Daily Archives

ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ : ୩୪୬୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ ହୋଇଛି । ସେହିପରି ଏହି ମହାମାରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୦ ଜଣଙ୍କର ମୃତ୍ୟୁ ହୋଇଛି । ଦିନକ ଭିତରେ ଦେଶରେ ୨,୭୬,୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି
Read More...

କରୋନା ଔଷଧ ଟୁ-ଡିଜି ରାଜ୍ୟରେ ମାଗଣାରେ ମିଳିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଡିଆରଡିଓ ଓ ଡ.ରେଡ୍ଡି ଲ୍ୟାବ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ଟୁ-ଡିଜି ଔଷଧକୁ ରାଜ୍ୟ ସରକାର ମାଗଣାରେ ଯୋଗାଇଦେବେ । ଏହି ଔଷଧର ୫ ହଜାର ପ୍ୟାକେଟ୍ ପାଇଁ ଓଡିଶା ସରକାର ଅର୍ଡର ଦେଇଛନ୍ତି । ସମସ୍ତ ସରକାରୀ ହସ୍ପିଟାଲକୁ ଏହି କରୋନା ଔଷଧ
Read More...

ଝାରସୁଗୁଡା ହସ୍ପିଟାଲ୍ ଥି ବି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଦେବା ‘ଅମୃତ୍ ଆହାର୍’

ଝାରସୁଗୁଡା, (କେପିଏନ୍‌ଏସ୍‌) : ମହାମାରୀ ସମୀଆ ଥି ହସ୍ପିଟାଲ୍‌ନେ ଦୁଖ୍ ନେଇ ପଡୁ କାହାର୍ ସେଥିର୍‌ ଲାଗି ଝାରସୁଗୁଡା ହସ୍ପିଟାଲ୍ ଥି ବି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଦେବା 'ଅମୃତ୍ ଆହାର୍' । ସଟଡାଉନ୍ ତହିଁକେ ରଏବାର୍ । ଝାରସୁଗୁଡ଼ା ହସ୍ପିଟାଲ୍ ପାଖେ ଆଖେ ରଏବାର୍ ଦିନେ ସବୁ
Read More...

୨୪ ଘଣ୍ଟାରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ : ୨୪ ଘଣ୍ଟାରେ କେରଳକୁ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁ ଅତି ନିକଟରେ ପହଁଞ୍ଚି ଯାଇଛି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା କୁହାଯାଇଛି । ଆଗାମୀ ୨୪ ଘଣ୍ଟାରେ ଏହା
Read More...

ବାତ୍ୟାଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜି ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପ, କେନ୍ଦ୍ରାପଡ଼ାର ଆଳି ଓ ରାଜନଗର ଅଞ୍ଚଳ, ଭଦ୍ରକର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳ ବୁଲି ଦେଖିବେ । ଧାମରା ଅଞ୍ଚଳର ସଁପାଟିଆ, ବଳଭଦ୍ର ପ୍ରସାଦ ଓ ଝାଡ଼କାଟି ଗାଁକୁ ବି
Read More...

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁପ୍ତରେ ବିବାହ କଲେ କ୍ୟାରି ସାଇମଣ୍ଡଙ୍କୁ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ମଙେ୍‌ଙ୍ଗତର କ୍ୟାରି ସାଇମଣ୍ଡଙ୍କୁ ଗୁପ୍ତରେ ବିବାହ କରିଛନ୍ତି । ଖବର ଅନୁଯାୟୀ, ୱେଷ୍ଟ ମିନ୍‌ଷ୍ଟର ଚର୍ଚ୍ଚରେ ଏହି ଦମ୍ପତି ଶନିବାର ବିବାହ କରିଥିଲେ । ଏହି ଅବସରରେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ ।
Read More...

ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ

ଟାଙ୍ଗି : ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଖଇରାପଲି ଗ୍ରାମର ସହଦେଵ ଶବରଙ୍କ ପୁଅ ପ୍ରଦୀପ ଶବର (୧୫) ମାଉସୀ ଘରେ ରହୁଥିଲେ । ତେବେ ଗତକାଲି ଅପରାହ୍ନ ସମୟରେ ଗାଁର ଦୁଇ ଜଣ
Read More...

ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା : ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚେରପଡ଼ା ଗ୍ରାମରେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚେରପଡ଼ା ଗ୍ରାମର ମଦନମୋହନ
Read More...

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୫ ଜଣ, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି ଓ ସୁନ୍ଦରଗଡ
Read More...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇରେ ଖେଳାଯିବ

ନୂଆଦିଲ୍ଲୀ : କରୋନା ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇ(ୟୁଏଇ)ରେ ଖେଳାଯିବ। ଆସନ୍ତା ସେପ୍ଟେମ୍ଵର-ଅକ୍ଟୋବରରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ୩୧ଟି ମ୍ୟାଚ୍ ଦୁବାଇରେ ଆୟୋଜନ କରାଯିବ। ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ୍ ମିଟିଙ୍ଗରେ ଏହି ନିଷ୍ପତ୍ତି
Read More...