Daily Archives

କରୋନାରେ ବୈଷ୍ଣବ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହି ଗ୍ରାମ ବୈଷ୍ଣବ ମେହେରଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହେଉଥିଲା । ଶ୍ରୀ ମେହେର କରୋନାରେ ଆକ୍ରାନ୍ତ ହୋଇ ଭିମସାର ବୁର୍ଲାଠାରେ ଚିକିତ୍ସିତ
Read More...

ଜୁନିୟର ରେଡକ୍ରସର ଜୀବେ ଦୟା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଯୋଗୁଁ ସାରା ରାଜ୍ୟରେ ତାଲାବନ୍ଦ ହୋଇଛି । ଲୋକମାନେ କାମଧନ୍ଦା କରିବାକୁ ଘରୁ ବାହାରି ନପାରିବାରୁ ଭୋକ ଉପାସରେ ଦିନ କାଟୁଛନ୍ତି । ସେହିପରି ଅବସ୍ଥା ଜୀବଜନ୍ତୁଙ୍କର ମଧ୍ୟ ଦେଖିବାକୁ ମିଳୁଛି । ପଶ୍ଚିମ ଓଡ଼ିଶାର
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୬୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୬,୪୪୦ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯୬୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ବାଲେଶ୍ଵର ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ରିଲିଫ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମୁଦ୍ରିକବାତ୍ୟା 'ୟାସ'ର ବ୍ୟାପକ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପରିମାଣର ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ବାତ୍ୟାପ୍ରପୀଡ଼ିତ ଲୋକଙ୍କ ନିମନ୍ତେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ରାଶନ ଅବା ଶୁଖିଲା
Read More...

ପଶ୍ଚିମବଙ୍ଗରେ ୟାସ୍ ଯୋଗୁଁ ପ୍ରବଳ କ୍ଷତି : ୩ ଲକ୍ଷ ଘର କ୍ଷତିଗ୍ରସ୍ତ, ୧ କୋଟି ଲୋକ ପ୍ରଭାବିତ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, 'ୟାସ' ଘୂର୍ଣ୍ଣିବାତ୍ୟା ଯୋଗୁଁ ରାଜ୍ୟରେ ଅତି କମରେ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ରାଜ୍ୟରେ ତିନି ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଛି । ସେ କହିଛନ୍ତି ଯେ, ମାଛ ଧରିବାକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍
Read More...