Daily Archives

ଦେଖେନ୍ ସୁନ୍ଦରୀ ଫଲ୍‌ସା ଫୁଲ୍‌ : ସୁଲେକେଲା ବସୁଧା ଜଳ ପ୍ରକଳ୍ପ ଅଚଳ, ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କୋଟି କୋଟି ଟଙ୍କା ବିନିମୟ କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବସୁଧା ପ୍ରକଳ୍ପ ଯୋଜନା କରିଛନ୍ତି, କିନ୍ତୁ ସରକାରଙ୍କ ସେହି ଯୋଜନାଟି ଫେଲ୍ ମାରିଛି । ଏହି ବସୁଧା ପ୍ରକଳ୍ପ ଯୋଜନାରେ ବହୁ ସ୍ଥାନରେ ପ୍ରକଳ୍ପଟି ଅଚଳ
Read More...

ବିଶିଷ୍ଟ କବି, ସମାଲୋଚକ ପ୍ରଫେସର ଶୁଭେନ୍ଦୁ ମୁଣ୍ଡ ଚାଲିଗଲେ

ଭୁବନେଶ୍ୱର : ବିଶିଷ୍ଟ କବି, ସମାଲୋଚକ, ସାହିତ୍ୟିକ ପ୍ରଫେସର ଶୁଭେନ୍ଦୁ ମୁଣ୍ଡଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ୭୦ ବର୍ଷ ବୟସ୍କ ପ୍ରଫେସର ମୁଣ୍ଡ ସାରା ଓଡ଼ିଶାରେ ଜଣେ ସାରସ୍ୱତ ପୁରୁଷ ଭାବରେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ପରଲୋକ ଓଡ଼ିଆ ସାହିତ୍ୟ ଜଗତ ପାଇଁ ବିଶେଷ କ୍ଷତି ଆଣି ଦେଇଛି
Read More...

ବୈଦ୍ୟରାଜ ଧର୍ମୁ ସାହୁଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଚେରଙ୍ଗାଝାଞୀ ଗ୍ରାମର ସୁନାମଧନ୍ୟ ବୈଦ୍ୟ ରାଜ ଧର୍ମୁ ସାହୁ(୯୧)ଙ୍କ ଦେହାନ୍ତ ହୋଇଯାଇଛି । ବିଶିଷ୍ଟ ବୈଦ୍ୟରାଜ ନରସିଂହ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି । ସ୍ଵର୍ଗତ ସାହୁ ଶ୍ଵାସ ଜନୀତ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କେବେ ଡ଼ାକ୍ତରୀ
Read More...

ସିଆର୍‌ପିଏଫ୍‌ ପକ୍ଷରୁ ହରିଶଙ୍କରରେ ସଫେଇ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବେଶ୍‌ ଆକର୍ଷଣୀୟ ଶୈବପୀଠ ହେଉଛି ଐତିହ୍ୟସଂପନ୍ନ ହରିଶଙ୍କର । ହରି ଓ ଶଙ୍କରଙ୍କ ମିଳନ ସ୍ଥଳୀ ଭାବେ ହରିଶଙ୍କର ତୀର୍ଥକ୍ଷେତ୍ର ସାରା ଭାରତରେ ସୁନାମ ଅର୍ଜନ କରିଛି । ବର୍ଷର ସବୁ ସମୟରେ ଏହି ତୀର୍ଥକ୍ଷେତ୍ରରେ ଭକ୍ତମାନଙ୍କ ଗହଳି ଲାଗି
Read More...

ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ଼ ସଚେତନତା ରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଠାରେ ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ଼ ସଚେତନତା ରଥ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କୋଭିଡ଼ ସଚେତନତା ରଥକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ହିମାଦ୍ରୀ ପୁଟା ଶୁଭାରମ୍ଭ କରିଥିଲେ । ଏହି ରଥ ପଞ୍ଚାୟତ ଅଧିନସ୍ଥ
Read More...

କରୋନା କଟକଣାକୁ ଫୁ : ଲୋକଙ୍କ ପ୍ରବଳ ଭିଡରେ ଚାଲିଛି ଖୋଲମ୍‌ଖୁଲା ଦୋକାନ ବଜାର

ବୌଦ୍ଧ, (ମମତା ମହାକୁର) : ଗତ ୫ ତାରିଖରୁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଜିଲ୍ଲାରେ ବଳବତ୍ତର ରହିଛି କିନ୍ତୁ ଲାଗୁଛି ଯେମିତି ସାହାଜପାଲ୍ ବଜାର ଏ ସବୁର ଉଦ୍ଧ୍ୱର୍ରେ । ସକାଳ ୬ ଘଣ୍ଟା ସମୟରୁ ୧୧ ଘଣ୍ଟା ସମୟ ମଧ୍ୟରେ
Read More...

ଅବସରପ୍ରାପ୍ତ ସୈନିକ ନାରାୟଣ ନାୟକଙ୍କ ପତ୍ନୀ ବିୟୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ଗ୍ରାମ ପଞ୍ଚାୟତ ଅଧୀନ ପର୍ଶୁପାଲି ନିବାସୀ ଅବସରପ୍ରାପ୍ତ ସୈନିକ ନାରାୟଣ ନାୟକଙ୍କ ଧର୍ମପତ୍ନୀ ପଙ୍କଜିନୀ ନାୟକଙ୍କ ଆଜି ବଲାଙ୍ଗିର କିମ୍‌ସ୍‌ କୋଭିଡ଼ କେୟାର ସେଂଟର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା
Read More...

ଅଷ୍ଟମ ଦିନରେ ସେବା ଶିବିର : ରକ୍ତଦାନ କଲେ ଛାତ୍ର କଂଗ୍ରେସର ସଦସ୍ୟ ବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆରମ୍ଭ ହୋଇଥିବା ସେବା ଶିବିର ଅବସରରେ ରକ୍ତଦାନ କାର୍ଯ୍ୟକ୍ରମର ଆଜି ହେଉଛି ଅଷ୍ଟମ ଦିନ । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ଉପସ୍ଥିତିରେ ଛାତ୍ର ନେତା ନିରଞ୍ଜନ
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ ଘରକୁ ଘର ବୁଲି କରୋନା ସଚେତନ କରିବା ସହ ଅକ୍ସିମିଟର ଦ୍ୱାରା ଅକ୍ସିଜେନ୍ ତଥା ତାପମାତ୍ରା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ମାନବ ସମାଜକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ ରାଜ୍ୟ
Read More...

ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ମକର୍ଦ୍ଧଜ ଏବଂ ମନୋରଞ୍ଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବର୍ତ୍ତମାନ ଗରିବ ଲୋକମାନଙ୍କ ପାଇଁ ନାନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ପ୍ରକୃତ ହିତାଧୀକାରୀ ମାନଙ୍କର ପାଖକୁ ପହଞ୍ଚି ପାରୁନାହିଁ । ଅଭିଯୋଗ ଅନୁସାରେ ପଦ୍ମପୁର ବ୍ଲକ ଡ଼ଙ୍ଗାଘାଟ ପଂଚାୟତ ପୁଢେରଖାର ଗ୍ରାମର ମକର୍ଦ୍ଧଜ ଅଦାବର ଓ
Read More...