Daily Archives

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ରଥ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନରୁ କରୋନାର ଦ୍ୱିତୀୟ ଲହର ଏବେ ଗାଁ ମୁହାଁ ହୋଇଥିବା ବେଳେ ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଅବସରରେ ଗାଁ ଗହଳିର ଲୋକମାନଙ୍କୁ ସଚେତନ କରିବା ତଥା ସାହାଯ୍ୟ କରିବା ପାଇଁ ବରଗଡ଼
Read More...

ଆଦର୍ଶ ଶିକ୍ଷକ କୈବଲ୍ୟ ତରିଆଙ୍କ ସ୍ମୃତିରେ ଶୋକସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆଦର୍ଶ ଶିକ୍ଷକ କୈବଲ୍ୟ ତରିଆ (୫୨ ବର୍ଷ) ଅସୁସ୍ଥତା କାରଣରୁ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୭ ତାରିଖ ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଅମର
Read More...

ମୋହନଗିରି ଫାଣ୍ଡି ଅଧିକାରୀ ଭାବେ ଯୋଗଦେଲେ ଦେବେନ୍ଦ୍ର ନାଏକ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରି ଫାଣ୍ଡି ଅଧିକାରୀ ଭାବରେ ଦେବେନ୍ଦ୍ର ନାଏକ ଯୋଗ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ଟାଉନ ଥାନାରେ କାର୍ଯ୍ୟରତ ଶ୍ରୀ ନାଏକ ମୋହନଗିରି ଫାଣ୍ଡିରେ ଯୋଗ
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଂଜଳି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ସଂଘର ପୁର୍ବତନ କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ଦ୍ୱାଦଶାହ ଅବସରରେ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ
Read More...

ଜଗତସିଂହପୁରରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଜଗତସିଂହପୁର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରସବକାଳୀନ ସମୟ ନିକଟତର ଥିବା ମହିଳାଙ୍କୁ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । କୋଭିଡ୍ ନିୟମାବଳୀ ପାଳନ ସହ ସମସ୍ତ ସତର୍କତା ଅବଲମ୍ବନ
Read More...

୩୧ ମଇ, ୨୦୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟ ସରକାର ୩୧ ମଇ, ୨୦୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ ଛୁଟି ବାତିଲ କରିଛନ୍ତି । ଏହି ସମୟରେ କର୍ମଚାରୀମାନେ ବିନା ଅନୁମତିରେ କାର୍ଯ୍ୟସ୍ଥଳ (ଅଫିସ୍ ହେଡ୍ କ୍ୱାର୍ଟର) ଛାଡି ପାରିବେ ନାହିଁ । ପୂର୍ବରୁ ଛୁଟି ନେଇଥିବା
Read More...

‘ସକାଳ ୬ଟାରୁ ସନ୍ଧ୍ୟା ୬ଟା’ ପର୍ଯ୍ୟନ୍ତ ଘରୋଇ କାର୍ଯ୍ୟରେ ଜେନେରେଟରର ବ୍ୟବହାରକୁ ନିଷେଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ସରାବରାହ ପୁନରୁଦ୍ଧାର କାମ ସମୟରେ ଘରୋଇ ଭାବରେ ବ୍ୟବହୃତ ଜେନେରେଟର ସପ୍ଲାଇ ଲାଇନ୍‌କୁ ବ୍ୟାକ୍ କରେଣ୍ଟ୍ ପ୍ରଦାନ କରି ବିଦ୍ୟୁତ କର୍ମଚାରୀଙ୍କୁ ଆଘାତ ପହଞ୍ଚାଇବା ଆଶଙ୍କା ରହିଛି । ତେଣୁ 'ସକାଳ ୬ଟାରୁ ସନ୍ଧ୍ୟା ୬ଟା'
Read More...

ଆଜି ହେଉଛି ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ପ୍ରତିବର୍ଷ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ପ୍ରତିବର୍ଷ ଏହି ତିଥିରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ଜନ୍ମ ବାର୍ଷିକ ପାଳନ ବହୁତ ଧୁମଧାମରେ
Read More...

ପାରାଦୀପରେ ବାତ୍ୟା ୟସ୍‌ ମୁକାବିଲା ପାଇଁ ଆଇଜି ଅପରେସନ ଅମିତାଭ ଠାକୁର

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଆଇଜି ଅପରେସନ ବାତ୍ୟା ୟସ୍‌ ମୁକାବିଲା ପାଇଁ ଅମିତାଭ ଠାକୁର ପହଞ୍ଚିଛନ୍ତି । ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା କରି ବାତ୍ୟା ଓ
Read More...

କଣ୍ଟାମାଳ ବନାଞ୍ଚଳରେ ଝିଙ୍କ ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ସୁଳିଆ ଗ୍ରାମର ରାଧାକାନ୍ତ ସେଠୀ(୨୫)ଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ଜୀବିତ ଅବସ୍ଥାରେ ଥିବା ଏକ ଜଙ୍ଗଲୀ ଝିଙ୍କ ଜବତ କରାଯାଇ ରାଧାକାନ୍ତ
Read More...