Daily Archives

ସ୍ଵରାଜ ସିଂହଦେଓଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୁଣା ରାଜବାଟୀ ନିବାସୀ ବସ୍ ମାଲିକ ସ୍ୱରାଜ ସିଂହଦେଓଙ୍କ ଆଜି ସକାଳ ୪ଘ ୩୦ମି.ରେ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ପରଲୋକ ହୋଇ ଯାଇଛି । ସେ ଜଣେ ଶାନ୍ତିପ୍ରିୟ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଦୀର୍ଘ ବର୍ଷ ଧରି ତାଙ୍କର
Read More...

ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା, (ନରୋତ୍ତମ ସେଲମା ) : ଓଡିଶାର ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମଵିଭୂଷଣ ରଘୁନାଥ ମହାପାତ୍ରଙ୍କ ଗତକାଲି ନିଧନ ହୋଇଯାଇଛି । ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ସ୍ଥାନୀୟ ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ବାଲୁକାରେ ତାଙ୍କର
Read More...

ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ସଂକ୍ରମଣ ଘାତକ ଅଟେ । ଜରୁରୀ କାର୍ୟ୍ୟରେ ବାହାରକୁ ଗଲେ ସଠିକ୍ ଭାବରେ ମାସ୍କ ପରିଧାନ କରନ୍ତୁ, ଶାରୀରିକ ଦୂରତା ବଜାୟ ରଖନ୍ତୁ ଏବଂ ଭଲ ଭାବରେ ସାବୁନରେ ହାତ ଧୁଅନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ
Read More...

ଦିଲ୍ଲୀରେ ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ : ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଦିଲ୍ଲୀର ଲକ୍‌ଡାଉନ୍‌ ଅବଧି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର 'ଲକ୍‌ଡାଉନ୍‌' ଜାରି କରିବା ଲାଗି ସ୍ଥିର କରିଛନ୍ତି।
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୬,୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ : ୩,୭୫୪ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୬,୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୭୫୪ ମୃତ୍ୟୁ ହୋଇଛି । ନୂତନ ସଂକ୍ରମଣକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୨୬,୬୨,୫୭୫ ଓ ମୃତ୍ୟୁସଂଖ୍ୟା ୨,୪୬,୧୧୬ରେ
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ
Read More...

ଆସାମରେ ଆଜି ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଆସାମ : ଆସାମରେ ଆଜି ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ବିଜେପି ବିଧାୟକ ଦଳର ବୈଠକ ପରେ ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା । ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଶର୍ମାଙ୍କ ସହ ଆଉ କେଉଁ ମନ୍ତ୍ରୀ ଶପଥ ନେବେ କି
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁୁ । ଟମାଟର୍‌ – ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୬୦ ଟଙ୍କା, ଅଦା – ୪୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିନ୍‌ – ୬୦
Read More...

ବ୍ରହ୍ମପୁରରେ ନିଷ୍ଠୁର କରୋନା ନେଲା ନିରୀହ ଶିଶୁର ଜୀବନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହାଉସିଙ୍ଗ ବୋର୍ଡର କୈଳାଶ ନାୟକ(୧୦) ନାମକ ଜଣେ ଶିଶୁ କୋଭିଡରେ ଏମ୍‌କେସିଜିରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଉକ୍ତ ଶିଶୁକୁ ହେମୋଫିଲିଆ ପୂର୍ବରୁ ଥିବା ତାଙ୍କ ବାପା କହିଥିବା ବେଳେ ଗତକାଲି ଏମ୍‌କେସିଜିରେ କୋଭିଡ ପଜିଟିଭ୍‌ ଆସିଥିବା ନେଇ
Read More...

ନିଜ ଭାଇକୁ ହତ୍ୟା କଲା ଭାଇ : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନସ୍ଥ ବଡ଼ମାଲ ଫାଣ୍ଡି ଅଧୀନ ବଡ଼ମାଲ ଗ୍ରାମରେ ନିଜ ଭାଇକୁ ହତ୍ୟା କରିଛି ଭାଇ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ମତେ ବଡ଼ମାଲ ଗ୍ରାମର
Read More...