Monthly Archives

May 2021

ଉଦ୍‌ଘୋଷିକା ସାରସ୍ୱତ ମହିଳା ମିନାକ୍ଷୀ ଧର ଆଉ ନାହାନ୍ତି

ରାଉରକେଲା, (କେପିଏନ୍‌ଏସ୍‌) : ଚମତ୍‌କାର ଉଦ୍‌ଘୋଷିକା, ସାରସ୍ୱତ ମହିଳା ମିନାକ୍ଷୀ ଧର ଆଉ ନାହାନ୍ତି । ଆଜି ମଧ୍ୟାହ୍ନରେ ସେ ଆରପାରିକୁ ଚାଲିଯାଇଥିବା ଜଣାପଡ଼ିଛି । ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୀର୍ଘ ଏକ ସପ୍ତାହ ଧରି ସେ ଚିକିତ୍ସିତ ହେଉଥିଲେ । ତାଙ୍କୁ ହରାଇ ଇସ୍ପାତ ନଗରୀ
Read More...

ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ
Read More...

ଘର ନାଇଁ କି ଭତ୍ତା ନାଇଁ : ଚାହିିଁ ବସିଛନ୍ତି ଆଶାୟୀ ବୃଦ୍ଧ ବୃଦ୍ଧା, ପ୍ରଶାସନର ନିଘା ନାହିଁ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ଅନେକ କ୍ଷେତ୍ରରେ ଯୋଜନା ପ୍ରକୃତ ଯୋଗ୍ୟ
Read More...

ନାରୀ ଶକ୍ତି ସଂଗଠନ ତରଫରୁ ଅସହାୟ ପରିବାରକୁ ଚିହ୍ନଟ କରି ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମଗ୍ର ଦେଶ କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଗତକାଲି ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅସହାୟ ପରିବାରକୁ, ଯେଉଁମାନେ କି ଏହି ପରିସ୍ଥିତିରେ ଅତି କଷ୍ଟରେ ଚଳୁଛନ୍ତି । ଯେଉଁମାନଙ୍କ ଖାଇବା ପିଇବାର କିଛି ସାଧନ ନାହିଁ ଭୋକ ଉପାସରେ
Read More...

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବାବା କ୍ଲଥ ଷ୍ଟୋରକୁ ସିଲ କଲା ପ୍ରଶାସନ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ ସମୟରେ ସରକାର ଜାରି କରିଥିବା କୋଭିଡ ନିୟମର ଉଲଂଘନ ଅଭିଯୋଗରେ ଆଜି ମ.ରାମପୁର ମେନ୍‌ ରୋଡରେ ଥିବା ବାବା କ୍ଲଥ ଷ୍ଟୋରକୁ ପ୍ରଶାସନ ତରଫରୁ ସିଲ କରାଯାଇଥିବା ଜଣାଯାଇଛି । ଉକ୍ତ ଦୋକାନ ମାଲିକ ଜଣକ, କପଡା ଦୋକାନ ଖୋଲିବାର ନିୟମ ନ ଥିବା ବେଳେ
Read More...

କୋଭିଡ୍ ଲଢ଼େଇରେ ଦାୟିତ୍ୱ ନିର୍ବାହ କରୁଛି ଓଟିଡିସି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ଲହର ଏବେ ସମଗ୍ର ରାଜ୍ୟରେ ଅନୁଭୂତ ହୋଇଥିବା ବେଳେ ଏହାର ମୁକାବିଲା ଓ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟରେ
Read More...

ଛାତ୍ର କଂଗ୍ରେସ ତରଫରୁ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ସେବା ସପ୍ତାହ ଶିବରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିର ଅବସରରେ ଆଜି ସ୍ଥାନୀୟ ବ୍ଲଡ ବ୍ୟାଙ୍କ
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ଜନ୍ମେଜୟ ସେଠଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକଦା ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇଥିବା ପଦ୍ମପୁର ନିକଟସ୍ଥ ଲୁହାରପାଲି ଗ୍ରାମର ଜନ୍ମେଜୟ ସେଠଙ୍କ ୮୭ ବର୍ଷ ବୟସରେ ଗତକାଲି ସଂଧ୍ୟାରେ ଦେହାନ୍ତ ହୋଇ ଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଶ୍ରୀ
Read More...

ପାରିବାରିକ ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ ଭାଇ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶୁଣ୍ଡିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ପାରିବାରିକ ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟି ଯାଇଛି । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ବାତ୍ୟା ମୁକାବିଲା ପରିପ୍ରେକ୍ଷୀରେ ସ୍ବତନ୍ତ୍ର ରିଲିଫ କମିଶନର ବିଭିନ୍ନ ବିଭାଗର ସଚିବ, ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ବିଭାଗକୁ ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ
Read More...