Daily Archives

ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଲା କେଶରୀୟା ହିନ୍ଦୁ ବାହିନୀ

ଆଗଲପୁର, (କେପିଏନ୍‌ଏସ୍‌) : ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଇଛି କେଶରୀୟା ହିନ୍ଦୁ ବାହିନୀ । ଏ ସଂପର୍କରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଖଲିଆପାଲି ଗ୍ରାମ ଠାରେ ଚୋରା ଗୋଚାଲାଣ କରାଯାଉଥିବା ବେଳେ
Read More...

କୋଭିଡ ମୃତକଙ୍କ ପିଲାମାନଙ୍କ ପାଠ ପଢା ଦାୟିତ୍ୱ ନେବାକୁ ଘୋଷଣା କଲା କିରନ ଫାଉଣ୍ଡେସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନ ପ୍ରତିଦିନ କୋଭିଡ ସଂକ୍ରମଣ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସଂଗଠନ ଏବଂ ପ୍ରଶାସନ ତରଫରୁ ମୃତକଙ୍କ ଅନ୍ତିମ ସତ୍କାର ପାଇଁ ବିଭିନ୍ନ ବ୍ୟବସ୍ଥାମାନେ କରାଯାଉଛି । ହେଲେ ତାଙ୍କ ପଛରେ ରହି ଯାଉଥିବା ପରିବାର ଓ ପିଲା
Read More...

ଶେରଗଡ ଅଞ୍ଚଳରେ ରାତ୍ରୀକାଳୀନ ଚଢାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ରାତିରେ ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳରେ ରାତ୍ରିକାଳୀନ ଚଢ଼ାଉ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଶେରଗଡ଼ ତହସିଲଦାର ସଦଳ ବଳେ ବିଭିନ୍ନ ସ୍ଥାନରେ ଚଢାଉ କରି କୋଭିଡ଼ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ
Read More...

ଆଦର୍ଶ ଶିକ୍ଷକଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମଠସରସିଂ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ( ୫୩ )ଙ୍କ ଆଜି ସକାଳେ ଅକାଳ ବିୟୋଗ ଘଟିଛି । ଗତ କିଛି ଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା । ପରେ ଗତକାଲି
Read More...

ପତ୍ନୀଙ୍କୁ ମନାଇବା ପାଇଁ ଯାଇଥିଲେ ସ୍ୱାମୀ : ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ସ୍ୱାମୀଙ୍କୁ ପତ୍ନୀ ଜୀବନ୍ତ ଜାଳି…

ହିସାର : ହରିୟାଣାର ହାନ୍‌ସିରେ ନିଜ ସ୍ୱାମୀଙ୍କୁ ଭଉଣୀ ଏବଂ ଭାଉଜଙ୍କ ସହ ମିଶି ଜୀବନ୍ତ ଜାଳିଦେବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ମତଭେଦକୁ ନେଇ ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ତାଙ୍କ ପତ୍ନୀ ଜଣକ ମନାଇବା ପାଇଁ ଆସିଥିବା ସ୍ୱାମୀଙ୍କ ଉପରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ
Read More...

ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ : ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ । ଦିନକୁ ଦିନ କରୋନା ସଂକ୍ରମଣ କଟକ ସହରରେ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ରେଜିଷ୍ଟ୍ରାର୍ ଜେନେରାଲ୍ ଏହି ନିର୍ଦ୍ଦେଶନାମା ଜାରି
Read More...

ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସତର୍କତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଆଇସିଡିଏସ୍‌ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀମାନେ ପରସ୍ପର ମତ ବିନିୟୋଗ ସମୟରେ ମୁହଁ ଏବଂ ନାକକୁ ଢାଙ୍କି ମାସ୍କ ପନ୍ଧିବେ । ଅଙ୍ଗନବାଡି
Read More...

୬ ବର୍ଷ ହେଲା ବୃତ୍ତି ପାଇନାହାନ୍ତି ଛାତ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ଗତ ୨୦୧୪-୧୫ ଶିକ୍ଷାବର୍ଷରୁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବୃତ୍ତି ବାବଦ ଅର୍ଥରାଶି ପାଇବାରୁ ଜନୈକ ଛାତ୍ର ବଂଚିତ ରହିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ହେଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନ ପୁଇଁନ୍ତଲା ବ୍ଲକ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ : ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀର କାର୍ଯ୍ୟରତ ସାମ୍ବାଦିକ ଦତ୍ତାତ୍ରେୟ ନାୟକଙ୍କୁ ଗତ ୧୯ ତାରିଖ ପୋଲିସ ଆକ୍ରମଣ କରିବା ସହ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଉତ୍କଳ ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ ବଲାଙ୍ଗିର ଜିଲ୍ଲା ପେସାଦାର
Read More...

ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଲା ନାରୀ ଶକ୍ତି ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ବଲାଙ୍ଗିର ଜିଲ୍ଲାର ରକ୍ତ ଭଣ୍ଡାର ଠାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀ ମାନେ ହନ୍ତସନ୍ତ ହେଉଛନ୍ତି । ଯାହା ଫଳରେ ଅନେକ ରୋଗୀଙ୍କ ଜୀବନ ଯାଉଥିବା ମଧ୍ୟ ନଜରକୁ ଆସୁଛି ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ
Read More...