Monthly Archives

April 2021

ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ପଡି ୩ ଶ୍ରମିକ ମୃତ୍ୟୁ ମାମଲା : ପ୍ରୋଜେକ୍ଟ ମ୍ୟାନେଜର, ସେପ୍ଟି…

ବୌଦ୍ଧ, (ବଂଶୀଧର ମାଝୀ) : ତା୨/୪ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରସଙ୍କୁଲେଇ ଠାରେ ନିର୍ମାଣ ହେଉଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଉପରୁ ପଡି ଗତ ଦେଢ଼ ମାସ ଭିତରେ ବାହାର ରାଜ୍ୟର ଜଣେ ପରେ ଜଣେ ୩ଶ୍ରମିକଙ୍କ ମୃତ୍ୟୁ ମାମଲାରେ ହରଭଙ୍ଗା ପୋଲିସ ଠିକାସଂସ୍ଥାର ୩ ଅଧିକାରୀଙ୍କୁ ଗିରଫ
Read More...

ଛିନ୍ଦେଇକେଲାରେ କରୋନା ଟୀକା କରଣ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତ ଗୃହ ଠାରେ ଏକ କରୋନ ଟୀକା କରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରେ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ସକାଳ ୭ ଘଣ୍ଟାରୁ
Read More...

ଅଂଶୁଘାତ ପ୍ରତି ସାବଧାନ !

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ । ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଜରୁରୀ କାର୍ୟ୍ୟରେ ବାହାରକୁ ଗଲେ ମୁଣ୍ଡରେ ଓଦା ଗାମୁଛା, ଛତା, ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ । ଢିଲା ପୋଷାକ ପରିଧାନ କରନ୍ତୁ ଏବଂ ଅଧିକ ପାଣି, ତୋରାଣି ଓ ଘୋଳଦହି
Read More...

‘ନୀଳିମା ରାଣୀ-ମୋ ମାଆ, ମୋ ଗୁରୁ’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ମହାମହିମ ଉପରାଷ୍ଟ୍ରପତିଙ୍କ ଭାଷଣ

ଭୁବନେଶ୍ୱର, (ପିଆଇବି) :ଭାଇ ଓ ଭଉଣୀମାନେ,ଜଣେ ମାଆର କାହାଣୀ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ କରିବାକୁ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଖୁବ୍ ଆନନ୍ଦିତ । ସାଧାରଣତଃ ଆମେ ମହାନ୍ ନେତା, ଉଦ୍ୟୋଗପତି ଓ ଉଦ୍ଭାବକଙ୍କ ଜୀବନୀ ପାଠ କରିଥାଉ । ମାତ୍ର ଆଜି ଆମେ ଜଣେ ମାଆର ଜୀବନୀ ଉନ୍ମୋଚନ
Read More...

ଛନଛଡା ଗ୍ରାମରେ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକା କରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଛନଛଡା ଗ୍ରାମରେ ଆଜି ଠାରୁ କରୋନା ଟୀକା ଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରା ନେଇ ଲୋକେ ସୁଦୂର ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ଅସମର୍ଥ ହେଉଥିବା ବେଳେ
Read More...

କନ୍ଦରପୁରରେ ‘ସରସ୍ୱତୀ କଳା ପରିଷଦ’ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ଅନ୍ତର୍ଗତ କଳାବିହାର, କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ(ଏସକେପି)ର ୧୭ତମ ପ୍ରତିଷ୍ଠା ଦିବସ ଉମାକାନ୍ତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର, ପତ୍ରପତ୍ରିକା ଉନ୍ମୋଚନ ହେବା ସହ
Read More...

କୋଲକାତାରେ ୮୬ତମ ଓଡିଶା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଲକାତା ସ୍ଥିତ ଭାଷା ଭବନ ପରିସରରେ ୮୬ତମ ଓଡିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ପଶ୍ଚିମବଙ୍ଗରେ ରହୁଥିବା ଓଡିଆ ଭାଇଭଉଣୀମାନଙ୍କୁ ଅଭିବାଦନ କରିବା ସହ ଆମ ଭାଷା ଓ
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୫୮୬ ରହିଛି । ଆଜି ୪୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହ : ଓଡିଶା ତଥା ଦେଶ ବିଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ଅଭିନନ୍ଦନ ଜଣାଇଲେ…

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହରେ ମାନ୍ୟବର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର, ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
Read More...

ଛତ୍ରପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ନୂତନ ପ୍ରକଳ୍ପ ତୋରଣ ଓ କୋଠା ଉଦଘାଟିତ

ବ୍ର‌ହ୍ମପୁର, (କେ. ସତ୍ୟ ନାରାଣ ରେ‌ଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ନୂତନ ପ୍ରକଳ୍ପ ଯାହା ୧୮ ଲକ୍ଷ ୭୦ହଜାର ଟଙ୍କା ବ୍ୟୟରେ ନିର୍ମିତ ମୁଖ୍ୟ ପ୍ରବେଶ ପଥର ତୋରଣ ଓ ସ୍ୱତନ୍ତ୍ର କାର୍ୟ୍ୟାଳୟର ନବନିର୍ମିତ କୋଠା ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି
Read More...