Monthly Archives

May 2021

କରୋନାର ଆୟୁର୍ବେଦିକ ଟୀକା ଶୀଘ୍ର ଆସିପାରେ : ଆଇଆଇଟି ଆଲୁମିନି ୩୦୦ କୋଟି ପାଣ୍ଠି ଯୋଗାଡ଼ କଲେ

ମୁମ୍ବାଇ : କାଉନସିଲ୍ ଅଫ୍ ଆଲୁମିନି ଅଫ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦ୍ୱାରା ସ୍ଥାପିତ ମେଗାଲାବ ଆୟୁର୍ବେଦ କୋଭିଡ-୧୯ ଟୀକା ବିକଶିତ କରିବା ପାଇଁ ୩୦୦ କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠି ସଂଗ୍ରହ କରିଛି । କୁହାଯାଇଛି ଯେ, ଏହି ଟୀକା ଦୁଇଟି ମାତ୍ରାରେ ଦିଆଯିବ
Read More...

ପୁଣି ଦିନକରେ ରାଜ୍ୟରେ ୧୨ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧାରେ ୨୨୦୧ ଓ ବଲାଙ୍ଗିରରେ ୪୬୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୪,୦୧୬ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୪୫୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୬ଟି କେନ୍ଦ୍ରରେ ଆସନ୍ତା ୧୫ ତାରିଖ ଦିନ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ କେବଳ…

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀ, ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୪୨ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ, ସେହି
Read More...

ଜାରି ରହିଛି ଲକ୍‌ଡାଉନ୍‌ ଏବଂ ରାତ୍ରୀକାଳୀନ କର୍ଫ୍ୟୁ : ବଲାଙ୍ଗିର ସହରରେ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ୧୪ ଦିନିଆ ଲକ୍‌ଡ଼ାଉନ୍‌ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ବଲାଙ୍ଗିର ସହରରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି । ଆଦର୍ଶ ଟାଉନ୍‌ ଥାନା ଆଇଆଇସି କେ. ପ୍ରିୟଙ୍କା
Read More...

କରୋନା ମୁକାବିଲା ପାଇଁ ବଲାଙ୍ଗିରକୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ କରୋନା ମହାମାରୀର ଭୟଙ୍କର ସ୍ଥିତି ରହିଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୋଭିଡ୍ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା
Read More...

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଗୁଗୁଲ ମିଟ ମାଧ୍ୟମରେ ଜିଲା ସଭାପତି ରତ୍ନାକର ବେହେରାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆ 'ଓଡିଶା ଭାସ୍କର'ର ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ
Read More...

ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦିପ କୁମାର ସାହୁଙ୍କ ପରଲୋକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ପୁଟି ଗାଁର ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ (୪୬)ଙ୍କ ଦେହାନ୍ତ ହୋଇଯାଇଛି । ସେ କରୋନା ସଂକ୍ରମିତ ହୋଇ ୮ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଥିଲେ, ସ୍ୱାସ୍ଥ୍ୟ
Read More...

ସଇଁନ୍ତଲା ବ୍ଳକରେ ବଢୁଛି କରୋନା ସଂକ୍ରମଣ : ସ୍ଥିତି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ କିଛି ଦିନ ହେବ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଥିବା ବେଳେ ଗତକାଲି ବ୍ଳକରେ ସର୍ବାଧିକ ୮୦ଜଣ କରୋନା ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ଲୋକେ ଭୟ କରିବା
Read More...

ଦେଓଗାଁ ବ୍ଲକନେ ଆଜି ଫେର ୧୧ଝନ୍ ହେଲେ କରୋନା ଚିହ୍ନଟ : ଗଲା ୫ଦିନେ ୨ଶହ ପାର୍ ହେଲା ନ

ଅସମ୍ଭାଳ ହେଇ ବସଲାନ ସଂକ୍ରମଣ : ରୋକ୍ ଲଗେଇ ପାରବା ତ ପ୍ରଶାସନଦେଓଗାଁ, (ମନୀଷ କୁମାର ସାହୁ) : ଦିନା କେତେ ହେଲା ଦେଓଗାଁ ବ୍ଲକ ଅଞ୍ଚଳନେ କରୋନାର ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖବାର କେ ମିଲୁଛେ । ଗଲା ରବିବାର ଦିନେ ବ୍ଲକନେ ୭୩ଜଣ, ସୋମବାର ଦିନେ ୩୧ ଜଣ, ମଙ୍ଗଳବାର ଦିନେ
Read More...

ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ, ଇଭିନିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା : ବରିଷ୍ଠ ପୋଲିସ ଅଧିକାରୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ, ଇଭିନିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା କରାଯାଇଛି । କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । କିଛି
Read More...