Monthly Archives

May 2021

ଦେଓଗାଁରେ କାଳ ବୈଶାଖୀ ବର୍ଷାର ପ୍ରଭାବ : ମାତ୍ର ଘଣ୍ଟାଏରେ ଉଜୁଡ଼ି ଗଲା ଶହ ଶହ ଏକର ଡାଳୁଆ ଧାନ, ପନିପରିବା ଚାଷକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ସକାଳ ପ୍ରାୟ ସାଢ଼େ ଆଠଟାରେ ଦେଓଗାଁର ପଶ୍ଚିମ ଉତ୍ତର ଦିଗରୁ ଉଠିଳା ମେଘ । କିଛି ସମୟ ମଧ୍ୟରେ ଆରମ୍ଭ ହେଲା ପବନ ସହ ବର୍ଷା । ଯଦିଓ କିଛି ଦିନ ହେଲା ଖରା ଯୋଗୁଁ ଆଉଟୁ ପାଉଟୁ ଲାଗୁଥିଲା ବର୍ଷା ହେବା ପରେ ଭଲ ଲାଗିବ ବୋଲି ଲୋକଙ୍କ ମନରେ ଖୁସି ଆସୁଥିଲା
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଛେଳି ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ତୁର୍ଲା ଗାଁର ଅର୍ଜୁନ ବାରିହାଙ୍କ ଛେଳି ବର୍ଷା ସମୟରେ ମଧ୍ୟାହ୍ନରେ ଘରକୁ ଆଣୁଥିବା ବେଳେ ଗାଁ ମୁଣ୍ଡରେ
Read More...

ଶୁଭେନ୍ଦୁ କୁମାର ସାହୁ ନୂତନ ଗଞ୍ଜାମ ଥାନା ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥାପିତ ଗଞ୍ଜାମ ସହର ଥାନାର ନୂତନ ଥାନା ଅଧିକାରୀ /ଆଇଆଇସି ଭାବେ ଶୁଭେନ୍ଦୁ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବା ସହ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁ
Read More...

ଗତକାଲି ଗୋଟିଏ ଦିନରେ ଘୁନସରରେ ୫ ଜଣଙ୍କ ମୃତ୍ୟୁ, ସଇଁନ୍ତଲା ବ୍ଲକରେ କାୟା ବିସ୍ତାର କରୁଛି କରୋନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୫ ତାରିଖରୁ ଲକ୍‌ଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ହେଉନାହିିଁ । ଜନସାଧାରଣ ମଧ୍ୟରେ ଏକ
Read More...

ବିଶ୍ୱର ସର୍ବାଧିକ ଟୀକାକରଣ ଦେଶ ସେଚେଲ୍ସରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସଂଧାନ…

ସେଚେଲ୍ସ : ବିଶ୍ୱର ସର୍ବବୃହତ କରୋନା ଟୀକା ପ୍ରୟୋଗ କରିଥିବା ଆଫ୍ରିକୀୟ ଦେଶ ସେଚେଲ୍ସରେ ମେ ୭ରେ ଶେଷ ହୋଇଥିବା ସପ୍ତାହରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ସେଚେଲ୍ସର ଏହି ଭୟାନକ ପରିସଂଖ୍ୟାନ କୋଭିଡ -୧୯ ଟୀକା ପୃଥିବୀର କେତେକ ସ୍ଥାନରେ କରୋନା ଭୂତାଣୁ ନଷ୍ଟ
Read More...

ରାଜ୍ୟରେ ପୁଣି ଦିନକରେ ପାଖାପାଖି ୧୧ ହଜାର ସଂକ୍ରମଣ ସଂଖ୍ୟା : ଖୋର୍ଦ୍ଧା ଜିଲ୍ଲାରେ ୧୫୩୯, ସୁନ୍ଦରଗଡ଼ ଜିଲ୍ଲାରେ ୯୬୪…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ଦିନକରେ ପାଖାପାଖି ୧୧ ହଜାରକୁ ପହଂଚିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୮,୨୩୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୪୯ ଜଣ
Read More...

ମୁଖ୍ୟମନ୍ତ୍ରୀ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା, ୩ୟ ଲହରୀ ପାଇଁ ଏବେ ଠାରୁ ସତର୍କ ଦୃଷ୍ଟି ରଖିବା ତଥା
Read More...

କାଳବୈଶାଖୀର ତାଣ୍ଡବ : ଖୁଜେନବାହାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଉଡିଲା ଆଡବେଷ୍ଟଜ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଂଚାୟତର ଖୁଜେନବାହାଲ ଗାଁରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଲାଗିଥିବା ଆଡବେଷ୍ଟଜ ଆଜିର କାଳବୈଶାଖୀ ହେବାରୁ ଆଡବେଷ୍ଟଜ ଉଡିଯାଇଥିଲା । ତେବେ କାମ ହେବା ସମୟରେ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଟିଟିଲାଗଡ, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ର ଟିଟିଲାଗଡ ପ୍ରତିନିଧି ଗୌରବ ଦର୍ଜୀଙ୍କ ବାପା ବିଦ୍ୟାଧର ଦର୍ଜୀ(୬୪)ଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।
Read More...

ବାଇକ ଦୁର୍ଘଟଣାରେ କଲେଜ କର୍ମଚାରୀ ମୃତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ ବାଇକ ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ସୂଚନା ମତେ, ବଙ୍ଗୋମୁଣ୍ଡା ସଦରର ଭୁବନେଶ୍ୱର
Read More...