Daily Archives

ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ବାତିଲ୍‌ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍‌ ଆଜିଠାରୁ ଚଳାଚଳ କରିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା 'ୟାସ୍‌'କୁ ଦୃଷ୍ଟିରେ ରଖି ବାତିଲ୍‌ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍‌ ଆଜିଠାରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉନ୍ନତି ଆସିବା ହେତୁ ଟ୍ରେନ୍ ଚଳାଚଳର ନିରାପତ୍ତା ସମୀକ୍ଷା
Read More...

ଓଡ଼ିଶାରେ ୨୭ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଉଦବେଗ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଘାତକ ସାଜିଥିବା ବେଳେ ଆଜି ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ୟ୍ୟରତ ୨୭ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ପ୍ରଥମ ଲହରରେ ଯେତିକି ସଂଖ୍ୟକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା ଦ୍ୱିତୀୟ ଲହରରେ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ୫ ଜଣ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ
Read More...

ନିଷ୍କ୍ରିୟ ହେଲା “ୟାସ”ର ପ୍ରଭାବ : ପାରାଦୀପରେ ଜିରୋ କାଜୁଆଲ୍‌ଟି ଅଭିଯାନ ସଫଳ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମେ ୨୬ ତାରିଖ ବୁଧବାର ଦିନ ବାତ୍ୟା “ୟାସ” ପାରାଦୀପ ନିକଟ ଦେଇ ବାଲେଶ୍ୱର ଓ ଦୀଘାରେ ଲ୍ୟାଣ୍ଡଫଲ କରିବାର ଆକଳନ କରିଥିଲା ଏବଂ ଏହି ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୮୫ ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷାର ସୂଚନା
Read More...

ରାଜଧାନୀରେ ବ୍ଲାକ୍‌ ଫଙ୍ଗସ୍ ରୋଗ : ୬୨୦ ରୋଗୀ ଚିକିତ୍ସିତ ହେଉଛନ୍ତି, ଔଷଧ ଅଭାବର ସମ୍ମୁଖୀନ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ସହିତ ସମଗ୍ର ଦେଶରେ କ୍ରମାଗତ ଭାବରେ ବ୍ଲାକ୍‌ ଫଙ୍ଗସ୍ ରୋଗ ମଧ୍ୟ ବଢ଼ି ଚାଲିଛି । ଏଭଳି ପରିସ୍ଥିତି ଦେଶର ରାଜଧାନୀରେ ରହିଛି । ଏହା ଜଣାପଡ଼ିଛି ଯେ, ବ୍ଲାକ୍‌ ଫଙ୍ଗସରେ ପୀଡିତ ୬୨୦ ରୋଗୀଙ୍କୁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୪୨ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗର କାୟା ବିସ୍ତାର ଜାରି ରହିଛି । ୟୁପି, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅଧିକାଂଶ ରାଜ୍ୟରେ ପ୍ରତିବନ୍ଧକ ମଧ୍ୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୧ ଲକ୍ଷରୁ ଅଧିକ ନୂତନ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ
Read More...

ଓଡ଼ିଶା ଉପକୂଳରେ ଅତି ଭୀଷଣ ବାତ୍ୟା ‘ୟାସ’ ସ୍ଥଳଭାଗରେ ମାଡ଼ ହେବା ସମୟରେ ଭାରତୀୟ ତଟରକ୍ଷୀ ବାହିନୀର ସତର୍କତାମୂଳକ…

ଭୁବନେଶ୍ୱର, (ପିଆଇବି) : ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ୟାସ’ ମେ ୨୬, ୨୦୨୧ରେ ଓଡ଼ିଶା ଉପକୂଳ ବାଲେଶ୍ବର ଠାରୁ ଦକ୍ଷିଣରେ ୨୦ କିମି ଦୂରରେ ସ୍ଥଳ ଭାଗରେ ମାଡ଼ ହୋଇଥିଲା । ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ପୂର୍ବ ସାମୁଦ୍ରିକ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଅଞ୍ଚଳରେ
Read More...

ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ବିତୀୟ ଲହରରେ କବଳିତ ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫରୁ ଆଜି ତା ୨୬/୦୫/୨୦୨୧ରିଖ ସକାଳ ୯ଟାରେ ନିଷ୍ଠା ପରିବାରର ଉପଦେଷ୍ଠା
Read More...

ବାତ୍ୟା ୟାସ : ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ସର୍ବନିମ୍ନ ପ୍ରଭାବ

ବାତ୍ୟା ସତର୍କ ସୂଚନା ପାଇଁ ଟେଲିଯୋଗାଯୋଗ ନେଟଓ୍ବର୍କର ବ୍ୟାପକ ଉପଯୋଗପଶ୍ଚିମବଙ୍ଗ, (ପିଆଇବି) : ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ରାଜ୍ୟ ବିପର୍ୟ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏସଡିଏମଏ)ଙ୍କ ପକ୍ଷରୁ ବାତ୍ୟା ସତର୍କତା ବାର୍ତ୍ତା ପଠାଇବା ଲାଗି ୨୪ ଓ ୨୫ ମେ ୨୦୨୧ରେ ଟେଲି ଯୋଗାଯୋଗ ବିଭାଗର କମନ
Read More...

ଅସହାୟ ଓ ନିରାଶ୍ରୟଙ୍କୁ ସ୍ୱାଧିନ ସେବା ସଂସ୍ଥାନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପଲଥିନ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମହାମାରୀ କରୋନାର ଦ୍ୱିତୀୟ ଲହରୀ ସାଙ୍ଗକୁ ସାମୁଦ୍ରିକ ଝଡବାତ୍ୟା ୟାସ ଭୟରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି । ଅସାହୟ, ନିରାଶ୍ରୟ ଲୋକମାନେ ଆଉଟପାଉଟ ହେଉଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢାଇଛି ସ୍ୱାଧିନ
Read More...