Daily Archives

ଚାଲିଗଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଆଧ୍ୟାତ୍ମ ବାହିନୀର ସଂପାଦକ ଚୈତନ୍ୟ ଦାସ ଠାକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଆଧ୍ୟାତ୍ମ ବାହିନୀର ସଂପାଦକ, ସାଇ ବାବାଙ୍କ ଭକ୍ତ, ଆଧ୍ୟାତ୍ମିକ ପୁରୁଷ ଚୈତନ୍ୟ ଦାସ ଠାକୁର(୭୧) ଆଉ ନାହାନ୍ତି । ଆଜି ପୂର୍ବାହ୍ନ ୯ଟା ସମୟରେ ବୁର୍ଲା ମେଡିକାଲରେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ପରଲୋକ
Read More...

ରମ୍ଭାରେ ବିଶ୍ୱ ପରିବେଶ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାନ ରାମଚନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରମ୍ଭା ସହର ସ୍ଥିତ ଅଗ୍ନିଶମ କାର୍ୟ୍ୟାଳୟ ଓ ଗାୟତ୍ରୀ ଶକ୍ତିପୀଠ ପରିସରରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଓ ଗାୟତ୍ରୀ
Read More...

ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ଉଦ୍ଦେଶ୍ୟରେ ଗଞ୍ଜାମ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ୟ୍ୟକ୍ରମରେ ଦାମୋଦରପୁର
Read More...

ନାଗିନ୍‌ ଡ୍ୟାନ୍ସ କରି ସୁକିନ୍ଦାର ଲେଡି ତହସିଲଦାର ବୁଲବୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ନାଗିନ୍ ଡ୍ୟାନ୍ସ ନାଚି ଫସିଗଲେ ଲେଡି ତହସିଲଦାର ବୁଲବୁଲ ନିଜ ଭାଇର ବାହାଘର ବେଳେ କରୋନା ନିୟମକୁ ଉଲ୍ଲଂଘନ କରିଥିଲେ । ଜାତୀୟ ମାନବାଧିକାର କମିଶନ ବୁଲବୁଲ ବେହେରାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ
Read More...

ଋଷିକୂଲ୍ୟା ପାଣିର ସୁରକ୍ଷା ପାଇଁ ଭର୍ଚ୍ୟୁଆଲ ମାଧ୍ୟମରେ ଆଲୋଚନା କଲେ ଗଞ୍ଜାମ ଏନଏସି ଓ ତିନଟି ପଞ୍ଚାୟତ ବାସିନ୍ଦା :…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ, ଋଷିକୂଲ୍ୟା ନଦୀର ଜଳ ବ୍ୟବହାର କରିବା ପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗତ ସପ୍ତାହରେ ମଞ୍ଜୁର ମିଳିବା ପରେ, ଏହାକୁ ନେଇ ଗଞ୍ଜାମ ସହରଠାରୁ ଆରମ୍ଭ କରି
Read More...

ଶିଳ୍ପାନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍‌ ପରୀକ୍ଷା ଓ ଟୀକାକରଣ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପର ସମସ୍ତ ଶିଳ୍ପ ସଂସ୍ଥାମାନେ ମହାମାରୀ କରୋନା ସମୟରେ ନିରବଚ୍ଛିନ ଭାବେ ଉତ୍ପାଦନ ଜାରୀ ରଖିଛନ୍ତି । ସ୍ଥାନୀୟ ଶ୍ରମିକମାନେ ଏଠାରେ ନିଜ ଜୀବନକୁ ବିପନ୍ନ କରି କାମ କରୁଛନ୍ତି, ହେଲେ ଏଠାକାର ଶିଳ୍ପ ସଂସ୍ଥାମାନେ ଏହି ଶ୍ରମିକ ମାନଙ୍କ ଜୀବନ
Read More...

ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ ଗଞ୍ଜାମ ସହର ଏଲ୍ଲାମା ମନ୍ଦିର ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ସଡକ ଦୃଘଟଣାରେ ଜୈନେକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ବୃଦ୍ଧା ଲାଞ୍ଚମିଆମ୍ମା ରେଡି (୭୨) ।
Read More...

ଏଆଇଟିଟି ମହିଳା ବିଭାଗ ଟପ୍ପର ପୂଜା ମାହାର : ପୂଜାଙ୍କ ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣା

ମ.ରାମପୁର, (ହେମନ୍ତ ସାହୁ) : ସର୍ବଭାରତୀୟ ଟ୍ରେଡ଼ ଟେଷ୍ଟ(ଏଆଇଟିଟି)ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଇଆଇଟିର(ଏମଏମଭି) ପୂଜା ମାହାର ସର୍ବଭାରତୀୟ ସ୍ତର ମହିଳା ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଏହି ଖବରଟି କଳାହାଣ୍ଡିବାସୀଙ୍କ ପାଇଁ ଯେତିକି ଉତ୍ସାହପ୍ରଦ, ପୂଜାଙ୍କ ପାଇଁ
Read More...

ଖସୁଛି ସଂକ୍ରମଣ : ଗତ ୨୪ ଘଂଟାରେ ୬୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଖସୁଛି କରୋନା ସଂକ୍ରମଣ । ସୁସ୍ଥତା ହାର ବେଶ୍‌ ବଢ଼ି ବଢ଼ି ଚାଲିଛି । ଏଥିରେ ରାଜ୍ୟବାସୀ ଟିକେ ଆଶ୍ୱସ୍ତି ପାଇଛନ୍ତି । ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ
Read More...