Daily Archives

ଗଞ୍ଜାମ ସହରରେ ପୁଣି ଦୁଇଜଣଙ୍କର କରୋନାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ପଣ୍ଡାସାହି ବାସିନ୍ଦା ତଥା ମଧୁସୂଦନ ରାଇସ ମିଲ୍‌ର ମାଲିକ ତଥା ଯୁବ ବ୍ୟବସାୟୀ ଲଛମନ ପଣ୍ଡା(ପଙ୍କଜ) ଗତ ତିନିଦିନ ତଳେ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁର କୋଭିଡ଼ି ହସ୍ପିଟାଲକୁ ଚିକିତ୍ସା ପାଇଁ
Read More...

ଛତ୍ରପୁର ପୋଲିସ ଉଚ୍ଚବିଦ୍ୟାଳୟରେ କ୍ରୀଡା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳର ନିୟୁ ପୋଲିସ କଲୋନୀଠାରେ ଅବସ୍ଥାପିତ ପୋଲିସ ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷକ ନାରାୟଣ ରଥଙ୍କୁ ଏକ ନିରାଡ଼ମ୍ବର ସଭାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ୩୧ ବର୍ଷ କାଳ ଏହି
Read More...

କର୍ଲାମୁଣ୍ଡା ବ୍ଳକ : ଶହ ଶହ ହେକ୍ଟର ଗୋଚର ଜମି ପ୍ରଭାବଶାଳୀଙ୍କ କବ୍‌ଜାରେ : ରାଜସ୍ୱମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ…

କର୍ଲାମୁଣ୍ଡା : (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକର ପ୍ରତ୍ୟେକ ଗାଁରେ ଥିବା ଗୋଚର ଜମି ଏବେ ପ୍ରଭାବଶାଳୀଙ୍କ କବ୍‌ଜାରେ । ଗାଈଗୋରୁ ଚରିବା ପାଇଁ ଥିବା ଏଇ ଗୋଚର ଭୂମି ଜବରଦଖଲକାରୀଙ୍କ ଦ୍ୱାରା ଚାଷଜମିରେ ପରିଣତ ହୋଇଥିବା ବେଳେ ଆଉ କେଉଁଠି କୋଠାଘର ତିଆରି
Read More...

ପାନୀୟ ଜଳ ପାଇଁ ଡହଳ ବିକଳ : ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୌଳିକ ଅଧିକାରକୁ ଜନସାଧାରଣଙ୍କ ଦୁଆର ମୁହଁରେ ପହଂହେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି । ରାଜ୍ୟ ସରକାର କେବଳ ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି ।
Read More...

ଭୁବନେଶ୍ୱର ସାଂସଦଙ୍କ ପ୍ରମୁଖ ଉତ୍ସର୍ଗୀକୃତ ଭାବେ ନିଃଶୁଳ୍କ ସେବାର ଲୋକାର୍ପଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଗତକାଲି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରମୁଖ ନିଃଶୁଳ୍କ ଉତ୍ସର୍ଗୀକୃତ ସେବାକୁ ଜନହିତରେ ଲୋକାର୍ପଣ କରିଛନ୍ତି । ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଏବଂ ବିଭିନ୍ନ ସାମାଜିକ ସଂଗଠନ
Read More...

ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ ସଭାପତି ଲାୟନ୍‌ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଲାୟନ ଆଲୋକ ଅଗ୍ରୱାଲଙ୍କ ଆଲୁମିନିଅମ୍‌ କାରଖାନାର କାର୍ଯ୍ୟରତ ଶତାଧିକ
Read More...

ଚୀନ୍ ବଦଳାଇଲା ନିୟମ, ପ୍ରତ୍ୟେକ ଦମ୍ପତିଙ୍କୁ ୩ ସନ୍ତାନ ଜନ୍ମ ଦେବାକୁ ଅନୁମତି

ବେଜିଂ : ଜନସଂଖ୍ୟାର ଏକ ବଡ଼ ଭାଗ ବୃଦ୍ଧ ହେବା ଦେଖି ଚୀନ୍ ସରକାର ଏହାର ୨ ଶିଶୁ ନୀତି ପରିବର୍ତ୍ତନ କରିଛନ୍ତି । ଚୀନ୍ ସରକାର ବର୍ତ୍ତମାନ ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ୩ ପିଲା ଜନ୍ମ କରିବାକୁ ଅନୁମତି ଦେଇଛନ୍ତି । ଚୀନ୍ ସରକାର ସୋମବାର ୩ ଶିଶୁ ନୀତି ଘୋଷଣା କରିଛନ୍ତି । ଦୀର୍ଘ ଦିନ
Read More...

ଗତ ୨୪ ଘଂଟାରେ ୮୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୨୨୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୯୯୫୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮୪୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

କୋଶଲି କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ସ୍ମୃତି ସଭା

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : କୋଶଲି ଭାଷାର ଜଣେ ପ୍ରଖ୍ୟାତ କବି, ଭାଷାବିତ ତଥା ସଂଗଠକ ସ୍ବର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ଆତ୍ମାର ସଦ୍‌ଗତି କାମନା କରି କୋସଲି ଡେରା ପାଟଣାଗଡ଼ ତରଫରୁ ଅନ୍‌ଲାଇନ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦିଲୀପ କୁମାର ପସାୟତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ
Read More...