Daily Archives

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୭,୨୯୯ ନୂଆ ମାମଲା, ୪,୧୯୪ ମୃତ୍ୟୁ

ନୂଆଦିଲ୍ଲୀ : କୋଭିଡ ମାମଲାରେ ହ୍ରାସ ଘଟିଛି, କିନ୍ତୁ ସଂକ୍ରମଣ ହେତୁ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାରରୁ ଅଧିକ ରହିଆସିଛି, ଯାହା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ (ଶୁକ୍ରବାର ସକାଳ ୮ଟାରୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୧,୧୦୮ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୧,୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୯,୬୩୯ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ସାମ୍ବାଦିକ ବସନ୍ତ ମେହେରଙ୍କ ମାତୃ ବିୟୋଗ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳର ସାମ୍ବାଦିକ ବସନ୍ତ ମେହେରଙ୍କ ମା' କୌଶଲ୍ୟା ମେହେର ଦୀର୍ଘ ତିନି ବର୍ଷ ପୂର୍ବେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଓ ଗତ ଚାରି ଦିନ ତଳେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍‌ଙ୍କୁ ପ୍ରଥମେ ଗୋଷ୍‌ଷ୍ଠୀ ସ୍ୱାସ୍ଥ୍ୟ
Read More...

ଦୁର୍ବୃତ୍ତ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଏବେ ଜଣାପଡିଛି । ସୂଚନା ମତେ ସଇଁନ୍ତଲା ବ୍ଳକ ରେଙ୍ଗାଲବାହାଲ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ଫରେଷ୍ଟ ଗାର୍ଡ ଯୁଗେଶ୍ୱର ବୁଡେ଼କ(୧୯)ଙ୍କୁ ବରାହ ଶିକାର କରି ଆସିଥିବା ଜଣେ
Read More...

ବେଆଇନ୍‌ ଭାବେ ଚୋରା ଚାଲାଣ କରୁଥିବା ଆଲୁମିନିୟମ ତାର ଚୋରକୁ କୋର୍ଟ ଚାଲାଣ କଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍‌, ସଟ୍‌ଡ଼ାଉନ୍‌, ନାଇଟ୍‌ କର୍ଫ୍ୟୁ କଟକଣା । ଏହାର ଫାଇଦା ଉଠାଉ ଥିବା ଚୋର ପୁଲିସ ହାବୁଡ଼ରେ ପଡ଼ିଛି ।ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ବେଆଇନ
Read More...