Monthly Archives

May 2021

କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ସାମ୍ବାଦିକ ସବନମ୍‌ ଶିରିନ୍‌

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ସାମ୍ବାଦିକ ସବନମ୍‌ ଶିରିନ୍‌ । ସେ ୨ଦିନ ପୂର୍ବରୁ କୋଭିଡ୍‌ ପିଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ ଏମସ୍‌ରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।
Read More...

ଦିବ୍ୟ ଆତ୍ମା ପ୍ରଫେସର ମନୋଜ ଦାସଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

କଟକ, (ଚକ୍ରବର୍ତ୍ତୀ ଓତା) : ଆଜି ସଂଧ୍ୟା ୭ଘଟିକା ସମୟରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ତରଫରୁ ସାରସ୍ୱତ ସାଧକ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶଙ୍କର୍ଷଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ
Read More...

କୋଭିଡ କଟକଣା ଉଲଂଘନ କରି ୪ଦିନରେ ୧୨୭ ଜଣ ଦେଲେଣି ୬୩ହଜାର ୫ଶହ ଟଙ୍କା, ତଥାପି ବୁଲୁଛନ୍ତି ଅମାନିଆ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଥାନା ଅଂଚଳରେ କୋଭିଡ କଟକଣାକୁ ନେଇ ଉଲଂଘନ କରୁଥିବା ଲୋକଙ୍କ ନିକଟରୁ ଜରିମାନ ଆଦାୟ କରାଯାଉଛି । ଗତ ୭ତାରିଖ ଦିନ ୧୦ଜଣଙ୍କ ନିକଟରୁ ୫ହଜାର ଟଙ୍କା, ୮ତାରିଖ ଦିନ ୨୦ଜଣଙ୍କ ନିକଟରୁ ୧୦ହଜାର ଟଙ୍କା, ୯ତାରିଖ ଦିନ ୪୪ଜଣଙ୍କ ନିକଟରୁ
Read More...

ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ମୋଟ୍ ୧୮ ଲକ୍ଷ ୫୦ ହଜାର ୧୧୦ଟି ନମୂନା ପରୀକ୍ଷା ହୋଇଥିଲା । ଅର୍ଥାତ ଗତ ୨୪ ଘଂଟାରେ ଟେଷ୍ଟ ପଜିଟିଭିଟି ରେଟ
Read More...

କ୍ୟାବିନେଟ୍ ବୈଠକରେ କୋଭିଡ୍ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗତକାଲି କୋଭିଡ୍ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଶ୍ୱର ବିଭିନ୍ନ ପ୍ରମୁଖ ଟୀକା କମ୍ପାନୀରୁ ଟୀକା ସଂଗ୍ରହ ନିମନ୍ତେ ପଦକ୍ଷେପ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଳାହାଣ୍ଡି,
Read More...

ଛତ୍ରପୁର ଭେଙ୍କେଟଶ୍ୱର ଲଜ୍‌ ମାଲିକଙ୍କ କୋରନାରେ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପ୍ରତିଷ୍ଠିତ ଜଣାଶୁଣା ଭେଙ୍କଟଶ୍ୱର ଲଜ୍‌ ମାଲିକ ଭି. ରାମଲିଙ୍ଗେଶ୍ୱର ରାଓ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘୋରେଇ ହସ୍ପିଟାଲରେ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ପ୍ରକାଶ ଥାଉ କି, ସେ କୋରନାରେ ଚିକିତ୍ସାଧୀନ
Read More...

ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କ କରୋନାରେ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ କରୋନା ତାଣ୍ଡବ ଲୀଳା ରଚୁଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାରୁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ସ୍ଥାନୀୟ ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଛି । କିଛି ଦିନ ତଳେ ସେ
Read More...

ଉଦୟନାଥ ଫର୍ଣ୍ଣିଚରର ୧୮ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୮ତମ ଲକି ଡ୍ର' ଉଠାଣ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଶମ୍ଭୁରାମ ସାହୁ । ଏହି ଉଠାଣ
Read More...

ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ସକାଳ ୯ ଟା ବେଳକୁ ଆରମ୍ଭ ହୋଇଯାଇଛି । ଦୁଇଦିନ ତଳେ ବର୍ଷା ଓ ପବନ ହୋଇଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଥିବା ଯୋଗୁଁ ଅନେକ ଚାଷୀ ଡାଲୁଆ ଧାନକୁ ନେଇ ଚିନ୍ତାରେ ଅଛନ୍ତି । ଆମ୍ବ ବଗିଚା
Read More...