Daily Archives

ସିମେଣ୍ଟ ବ୍ୟବସାୟୀ ବୁଢ଼ା ପଟ୍ଟନାୟକଙ୍କ କରୋନାରେ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଜଣେ ନାମୀ ଦାମୀ ବିଶିଷ୍ଟ ସିମେଣ୍ଟ ବ୍ୟବସାୟୀ ବୁଢ଼ା ପଟ୍ଟନାୟକଙ୍କ କରୋନାରେ ଅଶ୍ଵିନୀ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଆଶ୍ୱିନୀ ହସ୍ପିଟାଲ୍ ଭେଣ୍ଟିଲେଟରରେ ଥାଇ
Read More...

ପବିତ୍ର ଅକ୍ଷୟ ତୃତୀୟା

କେ.ସତ୍ୟନାରାୟଣ ରେଡ୍ଡୀ ପୁଣ୍ୟମାସ ବୈଶାଖ ଶୁକ୍ଳ ତୃତୀୟା 'ଅକ୍ଷୟ ତୃତୀୟା' ଭାବରେ ପ୍ରସିଦ୍ଧ । ଏହି ପବିତ୍ର ତିଥିରେ ଯେଉଁ ଧର୍ମ କାର୍ଯ୍ୟ କରାଯାଏ ତାହାର ଫଳ (ଅସରନ୍ତି) ହୁଏ ବୋଲି ବିଶ୍ୱାସ । ଏହିଦିନ ଅଳ୍ପେ ବହୁତେ ଦାନକଲେ ଫଳ ଅକ୍ଷୟ ହୁଏ । ପୁରାଣ ଅନୁସାରେ ଏହିଦିନରେ ସତ୍ୟଯୁଗର
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ପୋଲ ତଳକୁ ଖସିଲା କାର, ୩ ମୃତ, ୨ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ବୋଲି ଖବର ମଳିଛି । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନା ବିର୍ଲା ଟାୟାର ନିକଟରେ ଏକ କାର୍ ପୋଲ ତଳକୁଖସି ପଡ଼ିଥିଲା । ଫଳରେ ଘଟଣା
Read More...

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ଅନୁଗୁଳ ଜିଲ୍ଲାରୁ ୩ଜଣ ରହିଥିବା ବେଳେ
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୩,୮୯୦ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୮୯୦ଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୪୩,୭୨,୯୦୭ ଓ ମୃତ୍ୟୁସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୩,୨୯୯
Read More...

ଜାତୀୟ ରାଜପଥରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକଡାଉନ୍ ଜାରି ହୋଇଛି । ସବୁଆଡେ ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଛି । ଏହି ସମୟରେ ଜରୁରୀ କାମରେ ଯାଉଥିବା ଲୋକଙ୍କ ସହ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇ ଓ ଚାରି ଚାକିଆ
Read More...

ଗାଜା ଏବଂ ୱେଷ୍ଟ ବ୍ୟାଙ୍କରେ ଭୟଙ୍କର ଆକ୍ରମଣ, ଇସ୍ରାଏଲରେ ଗୃହଯୁଦ୍ଧର ଆଶଂକା

ଇସ୍ରାଏଲ୍‌ : ଇସ୍ରାଏଲ୍ ସୈନିକ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ଚାଲିଥିବା ହିଂସାତ୍ମକ ବିବାଦ ବର୍ତ୍ତମାନ ଗାଜା ୱେଷ୍ଟ ବ୍ୟାଙ୍କର ଅଧିକୃତ ଅଞ୍ଚଳରେ ବ୍ୟାପିଛି । ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ ହିଂସା ଘଟଣାରେ ଅତି କମରେ ୧୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ
Read More...

ବେଆଇନ୍ ବାଲି ଚାଲାଣ : ୩୦ ହଜାର ଜରିମାନା ଆଦାୟ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଳା ଖଜୁରିପଡ଼ା ସଦରମହକୁମା ଠାରେ ପୁଲିସ୍ ଜନଗହଳି ରୋକିବା ସହିତ ଅମାନିଆ ବାଇକ୍ ଚାଳକମାନଙ୍କୁ ଅଟକାଇ ମାକ୍ସ ଓ ହେଲମେଟ୍ ବ୍ୟବହାର କରିନଥିବା ଲୋକଙ୍କଠାରୁ ଫାଇନ୍ ଆଦାୟ କରିିଥିଲେ । ଏହି ସମୟରେ ବୌଦ୍ଧ ଜିଲ୍ଳାରୁ ବାଲିନେଇ
Read More...

ପ୍ରଶାସନ ଓ ପୁଲିସ ପକ୍ଷରୁ ଯାଞ୍ଚ କଡାକଡି : ଅମାନିଆଙ୍କଠାରୁ ତଣ୍ଡ ଆଦାୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନାର ଦ୍ୱିତୀୟ ଲହର ପ୍ରଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ସକାଶେ ପ୍ରଶାସନ ପକ୍ଷରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଇଛି । ତଥାପି କିଛି ଅମାନିଆ
Read More...

“ଭବିଷ୍ୟତରେ କୋଭିଡ଼ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପୃଥକବାସ” ଶୀର୍ଷକ ୱେବିନାର

ଭୁବନେଶ୍ୱର, (ପିଆଇବି) : ଭବିଷ୍ୟତରେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବାକୁ ମାନସିକ ଏବଂ ଶାରୀରିକ ସ୍ତରରେ ପ୍ରତ୍ୟକ ବ୍ୟକ୍ତି ସଠିକ ଭାବେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଭାରତ ସରକାରଙ୍କ, ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହୋଇଥିବା “ଭବିଷ୍ୟତରେ
Read More...