳିଯାଇଛି । ସେ କୋଭିଡ଼୍‌ ଆକ୍ରାନ୍ତ ହେବାପରେ କବି, ଲେଖକମାନେ ତାଙ୍କ
Read More...

ବାଇକ୍‌ ଭିତରେ ଥିଲା ନାଗ, ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା

ଯାଜପୁର : ବାଇକ ଭିତରେ ଥିଲା ନାଗ । ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗ ଗାଁର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ଦେବେନ୍ଦ୍ର କାମରେ ଯିବା ପାଇଁ ଘରୁ ବାଇକ୍‌ ବାହାର କରି ସିଟ୍
Read More...

ରଜ ଅବସରରେ ଘଣ୍ଟାସୁନୀ ସାହିତ୍ୟ ସଂସଦର କବିତା ପାଠ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଘଣ୍ଟାସୁନୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ତପୋବନ ଏକାଡେମୀ, ସିରୋଲ ଆନୁକୂଲ୍ୟରେ ମାଟିର ପର୍ବ ରଜ ଉପଲକ୍ଷେ ଆଭାସି ଜରିଆରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି କବି ଗଜାନନ ମିଶ୍ରଙ୍କ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା
Read More...

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସ ଦ୍ୱାରା ପଚରାଉଚରା : ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ

କୋଲକାତା : ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ଭାଷଣ ସଂପର୍କରେ କୋଲକାତା ପୋଲିସ ଆଜି ତାଙ୍କୁ ପଚରାଉଚରା କରୁଛି । ବିଜେପିରେ ଯୋଗଦେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ ଯେ, ସେ ଗରିବଙ୍କ
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରି ଗ୍ରାମର ସତ୍ୟାନନ୍ଦ ନାୟକ ପତ୍ର ଆଣିବାପାଇଁ ଗତକାଲି ଅପରାହ୍ନରେ ଜଙ୍ଗଲକୁ ଯାଇଥିଲେ । ମାତ୍ର ହଠାତ ଏକ ଜଙ୍ଗଲୀ ଭାଲୁ ହାବୁଡ଼ରେ ପଡିଯିବାରୁ ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା । ସେ ଗୁରୁତର ଅବସ୍ଥାରେ ଜଙ୍ଗଲରେ ପଡ଼ିଥିବା ଖବରପାଇ
Read More...

କୋଭିଡ ନିୟମ ଉଲଂଘନ କରୁଥିବା ୪ଟି ଶାଢୀ ଦୋକାନକୁ ସିଲ୍‌ କଲା ପ୍ରଶାସନ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କେତେକ ଶାଢୀ ଦୋକାନୀମାନେ ବେଆଇନ ଭାବେ କୋଭିଡ ନିୟମକୁ ଉଲଂଘନ କରିଥିବା ଦେଖା ଦେଇଥିଲା । ଲକଡାଉନ ସମୟରେ ଦୋକାନ ଗୁଡିକ ଖୋଲି ଖୁଲୁମଖୁଲା ବିକ୍ରି କରୁଥିବା ଦେଖା ଦେଇଥିଲା । ଫଳରେ ଦୋକାନ ସମ୍ମୁଖରେ ପ୍ରବଳ ଭିଡ ଲାଗିଥିଲା । ଖବର ପାଇ
Read More...

ଟ୍ୟୁସନ୍‌ ସାର୍‌ଙ୍କ ସହ ପ୍ରେମ : ମନ୍ଦିରରେ ବିବାହ, ତାପରେ ସିଧାସଳଖ ପୋଲିସ ଷ୍ଟେସନରେ ପହଂଚିଲେ ନବ ଦମ୍ପତ୍ତି

ଧାନବାଦ୍ : ଶିକ୍ଷକ ଏବଂ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ଓଲିଉଡ୍ କିମ୍ବା ବଲିଉଡ୍ ଏପରି ପ୍ରେମ କାହାଣୀରେ ପରିପୂର୍ଣ୍ଣ, ଯେଉଁଥିରେ ଏହି ସମ୍ପର୍କ ଚିତ୍ରିତ ହୋଇଥାଏ । ଯାହାବି ହେଉ, ପ୍ରେମ ପ୍ରତିବନ୍ଧକ ମାନେ ନାହିିଁ । ଏଥିପାଇଁ ପ୍ରେମ ଅଂଧ ବୋଲି କୁହାଯାଇଛି
Read More...

ଦେଶରେ କରୋନା ସକ୍ରିୟ ମାମଲା ୯ ଲକ୍ଷରୁ କମ୍ : ଗତ ୨୪ ଘଣ୍ଟା ମଧ୍ୟରେ ୬୨୨୨୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ସଂକ୍ରମଣ ହାର ବହୁ ପରିମାଣରେ ନିୟନ୍ତ୍ରଣରେ ଥିବା ପରି ମନେ ହେଉଛି । ଏହି କାରଣରୁ ନୂତନ ରୋଗୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ
Read More...