କୋରନା ମହାମାରୀରୁ ତ୍ରାହି ନିମନ୍ତେ ଗଞ୍ଜାମ ଜିଲ୍ଲାର ପଲ୍ଲୀବହୁଳ ସମାଜରେ ଚାଲିଛି ଭକ୍ତିବାଦର ସୂତ୍ର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଉଠି ନା କୋଉଠି ଚାଲିଛି ଭକ୍ତିବାଦର ବହୁଳ ପ୍ରଚଳନ । ଦେଶରେ ଶାନ୍ତିର ବାର୍ତ୍ତା ବହନ ଓ କୋରନା ମହାମାରୀରୁ ମାନବ ସମାଜ ମୁକୁଳିବା ଉଦ୍ଦେଶ୍ୟରେ ଚାଲିଛି ମନ୍ଦିର ପ୍ରକୋଷ୍ଠରେ ହୋମ, ଷୋଡଶ ପୂଜାର୍ଚ୍ଚନା ଏବଂ ଭକ୍ତିବାଦର ସୂତ୍ର!-->…
Read More...
Read More...