Daily Archives

ଡାଳୁଆ ଧାନ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ : ଜିଳ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗୌଡ଼ଗୋଠ ଗାଁର ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷୟ ଡାଳୁଆ ଧାନ କିଣାରେ ଅହେତୁକ ଅନିୟମିତତା ଦେଖାଯାଇଛି । ଧର୍ମକୁ ଆଖି ଠାର କଲାପରି ସରକାର ଡାଳୁଆ ଧାନ କିଣୁଛନ୍ତି । ଚାଷୀ କିପରି ଭାବେ ଉତ୍ପାଦନ କରିଥିବା ଡାଳୁଆ ଧାନକୁ ଠିକ୍ ଭାବେ ମଣ୍ଡିରେ ବିକ୍ରି କରିବ ସେଥିପ୍ରତି ସରକାର ଧ୍ୟାନ ଦେଉ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରଶଂସନୀୟ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିଦିନ ବହୁ କରୋନା ରୋଗୀଙ୍କ ସମ୍ପର୍କୀୟ ବଲାଙ୍ଗିର ଭୀମ ମୋଇ ମେଡିକାଲ କଲେଜ ହସପିଟାଲକୁ ଆସୁଛନ୍ତି । ତେବେ ସେମାନଙ୍କୁ ପେଟପୁରା ଖାଇବକୁ ନିତିଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବଣ୍ଟନ କରାଯାଉଛି । ହେଲେ ସେମାନେ ରାତିରେ ବାହାରେ ଶୋଉଥିବା ବେଳେ ମଶା
Read More...

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ଓ ପ୍ରକାଶକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ପାଇଁ ଦାବୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସ୍ଥାନରୁ ଧାରାବାହିକ ଭାବେ ପ୍ରକାଶ ପାଉଥିବା ଆରଏନଆଇ ରେଜିଷ୍ଟ୍ରିଭୁକ୍ତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ପ୍ରକାଶକ ଓ ସମ୍ପାଦକମାନଙ୍କୁ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ କ୍ଷୁଦ୍ର ଓ
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ଯ୍ୟାତିତ ଶୈଶବ

ଲାଭକାରୀ ସରକାରୀ ସଂସ୍ଥାରେ ଗୋତି ଶ୍ରମିକ ଖଟୁଛି ଶୈଶବସରକାରୀ ନିୟମକୁ ବିଭାଗୀୟ କାମଚଳା ରେଞ୍ଜଙ୍କ ଖାତିର ନାହିଁଟିଟିଲାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ବେଳଗାଁରେ ନିୟୋଜିତ ଶିଶୁ ଶ୍ରମିକଟିଟିଲାଗଡ, (ଗୌରବ ଦର୍ଜୀ) : ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ । କେତେବେଳେ କେଉଁ ସମୟରେ
Read More...

ଲକ୍ ଡାଉନରେ ଅମାନିଆଙ୍କୁ ସାବଡ୍‌ କରୁଛି ପୋଲିସ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧିକୁ ନେଇ ସରକାର କଟକଣାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଆୟତ୍ତ ହେଉ ନ ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରିଛି । ଟିଟିଲାଗଡ ପୋଲିସ
Read More...

ଜୁଆ ଖେଳ ଉପରେ ଚଢ଼ଉ : ପାଞ୍ଚ ବାଇକ୍ ସହ ପାଞ୍ଚ ଜୁଆଡି ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ଓ ଚୋରା କାରବାର, ଡକାୟତି ଘଟଣା, ବେଆଇନ ଜୁଆ, ସଟ୍ଟା ବଢ଼ିବାରେ ଲାଗୁଥିବା ବେଳେ ବେଆଇନ କାରବାର ଅଞ୍ଚଳରେ ଏକ ଭୂସ୍ୱର୍ଗ ପାଲଟିଛି । ନୂତନ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ
Read More...

୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୨,୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୨,୭୧୩ ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୮୫,୭୪,୩୫୦ ଓ ମୃତ୍ୟୁସଂଖ୍ୟା ୩,୪୦,୭୦୨ରେ ପହଞ୍ଚିଛି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ, ଅନୁଗୁଳ, ଝାରସୁଗୁଡା, କଳାହାଣ୍ଡି, ରାୟଗଡା ଓ
Read More...

ଧାନ କିଣିବା ଦାବୀରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବୀପତ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ମଣ୍ଡିରେ ଧାନ କିଣିବା ଦାବୀରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ଼ ପେକ୍ସର ଚାଷୀ ମାନେ ଗୁରୁବାର ଦିନ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଟୋକନ୍ ଆସିବା ପରେ ଚାଷୀ ମାନେ
Read More...

ନିଃସହାୟ ବିଧବା ମହିଳା ମଞ୍ଜୁଳାଙ୍କ ଦୁଃଖ ଦିଶୁନି କାହା ଆଖିରେ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ମହୁଲବାହାଲି ଗାଁର ଚେୟାରମେନପଡ଼ା ନିବାସୀ ନିଃସହାୟ ବିଧବା ମହିଳା ମଞ୍ଜୁଳା ମେହେର ଅତି ଦୟନୀୟ ଅବସ୍ଥାରେ ଅଭାବ ଅନାଟନରେ ଭଙ୍ଗା କୁଡିଆରେ କାଳାତିପାତ କରୁଥିବା ଖବର ମିଳିଛି । ତାଙ୍କ ସ୍ଵାମୀ ଲଛମନ ମେହେର ପ୍ରାୟ ତିନି ବର୍ଷ
Read More...