Daily Archives

କବି ଚତୁର୍ଭୁଜ ସାଆନ୍ତଙ୍କ ଦେହାନ୍ତରେ ‘କୋଶଳ ପ୍ରବାହ’ ପକ୍ଷରୁ ଶ୍ରଦ୍ଧାଂଜଳି : ପ୍ରତିବର୍ଷ ‘ଚତୁର୍ଭୁଜ ସାଆନ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ଚତୁର୍ଭୁଜ ସାଆନ୍ତଙ୍କ ଦେହାନ୍ତରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । କୋଭିଡ୍‌ କଟକଣା ଯୋଗୁଁ ଭର୍ଚୁଆଲ୍‌ ଭାବେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ପ୍ରଶାସନିକ ଅଧିକାରୀ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୧୬୬୩ ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୫୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ରାୟଗଡ଼ାର ଜେକେପୁର କୋଭିଡ଼ କେୟାର ହସ୍ପିଟାଲ : କରୋନାରେ ଆଖି ବୁଜିଲେ ନବବଧୂ

ଚିକିତ୍ସାରେ ଅବହେଳା ଅଭିଯୋଗ, ଜାତୀୟ ରାଜପଥ ଅବରୋଧଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାଯାଇଛି । ଆଉ ଏହି ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।
Read More...

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କୋଭିଡ୍‌ ଯୁଦ୍ଧରେ ସହୀଦ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କୋଭିଡ୍‌ ସଂକ୍ରମଣରେ ସହୀଦ୍ ସାମ୍ବାଦିକଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା
Read More...

ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡ଼ି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କବିତା ଆସର୍ ଆୟୋଜିତ ହୋଇଯାଇଛି । ପ୍ରଧ୍ୟାପକ ଲଷ୍ମୀନାରାୟଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି
Read More...

ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା : ଚାଲିଗଲେ ସାଆନ୍ତ କବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା । ଗତ ରାତି ପ୍ରାୟ ୧୧ଟା ସମୟରେ ବଲାଙ୍ଗିର କିମ୍‌ସ୍‌ କୋଭିଡ୍‌ କେୟାର୍‌ ସେଂଟର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ ସୋମବାର ଦିନ କୋଭିଡ଼ ଆକ୍ରାନ୍ତ
Read More...