Daily Archives

ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହେଲେ

କଳାହାଣ୍ଡି, (ଭରତ ବିଶି) : ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ସିମେଲିଭଟା ଗ୍ରାମରେ ଗତ ୧୮ ତାରିଖ ରାତିରେ ବାହାରେ ଶୋଇଥିବା ବେଳେ ନୀଳମଣି ଦଣ୍ଡସେନାଙ୍କୁ ତଣ୍ଟି କାଟି
Read More...

ରୋଗାକ୍ରାନ୍ତଙ୍କ ଉଚିତ୍ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଦାବୀ ସହ ସହାୟତାର ହାତ ବଢ଼େଇଲା ମହିଳା ଶକ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁଁ ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ଗାଁର ବିଧବା ମହିଳା ମିଥୁଳା ମିର୍ଧାଙ୍କ ଝିଅ କୁମାରୀ ଗୀତ ମିର୍ଧାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ବଲାଙ୍ଗିର ମହିଳା ଶକ୍ତିର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିଶ୍ର, ପାଟଣାଗଡ ବ୍ଳକ ଅଧ୍ୟକ୍ଷ ବନମାଳି
Read More...

ଜାତୀୟ ରାଜପଥ ଉପରେ ସ୍ପିଡ୍‌ ବ୍ରେକର : ପୂର୍ବ ସୂଚନା ଦିଆଯାଇ ନ ଥିବାରୁ ଦୁର୍ଘଟଣା ଆଶଙ୍କା ବଢୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ନିକଟରେ କିଛି ଦିନ ହେଲା ଦୃତ ଗତିରେ ଯିବା ଆସିବା କରୁଥିବା ଯାନର ଗତିକୁ କମ୍‌ କରିବା ପାଇଁ ରାସ୍ତା ଉପରେ ସ୍ପିଡ୍‌ ବ୍ରେକର ବା ହମ୍ସ ଦିଆଯାଇଛି । ଯଦିଓ ବସ୍‌ଷ୍ଟେସନ ଓ ଜନଗହଳି ସ୍ଥାନରେ ଦିଆଯିବା ଉଚିତ
Read More...

ଅଭାବନୀୟ ଘଟଣା : ମାଲକାନଗିରି ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ

ମାଲକାନଗିରି : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ମାଲକାନଗିରି ଜିଲ୍ଲା ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ ହୋଇଥିବା ବେଳେ ୭ ନିଖୋଜ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ନଦୀ ପାର ହେଲା ବେଳେ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ନିକଟରେ ଡଙ୍ଗାଟି ଭାରସାମ୍ୟ
Read More...

ମାଡ଼ି ଆସୁଛି ୟାସ୍‌ : ଧାମରା ପାଖରେ କରିବ ଅତିକ୍ରମ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାଡ଼ି ଆସୁଛି ବାତ୍ୟା ୟାସ୍‌ । ଧାମରା ପାଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି । ୨୬ ତାରିଖ ଦ୍ୱିପ୍ରହରରେ ୟାସ୍‌ ସ୍ଥଳଭାଗ ଅତିକ୍ରମ କରିବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଧାମରାର ଉତ୍ତରକୁ ଓ ବାଲେଶ୍ୱରର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା

ଭୁବନେଶ୍ୱର, (କେପିଏନଏସ) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ
Read More...

ହିତାଧିକାରୀଙ୍କ ଠାରୁ ନେଇଥିବା ଅଧା ପ୍ରୋତ୍ସାହନ ରାଶି ଫେରାଇଲେ ଦଲାଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ବିଜୁପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଘର ଦେଉଛନ୍ତି । ଏହି ଆବାସ ଘରକୁ ୪/୫ମାସ ଭିତରେ ଘର ସମ୍ପୂର୍ଣ୍ଣ ନିର୍ମାଣ କଲେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଲୁଛି । ହେଲେ ଏହି ପ୍ରୋତ୍ସାହନ ରାଶି
Read More...

ମା’ଙ୍କ ଦେହାନ୍ତ ଖବର ପାଇବା ପରେ ବି ଡ୍ରାଇଭର ଆମ୍ବୁଲାନ୍ସ ଚଳାଇଲେ : ୧୫ ଜଣ କୋଭିଡ ରୋଗୀଙ୍କୁ ଡାକ୍ତରଖାନା ପହଂଚାଇବା…

ମଥୁରା : କରୋନା ବିରୋଧରେ ଏହି ଲଢେ଼ଇରେ ଫ୍ରଣ୍ଟ ଲାଇନ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏଥିରେ କିଛି ଆମ୍ବୁଲାନ୍ସ ଡ୍ରାଇଭର ଅଛନ୍ତି, ଯେଉଁମାନେ ପ୍ରତିଦିନ ଶହ ଶହ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନା ପହଂଚାଉଛନ୍ତି । ମେନପୁରୀର ପ୍ରଭାତ ଯାଦବଙ୍କ ସମର୍ପିତ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିବରେସନ୍‌ର ପ୍ରଶଂସନୀୟ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କରେନା ମହାମାରୀ ପାଇଁ ଲକ୍‌ଡାନ୍‌ ସଟ୍‌ଡାଉନ ଜାରି ରହିଥିବା ବେଳେ ଅସହାୟଙ୍କ ପାଇଁ ସହାୟତାର ସାଥୀ ପାଲଟିଛି ବଲାଙ୍ଗିରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିବରେସନ୍‌ । ପୁଇଁନ୍ତଲା ବ୍ଲକ ବୁବେଲ ଗ୍ରାମ ପଞ୍ଚାୟତର ରାଘବପାଲି ଗ୍ରାମର ପାଖାପାଖି ୭୦ ବର୍ଷର
Read More...

ଆଶ୍ୱସ୍ତ ଆକଳନ : ୨୪ ଘଣ୍ଟାରେ ୨ ଲକ୍ଷରୁ କମ୍ ମାମଲା, ସଂକ୍ରମଣ ହାର କମିବା ସହ ସୁସ୍ଥତା ହାର ମଧ୍ୟ ଉନ୍ନତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସକାଳେ କରୋନା ସଂକ୍ରମଣ ବିଷୟରେ ପ୍ରକାଶ କରିଥିବା ତଥ୍ୟ କିଛି ମାତ୍ରାରେ ଆଶ୍ୱସ୍ତ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କେବଳ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇନାହିଁ ବରଂ କରୋନା କାରଣରୁ ମୃତ୍ୟୁହାରରେ ମଧ୍ୟ କିଛି ହ୍ରାସ
Read More...