Daily Archives

ସାମୁଦ୍ରିକ ଝଡ଼ ‘ତୌକତେ’ର ପ୍ରଚଣ୍ଡ ପ୍ରତିକ୍ରିୟା : ମୁମ୍ବାଇରେ ସକାଳୁ ଜାରି ରହିଛି ବର୍ଷା, ୨୦ ଘଣ୍ଟା…

ମୁମ୍ବାଇ : ସାମୁଦ୍ରିକ ଝଡ଼ 'ତୌକତେ' ଧ୍ୱଂସ ଲୀଳା ଜାରି ରଖିଛି । ସୋମବାର ରାତିରେ ଗୁଜୁରାଟର ସୌରାଷ୍ଟ୍ରର ଉପକୂଳରେ ବାଡେ଼ଇ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ପବନ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଗତି କରିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଗତ ୨୩ ବର୍ଷ ମଧ୍ୟରେ
Read More...

କରୋନାକୁ ପରାସ୍ତ କରିଥିବା ଜଣେ ବୃଦ୍ଧ ପ୍ରଶଂସା କଲେ କିସ୍‌ କୋଭିଡ଼୍‌ କେୟାର ହସ୍‌ପିଟାଲ୍‌କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାକୁ ପରାସ୍ତ କରିଥିବା ଜଣେ ବୃଦ୍ଧ ବ୍ୟକ୍ତି କିସ୍‌ କୋଭିଡ଼୍‌ କେୟାର୍‌ ହସ୍‌ପିଟାଲ୍‌ର ସେବା, ଯତ୍ନ ଓ ଚିକିତ୍ସାକୁ ନେଇ ପ୍ରଶଂସା କରିଛନ୍ତି । ସ୍ଥାନୀୟ ରାଧାରାଣୀପଡ଼ା ନିବାସୀ ସନ୍ତୋଷ କୁମାର ମିଶ୍ର(୬୯) କିସ୍‌ କୋଭିଡ଼୍‌ କେୟାର୍‌ ହସ୍‌ପିଟାଲ୍‌ରେ
Read More...

ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସକ୍ରିୟ ମାମଲା କମିଛି : କିନ୍ତୁ ବଢ଼ୁଛି ମୃତକଙ୍କ ସଂଖ୍ୟା,…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ କରୋନା ସଂକ୍ରମଣରେ ସକ୍ରିୟ କ୍ଷେତ୍ରରେ ଦ୍ରୁତ ହ୍ରାସ ଘଟିଛି । କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ
Read More...

ଘରୋଇ ବସ୍‌ ମାଲିକ ସଂଘର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଭର୍ଚୁଆଲ ମୋଡରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ନିକଟରେ ପରଲୋକ ଗମନ କରିଥିବା ସଂଘର ଦୁଇ ଜଣ ସଭ୍ୟ କୁଞ୍ଜ ବିହାରୀ ଭୋଇ ଓ ସ୍ୱରାଜ ସିଂଦେଓଙ୍କ ସ୍ମୃତିଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ
Read More...

ପୂର୍ବତନ ମନ୍ତ୍ରୀ ତଥା କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ କାର୍ତ୍ତିକ ତରିଆଙ୍କ ଦେହାନ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ, କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ ତଥା ସୁବର୍ଣ୍ଣପୁରର ବରିଷ୍ଠ ଆଇନଜୀବୀ କାର୍ତ୍ତିକ ତରିଆ(୭୦)ଙ୍କ ଗତକାଲି ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ପରଲୋକରେ କୋସଲ ଆନ୍ଦୋଳନର ଅପୂରଣୀୟ କ୍ଷତି ହୋଇଛି ବୋଲି
Read More...

ରାଜ୍ୟରେ ଆଉ ୨୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି । ୯ଟି ଜିଲ୍ଲାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା,
Read More...

କର୍ଲାମୁଣ୍ଡା ରେଲୱେ ଲାଇନ ନିକଟରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର : ଆତ୍ମାହତ୍ୟା କରିଥିବା ସଂଦେହ, ତଦନ୍ତ କରୁଛି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କର୍ଲାମୁଣ୍ଡା ରେଲୱେ ଲାଇନ ନିକଟରୁ ଯୁବଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି ପୁଲିସ । ସୂଚନା ମତେ ବାଦୀପଡା ଗ୍ରାମର ଅଜିତ ରଣା(୧୮)ଙ୍କ ଗତକାଲି କିଛି କଥାକୁ ନେଇ ସେ ଘରରୁ ପଳେଇ ଆସିଥିଲା । ଫଳରେ ରେଲୱେ ଲାଇନ ନିକଟରେ
Read More...

ବଲାଙ୍ଗିର ନାଗରିକ କମିଟିର ନିବେଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜନସାଧାରଣଙ୍କୁ ଏହି ମହାମାରୀ ବିପତ୍ତି ସମୟରେ ସଂଯମତା ଅବଲମ୍ବନ କରି ସରକାର ତଥା ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ କରାଯାଇଥିବା ନିୟମ କାନୁନକୁ ମାନିବା ପାଇଁ ନିବେଦନ କରାଯାଇଅଛି । ଏହି ସମସ୍ୟାର ମୁକାବିଲା ପାଇବା ପାଇଁ ରାଜ୍ୟ
Read More...

ମୃତାହ ଭୋଜି ବନ୍ଦ କରିବା ପାଇଁ ଅନୁରୋଧ କଲା ଗୋଁଣ୍ଡ ମହାସଭା

ମହାସଭା ଦ୍ୱାରା ଭିଡିଓ କନଫରେନସ୍‌ ମାଧ୍ୟମରେ ବକୃତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତିବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶ ଓ ଜିଲ୍ଲା ଅୟୋଜନ ସମିତି ବଲାଙ୍ଗିର ଓ ଝାରସୁଗୁଡା ଆନୁକୁଲ୍ୟରେ ଭିଡିଓ କନଫରେନସ୍‌ ମାଧ୍ୟମରେ ଏକ ସଭା ଆୟୋଜିତ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ : ୪ହଜାର ୩୨୯ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ହଜାର ୩୨୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସାରା ଦେଶରୁ ୪ଲକ୍ଷ ୨୨ହଜାର ୪୩୬ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ସୁସ୍ଥଙ୍କ ସଂଖ୍ୟା ୨କୋଟି ୧୫ଲକ୍ଷ ୯୬ହଜାରକୁ
Read More...