Daily Archives

ପୁଣି କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ : ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟ ନାରାୟର ରେଡ୍ଡୀ) : ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହେଉଥିଲା । ସେ ଓଡ଼ିଶା ଭାସ୍କର/କଳିଙ୍ଗ ଦର୍ପଣରେ କାର୍ଯ୍ୟରତ ଥିଲେ । କରୋନାରେ ସଂକ୍ରମିତ ହୋଇ ସ୍ୱର୍ଗତ ପାତ୍ର ବ୍ରହ୍ମପୁର ସ୍ଥିତ ଟାଟା
Read More...

ମରୁଆଁ ପଞ୍ଚାୟତରେ ଆବାସ ବଣ୍ଟନରେ ‘ତେଲିଆ ମୁଣ୍ଡରେ ତେଲ’ ଅଭିଯୋଗ : ଗରିବ ଆଦିବାସୀ ବନ୍ତ ମିର୍ଦ୍ଧାଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ପ୍ରୟାସ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଝୁଲେନବର ଗ୍ରାମ ବନ୍ତ ମିର୍ଦ୍ଧା
Read More...

ସରକାର କା ମାଲ୍‌, ଦରିଆ ମେ ଡାଲ୍‌ : ଡ୍ରାଇଭର ଅଭାବରୁ ଡାକ୍ତରଖାନାର ଗ୍ୟାରେଜରେ ଖତ ଖାଉଛି ଆମ୍ବୁଲାନ୍ସ, ରୋଗୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ମହାମାରୀରେ ଲୋକଙ୍କୁ ମିଳୁନି ଆମ୍ବୁଲାନ୍ସ ସେଥିପାଇଁ କିଏ ସାଇକେଲରେ ଶବ ବୋହୁଛି ତ ପୁଣି କିଏ କାନ୍ଧରେ ବୋହି ନେଉଛି । ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ନେବା ଆଣିବା ପାଇଁ ଥିବା ଆମ୍ବୁଲାନ୍ସ ଖତ ଖାଉଛି
Read More...

ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ସାଧାରଣ ସଂପାଦକ ବଳରାମ ମିଶ୍ର, ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ,
Read More...

ସଇଁନ୍ତଲା ମାରୱାଡି ଯୁବା ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଉଦଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ଅନେକ ଲୋକେ ଅକ୍ସିଜେନ ନପାଇବାରୁ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗେଇ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ମାରୱାଡି ଯୁବା ମଞ୍ଚ ।
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ମାଗଣାରେ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ଠାରେ ଦିନ ୧୧ଟା ଏବଂ ସନ୍ଧ୍ୟା ୭ ଟା ସମୟରେ ରୋଗୀଙ୍କ ସହାୟକମାନଙ୍କୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ପୁଣି ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି । ରବିବାର ଦିନ ଲକ୍‌ଡାଉନ ସହିତ ଆହାର କେନ୍ଦ୍ର ବନ୍ଦ
Read More...

ହରିୟାଣରେ ବଢିଲା ଏକ ସପ୍ତାହ ପାଇଁ ଲକ୍‌ଡାଉନ୍‌ : ଟୁଇଟ୍ ମାଧ୍ୟମରେ ସୂଚନା ଦେଲେ ଗୃହମନ୍ତ୍ରୀ

ହରିୟାଣା : ହରିୟାଣାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବଢାଯାଇଛି । ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଜାରି ରହିବ । ପୂର୍ବରୁ ଲକଡାଉନ୍ ଅବଧି କେବଳ ୧୬ ମେ ପାଇଁ ଥିଲା । ଏ ନେଇ ହରିୟାଣା ଗୃହମନ୍ତ୍ରୀ ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍
Read More...

ଦିଲ୍ଲୀରେ ଆଉ ଏକ ସପ୍ତାହ ପାଇଁ ଲକଡାଉନ୍ ବଢ଼ିଲା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ କୋଭିଡ -୧୯ ସଂକ୍ରମଣକୁ ରୋକିବା ପାଇଁ ଜାତୀୟ ରାଜଧାନୀରେ ପ୍ରଯୁଜ୍ୟ ଲକଡାଉନ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ, ଏହି ସଂକ୍ରମଣର ମୁକାବିଲାରେ ମିଳିଥିବା ସଫଳତାକୁ
Read More...

ସାମୁଦ୍ରିକ ବାତ୍ୟା ‘ତୌକତେ’ର ଭୟଙ୍କର ରୂପ : ଗୋଆରେ ବିଦ୍ୟୁତ୍ ଯୋଗାଣ ଠପ୍‌, ଗୁଜୁରାଟରେ ୨୪ ଘଣ୍ଟା…

ନୂଆଦିଲ୍ଲୀ : ଆରବ ସାଗରରେ ଘୂର୍ଣ୍ଣିବଳୟ 'ତୌକତେ' ଦ୍ୱାରା ଦକ୍ଷିଣ ଏବଂ ପଶ୍ଚିମ ଭାରତ ବହୁ ପରିମାଣରେ ପ୍ରଭାବିତ ହୋଇଛି । ରବିବାର ଦିନ ପ୍ରବଳ ପବନ ସହ ଗୋଆର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ଦିନସାରା ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ବର୍ଷା ହେତୁ ଅନେକ
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଲୋଇସିଂହା ଥାନା ନୁନିଆପାଲି ଗ୍ରାମର ହେମନ୍ତ ସାହୁ(୪୫) ଆଜି ସକାଳେ ନିଜ ଜମିକୁ ଯାଇଥିବା ବେଳେ ଏକ ବଣୁଆ ହାତୀ
Read More...