Daily Archives

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୦୪୭୧ ନୂତନ କରୋନା ମାମଲା, ସଂକ୍ରମଣ ହାର ୩.୫% ତଳେ, ସୁସ୍ଥତା ହାର ବୃଦ୍ଧି ପାଇଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପ୍ରାୟ ସରି ଆସୁଛି । ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ଘଟୁଛି । କେନ୍ଦ୍ର
Read More...

ତୁଷୁରା ହସପିଟାଲ ପ୍ରସଙ୍ଗ : ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ତୁଷୁରାବାସୀ ୧୪ ଦିନ ଭିତରେ ସମାଧାନ ନହେଲେ ପୁଣି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ଡାକ୍ତରଖାନାକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀ ଜୋର ଧରିଛି । ପ୍ରଶାସନ ଓ ତୁଷୁରାବାସୀଙ୍କ ଅଲୋଚନା ବିଫଳ ହୋଇଥିବା ବେଳେ ୧୪ ତାରିଖରେ ବଲାଙ୍ଗିର ଚାଲ ଡାକରା ଦିଆଯାଇଥିଲା । ଆଜି ସକାଳୁ ଶତାଧିକ ଯୁବକ ତୁଷୁରାର ସ୍ୱାଭିମାନ ପାଇଁ
Read More...

ତିନୋଟି ଗାଁରୁ ୧୦୦ ଲିଟର ଦେଶୀ ମଦ ଜବତ, ଗାଁ ଗାଁରେ ମଦର ବନ୍ୟା : ଅବକାରୀ ବିଭାଗ ନିଦାବିଷ୍ଣୁ

ସଇଁତଲା, (ଅଜିତ କୁମାର ସାହୁ) : ଏବେ କରୋନା ସମୟରେ ଗାଁ ଗାଁରେ ବେଶ ଜମୁଛି ମଦ ବେପାର । ବେଆଇନ ଭାବରେ ମହୁଳକୁ ଗରମ ପାଣିରେ ଶିଝାଇ ବିଷାକ୍ତ କେମିକାଲ ମିଶାଇ ମଦ ବିକ୍ରି କରୁଛନ୍ତି କୁଚିଆ ମଦ ବେପାରୀ, ଯାହା ପ୍ରମାଣ ମିଳିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରୁ ।
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫୧୧୦୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୬୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...