Daily Archives

ଚିକିତ୍ସାର ଅଭିନବ ପ୍ରୟାସ : ବଲାଙ୍ଗିର କିମ୍ସ କୋଭିଡ୍‌ ହସପିଟାଲରେ ନାଚିଲେ ରୋଗୀଙ୍କ ସହ କୋଭିଡ୍‌ ଯୋଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିମ୍ସ କୋଭିଡ୍‌ ହସପିଟାଲରେ ଚିକିତ୍ସାର ଅଭିନବ ପ୍ରୟାସ କରାଯାଇଥିବା ନଜରକୁ ଆସିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ରୋଗୀଙ୍କ ସହ ନାଚିଛନ୍ତି କୋଭିଡ୍‌ ଯୋଦ୍ଧା । କରୋନା ରୋଗୀଙ୍କ ମାନସିକ ଦୃଢତା ପାଇଁ ତଥା ଉଲ୍ଲାସ ପାଇଁ
Read More...

ଦେଓଗାଁ ବ୍ଲକରେ କମୁଛି କରୋନା ସଂକ୍ରମଣ : ଗତକାଲି ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକରେ କରୋନା ରୋଗୀଙ୍କ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ କିଛି ଦିନରେ ଜଣେରୁ ତିନି ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଅଞ୍ଚଳର ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ କମିବାରେ ଲାଗିଛି । ହେଲେ କରୋନା ପ୍ରତି
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୩୦୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୪ଲକ୍ଷ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, କଟକରୁ ୪ ଜଣ
Read More...

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୧ ପାଇଁ ‘ନମସ୍ତେ ଯୋଗ’ ଆପ୍ ଉନ୍ମୋଚିତ

ନୂଆଦିଲ୍ଲୀ, (ପିଆଇବି) : ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଅନଲାଇନ ଅନାବରଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯେଉଁଥିରେ ବିଖ୍ୟାତ ଯୋଗଗୁରୁ ଏବଂ ଅଭିଜ୍ଞସମ୍ପନ୍ନ ଯୋଗ ପ୍ରତିନିଧି ମଣ୍ଡଳୀ ଓ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲ ପ୍ଲାଟଫର୍ମରେ ଉଭୟ
Read More...

୪୪ତମ ଜିଏସଟି ପରିଷଦ ବୈଠକର ସୁପାରିସ : କୋଭିଡ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରୁ ଜିଏସଟି…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୪ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ କେତେକ
Read More...

ଟିକିଏ ସତର୍କତା, କରୋନା ଠାରୁ ଦୂରତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲକଡାଉନ୍ ସମୟରେ ସାମୁହିକ ଉତ୍ସବ ପାଳନ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସରକାର ଜାରି କରିଥିବା କୋଭିଡ୍ ନିର୍ଦ୍ଦେଶାବଳୀ ନିଷ୍ଠାର ସହ ପାଳନ କରନ୍ତୁ । ରଜ ଉତ୍ସବ ଦୃଷ୍ଟିରୁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ
Read More...

ରାଜ୍ୟରେ ସାଢେ଼ ୪ ହଜାର ତଳେ ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରେ ୪୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ସାଢେ଼ ୪ ହଜାର ତଳକୁ ଖସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫୯୩୬୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଟୀକାକରଣ ନିମନ୍ତେ ଘରକୁ ଘର ବୁଲି ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କରୋନା ମହାମାରୀ ଦ୍ୱିତୀୟ ଲହରୀ ଦ୍ଵାରା ବହୁ ଜନଜୀବନ ବିପର୍ୟ୍ୟସ୍ତ ହୋଇପଡିଛି । ବହୁତ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କିଏ ବାପାମାଆକୁ ହରେଇ ବେସାହାରା ହୋଇଛି ତ କିଏ ବୃଦ୍ଧ ବୟସରେରେ ଭେଣ୍ଡିଆ ପୁଅକୁ ହରେଇ ଭାଙ୍ଗି ପଡ଼ିଛି । କେତେ ଯେ
Read More...

ନୃଶଂସ କାଣ୍ଡ ଭିଆଇଲା ସଂକ୍ରମିତ ବାପା : ପରିବାରର ୬ ଜଣଙ୍କୁ ହାଣି ନିଜେ କଲା ଆତ୍ମହତ୍ୟା : ୧ ଝିଅ ମୃତ, ମା’…

ସମ୍ବଲପୁର, (କରୁଣାକର ଶତପଥୀ) : ନୃଶଂସ କାଣ୍ଡ ଭିଆଇଛି ଜଣେ କରୋନା ସଂକ୍ରମିତ ବାପା । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କିନାବଗା ପଞ୍ଚାୟତ ଯୌତୁକବାହାଲ ଗାଁରେ ଗୁରୁବାର ଦିନ ରାତିରେ ଘଟିଛି ଏଭଳି ଏକ ନୃଶଂସ ଘଟଣା । କରୋନା ସଂକ୍ରମିତ ବାପ ଶୁକ୍ରୁ କୁଜୁର (୫୦) ପରିବାର ସଦସ୍ୟଙ୍କୁ
Read More...