Daily Archives

ମାନ୍ୟବର ହାଇକୋର୍ଟଙ୍କ ରାୟକୁ ତୁରନ୍ତ ଲାଗୁ କରାଯାଉ : ଏଆଇଡିଏସ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାରୀ ପ୍ରାଥମିକ ସ୍କୁଲମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବୀରେ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଗୁରୁବାର ଜିଲ୍ଲା ସ୍ତରୀୟ ଦାବୀ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

ଅସହାୟଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ସମୟରେ ହସ୍‌ପିଟାଲ୍‌କୁ ରୋଗୀଙ୍କୁ ଆଣି ଭର୍ତ୍ତି କରୁଥିବା ପରିଜନଙ୍କୁ ଲାଗି ରହିଥିବା ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଖାଇବାକୁ ମୁଠେ ପାଇବା ବି ସମୟ ସମୟରେ ବଡ଼ ମୁସ୍‌କିଲ୍‌
Read More...

କୋସଲି ଡେରା ପକ୍ଷରୁ ଅନଲାଇନ କୋସଲି କବିତା ଆସର ଆୟୋଜିତ

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡର ସାହିତ୍ୟ ଅନୁଷ୍ଠାନ କୋସଲିଡେରାର ଏକ କୋସଲି କବିତା ଆସର ଗୁଗୁଲ ମିଟ୍'ରେ ମାଧ୍ୟମରେ ଆୟୋଜିତ ହୋଇଯାଇଛି । କୋସଲ ଓ କୋସଲି ଭାବକୁ ଆଧାର କରି ହୋଇଥିବା କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲୀପ କୁମାର ପସାୟତ ଓ ରାମଭକ୍ତ ଫରିକାର ଅତିଥି ଭାବରେ ଯୋଗଦେଇ
Read More...

ମଦୁଆ ପୋଲିସ କନେଷ୍ଟବଳଙ୍କ ଦାଦାଗିରି : ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର, ନାବାଳକକୁ ଚାପୁଡ଼ା…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମାତାଲ ଅବସ୍ଥାରେ ପୋଲିସ ପୋଷାକରେ ଡ୍ୟୁଟି କରୁଥିବା ଦୁଇ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ । ଡ୍ୟୁଟି ନାଁରେ ଜଣେ ଅସୁସ୍ଥ ବ୍ୟକ୍ତି ଓ ଅନ୍ୟ ଜଣେ ନାବାଳକଙ୍କୁ ଦୁଇ ପୋଲିସ କର୍ମୀ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମାରିଥିବା ନେଇ ଥାନାରେ
Read More...

ଅକ୍‌ସିଜେନ୍‌ ବ୍ୟାଙ୍କ ଖୋଲାଯିବା ସହ ଦକ୍ଷ ଟେକ୍‌ନିସିଆନ୍‌ ବ୍ୟବସ୍ଥା କରାଯିବା ଉଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶେଷ ଉତ୍ସାହପ୍ରଦ ବିଷୟ ଯେ, କରୋନାର ଦ୍ୱିତୀୟ ଲହରି ସମୟରେ ଅକ୍‌ସିଜେନ୍‌ ସଂକଟକୁ ଦୂର କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅକ୍‌ସିଜେନ୍‌ ବ୍ୟାଙ୍କ ଖୋଲା ଯାଉଛି । ବର୍ତ୍ତମାନ ସମୟ ନିମନ୍ତେ ଏହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ ।
Read More...

କୋଶଲ ସେନା କଳାହାଣ୍ଡିରୁ ଡୁଲେ ରେପର ନାଁରେ କୋକସରା ଥାନାରେ ଏତଲା

କଳାହାଣ୍ଡି, (ଭରତ ବିଶି) : ଡୋଳେଶ୍ୱର ତାଣ୍ଡି ଓରଫ ଡୁଲେ ରେପର ଦିନେ ଶ୍ରମିକ ମାନଙ୍କ ଦୁଃଖକୁ ରେପ୍ ଗୀତ ମାଧ୍ୟମରେ ଗାଇ ବେଶ୍ ଚର୍ଚ୍ଚାରେ ଥିଲେ । ଓଳିଉଡର ଅନେକ ବଡ ବଡ କଲାକାର ଠୁ ପ୍ରଶଂସା ସାଉଁଟି ଥିଲା । ବୁଧବାର ଦିନ ରାତିରେ ନିଜ ୟୁଟ୍ୟୁବ ଚ୍ୟାନାଲରେ ଏକ ଅଶୋଭନୀୟ ରାପ୍ ଗୀତ ରିଲିଜ
Read More...

ହ୍ୟୁମାନ ୱେଲଫେୟର୍ ଟ୍ରଷ୍ଟ ପକ୍ଷରୁ କଳାକାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଦ୍ଵିତୀୟ ଲହରରେ ଦେଶ ଓ ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଦି ମୁହୂର୍ତ୍ତରେ କଳାକାର ମାନେ ବି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ବର୍ତ୍ତମାନ ସିନେମା କିମ୍ବା ସିରିଏଲର ସୁଟିଂ ବନ୍ଦ ରହିଛି । ଏହି ସମୟରେ ବହୁ କଳାକାର
Read More...

ଅଳିଆ ଆବର୍ଜନାରେ ଭରା ବେଲପଡା ଡ଼ାକବଙ୍ଗଳା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ସହର ଓ ବ୍ଳକ ଗୁଡିକରେ ବିଭିନ୍ନ ସରକାରୀ ସଭାସମିତି କରିବା ସହ ବିଭିନ୍ନ ସମୟରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଏବଂ ମନ୍ତ୍ରୀଙ୍କ ଆଗମନ ହେଇଥାଏ । ଏହି ଆଗମନରେ ଅତିଥି ମାନଙ୍କୁ ଡ଼ାକବଙ୍ଗଳାରେ କିଛି ସମୟ ବିଶ୍ରାମ
Read More...

୭ ଜୁନ୍ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକଡାଉନ୍ ବଢ଼ିଲା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ରାଜ୍ୟରେ ଲକଡାଉନ୍ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ତରଙ୍ଗ ମଧ୍ୟରେ ରାଜ୍ୟରେ ଲକଡାଉନ୍ ଜୁନ୍ ୭ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି ରାତିରେ ମିଳିଥିବା ସୂଚନା ଅନୁସାରେ ଗତ ୨୪
Read More...