Daily Archives

ଅନେକଙ୍କ ଜୀବନ ବଞ୍ଚାଉଛି ୧୦୪ ସ୍ୱାସ୍ଥ୍ୟ ସେବା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ରାଜ୍ୟରେ କୋଭିଡ-୧୯ ସଂକ୍ରାନ୍ତୀୟ ସେବା ନିମନ୍ତେ ଗତବର୍ଷ ଠାରୁ ଏକ ସଂପୂର୍ଣ୍ଣ ଦେୟମୁକ୍ତ ଟେଲିମେଡ଼ିସିନ୍‌ ହେଲ୍ପଲାଇନ୍‌ ୧୦୪ ସେବାକୁ କାର୍ଯ୍ୟକାରୀ କରାଯାଇଥିଲା । ତାହା କିଭଳି ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ
Read More...

ଚଟୁଅନକାରେ କରୋନା ସଚେତନତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର, ଅଙ୍ଗନବାଡ଼ି
Read More...

ଚନ୍ଦନଭାଟି ଫାଣ୍ଡିର ଲେଡି ପୋଲିସ ସନ୍ତୋଷିନୀ ସାହୁଙ୍କ ସାହସ ବଳରେ ଚୋର ଦଳର ଚୋରୀ ଉଦ୍ୟମ ପଣ୍ଡ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛିଦିନ ହେଲା ଚନ୍ଦନଭାଟି ଅଞ୍ଚଳରେ ମାତିଛନ୍ତି ଚୋର ଦଳ । ଦୀର୍ଘ ପଚିଶ ଦିନ ପୂର୍ବରୁ ବଘଲା ଛକ ନିକଟସ୍ଥ ସାହୁ ଅଟୋ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ଟାୟାର୍, ମୋବିଲ୍, ମୋଟର ସାଇକେଲ ଏବଂ ଚାରିଚକିଆ ଯାନରେ ବ୍ୟବହୃତ ସାମଗ୍ରୀ ନେଇ ଫୋରାର୍‌
Read More...

କରୋନା ଟୀକା ନେବା ପାଇଁ ଲୋକଙ୍କ ଉତ୍ସୁକତା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଦୁଇଦିନ ହେଲା ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ କରୋନା ଟୀକା ଦେବା ଆରମ୍ଭ ହୋଇଯାଇଛି । ପୂର୍ବଦିନ ସଂଧ୍ୟା ୬ ଟାରୁ ବୁକିଂ କରିବାକୁ ପଡୁଥିବା ବେଳେ ସମସ୍ତଙ୍କ ନେବା ଇଚ୍ଛା ଥିଲେ ମଧ୍ୟ କିଛି ସମୟ ମଧ୍ୟରେ ବୁକିଂ ସଂମ୍ପୂର୍ଣ୍ଣ ହୋଇଯାଉଛି ।
Read More...

ମା’ ମାହେଶ୍ୱରୀ ସେନା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ତେବେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ଏଭଳି ସମୟରେ ଭୀମ ଭୋଇ ମେଡିକାଲ କଲେଜ
Read More...

ନୂତନ ଅବକାରୀ କାର୍ଯ୍ୟାଳୟ ଓ ଥାନା ଉଦଘାଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସିକା ଠାରେ ନୂତନ ଭାବେ ଅବକାରୀ ବିଭାଗର ନିରିକ୍ଷକଙ୍କ କାର୍ଯ୍ୟାଳୟ ଓ ଅବକାରୀ ଥାନା କୋଠାଘର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଉତ୍ସବ ପାଳନରେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ଗଞ୍ଜାମ ଜୋନ
Read More...

୧୧କେଭି ତାର ଲାଗି ଦନ୍ତାହାତୀ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଅନ୍ତର୍ଗତ ଲାଠିପୋଡ଼ା ଗ୍ରାମ ଶ୍ମଶାନ ଘାଟ ନିକଟ ଜଙ୍ଗଲରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ସୂଚନା ମୁତାବକ ୮ ଜଣିଆ ହାତୀ ଦୀର୍ଘ ୩ ଦିନଧରି ଲାଠିପୋଡ଼ା ଅଞ୍ଚଳର ବାଘୁଆପଲି,
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬,୪୯୮ ଆକ୍ରାନ୍ତ ଚିହ୍ନଟ : ୨୧୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬,୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୨୧୨୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୯ଲକ୍ଷ ୯୬ ହଜାର ୪୭୩ରେ ପହଞ୍ଚିଛି । ଏତତ୍ ବ୍ୟତୀତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, ସୁନ୍ଦରଗଡରୁ ୪, ଗଞ୍ଜାମ, ପୁରୀରୁ ୩ ଜଣ ଲେଖାଏଁ
Read More...

କୋଭିଡ ଯୋଦ୍ଧା ଡିଏସ୍‌ପି ଶେଷଦେବ ବରିହାଙ୍କୁ ଗାର୍ଡ ଅଫ୍‌ ଅନର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ଆକ୍ରାନ୍ତ ହୋଇ କୋଭିଡ ଯୋଦ୍ଧା ବଲାଙ୍ଗିର ଡିଏସ୍‌ପି ଶେଷଦେବ ବରିହା ପ୍ରାଣ ହରାଇଥିବା ବେଳେ ଆଜି ସ୍ଥାନୀୟ ମନୋହରପୁର ପୋଲିସ ଗ୍ରାଉଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର
Read More...