Daily Archives

କନ୍ଦକେଲଗାଁ ରେଲୱେ ଲାଇନ ନିକଟରେ ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେନ୍ଦକେଲଗା ରେଲୱେ ଲାଇନ ନିକଟରୁ ଜଣେ ଯୁବକଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଯୁବକ ଜଣକଙ୍କ ପରିଚୟ ମିଳିପାରି ନଥିବା ବେଳେ କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ
Read More...

ଛତ୍ରପୁର ବିଧାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ଉଦଘାଟିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାସଦର ମହକୁମା ଛତ୍ରପୁରଠାରେ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ୩ଟି ସ୍ଥାନରେ ଟିକାକରଣ କେନ୍ଦ୍ରମାନ ଖୋଲା ଯାଇଛି । ସୋମବାର ଆରମ୍ଭ ହୋଇଥିବା ଛତ୍ରପୁର କଲ୍ୟାଣ ମଣ୍ଡପଠାରେ ବିବିଧ ଵ୍ୟଵସ୍ଥାପନାରେ ଆୟୋଜିତ ଟିକାକରଣ କେନ୍ଦ୍ରରେ ଛତ୍ରପୁର
Read More...

ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବି କମୁଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ସୁସ୍ଥତା ହାର ବି ବେଶ୍‌ ବଢ଼ି ବଢ଼ି ଚାଲିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ
Read More...

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା : ୫୧ ମୃତ, ଶତାଧିକ ଆହତ

କରାଚି : ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶରେ ସୋମବାର ସକାଳେ ଏକ ଏକ୍ସପ୍ରେସ ଟ୍ରେନ ଅନ୍ୟଏକ ଟ୍ରେନର ପଟରିରୁ ଓହ୍ଲାଇ ଯାଇଥିବା ବଗି ସହ ଧକ୍‌କା ହେବା ଫଳରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାକୁ ନିକଟ ଅତୀତରେ ଦେଶରେ ଘଟିଥିବା ସବୁଠାରୁ ବଡ
Read More...

ଆଗାମୀ ଡିସେମ୍ବରରୁ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ : ଟ୍ରଷ୍ଟ ପକ୍ଷରୁ ସୂଚନା

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବ । ଏଥିରେ ମନ୍ଦିର ଗଠନ ପାଇଁ ପଥର ନିର୍ମାଣ କାର୍ଯ୍ୟ କରାଯିବ । ସୋମବାର ଦିନ ମନ୍ଦିର ଟ୍ରଷ୍ଟ ଏହି ସୂଚନା ଦେଇଛି । ରାମ ମନ୍ଦିର ଟ୍ରଷ୍ଟ ଅନୁଯାୟୀ ଅକ୍ଟୋବର ଶେଷ ସୁଦ୍ଧା
Read More...

ଜନ୍ମଦିନରେ ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଜଗତପତି ଦାନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଜନ୍ମଦିନରେ ଲୋକେ ମଜାମସ୍ତି କରି ଘର ଲୋକ, ସାଙ୍ଗ ସାଥିଙ୍କ ସାଙ୍ଗରେ ସମୟ ବିତାଇ ପାର୍ଟି, ଭୋଜି ଭାତି କରିଥାନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁର୍ଡା ଗାଁର ଜଗତପତି ଦାନୀ ନାମକ ଜଣେ ଯୁବକ ତାଙ୍କ ଜନ୍ମଦିନରେ ଅନାଥ ଶିଶୁଙ୍କ ମୁହଁରେ
Read More...