Daily Archives

ଆଉ ଶୁଭିବନି ଚରଣ ରାମଦାସଙ୍କ ଭାବ ପ୍ରବଣ ପ୍ରବଚନ : ଚାଲିଗଲେ କରୋନାରେ

ପୂରୀ, (କେପିଏନ୍‌ଏସ୍‌) : ଆଉ ଶୁଭିବନି ଜନପ୍ରିୟ ପ୍ରବଚକ ଚରଣ ରାମଦାସ (୬୧)ଙ୍କ ଭାବପ୍ରବଣ ପ୍ରବଚନ । ସୂଚନା ଅନୁସାରେ କୋଭିଡ଼ ଆକ୍ରାନ୍ତ ହୋଇ ପୂରୀ ଆଇବିଏଚ୍‌ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଜନପ୍ରିୟ ପ୍ରବଚକ ଚରଣ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦,୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୦,୫୫୪ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଭେଣ୍ଡିଙ୍ଗ ଜୋନ୍ ଅଗ୍ନିକାଣ୍ଡ ଘଟଣାର ବିପନ୍ନ ମାନଙ୍କୁ ଭୁବନେଶ୍ୱର ସାଂସଦଙ୍କ ସହାୟତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ରାଜଧାନୀ ସ୍ଥିତ ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡ ଜନିତ ନିଜର ଜୀବିକା ହରାଇଥିବା ବ୍ୟକ୍ତିବର୍ଗଙ୍କୁ ଭେଟି ଆଶ୍ୱାସନା ଦେଇ ସମସ୍ୟା ସମ୍ପର୍କରେ ବୁଝିଥିଲେ ।
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ନେତା ପ୍ରଦୀପ ପୁରୋହିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଗତକାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟସଂପାଦକ କୋକିଲ ସାହୁ ସିଜି ୱାଚର ସଂଘର ନେତା
Read More...