କରୋନାରେ ସଂକ୍ରମିତ ହେଲେ କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ
କେନ୍ଦୁଝର : କରୋନାରେ ସଂକ୍ରମିତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେବ ଜଣେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ତେବେ ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା!-->…
Read More...
Read More...