Monthly Archives

April 2021

ବିଜେପିର ପ୍ରତିଷ୍ଠା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁଡ଼ାବାହାଲ ପଞ୍ଚା ୟତ ସର୍ଗିପାଳି ଓ ଧରପଗଡ଼ ଠାରେ ଆଜି ବଲାଙ୍ଗିର ସଂସାଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।
Read More...

ଘୁଡ଼ଖାପଲା ସରପଞ୍ଚ ଉପନିର୍ବାଚନ ୨୮ରେ : ୫ ପ୍ରାର୍ଥିପତ୍ର ଦାଖଲ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଘଡ଼ଖାପଲା ପଞ୍ଚାୟତରେ ସରପଞ୍ଚ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏହି ପଦ ପାଇଁ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୯ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାରିଖ
Read More...

ନକ୍ସଲ ଆକ୍ରମଣରେ ୨୨ଜଣ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ଛତିଶଗଡ଼ ସୁକମା- ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ । ବରଗଡ ପୁରୁଣା ହସ୍ପିଟାଲରେ ମହମବତି ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନୀରବ ପ୍ରାର୍ଥନା କରିଥିଲେ । ଆବାହକ ରମେଶ
Read More...

ରାଏପାଲିରେ ପାନୀୟ ଜଳ ସମସ୍ୟା : ପାଇପ ପାଣି ବ୍ୟବସ୍ଥା ଥାଇ ମଧ୍ୟ ମାସକୁ ୨୭ ଦିନ ଖାଆନ୍ତି ପୋଖରୀ ଓ କୂପ ପାଣି

ବ୍ୟବସ୍ଥା ଥିଲେ ବି ଶୋଷରେ ଗ୍ରାମବାସୀଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ରାଏପାଲି ଗାଁର ଲୋକମାନେ । ପ୍ରତି ମାସରେ ୩ରୁ ୪ ଦିନ ପାଇପରେ ଯୋଗାଣ ହେଉଥିବା ପାଣି ପାଉଥିବା ବେଳେ ଅବଶିଷ୍ଟ ଦିନରେ
Read More...

ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି : ଅପମିଶ୍ରଣ ଓ କଳାବଜାରୀକୁ ରୋକାଯିବା ଜରୁରୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଖାଇବା ତେଲକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା ବି ହୋଇଥିଲା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ
Read More...

ଦେଓଗାଁ ଥାନାରେ ଯୋଗଦେଲେ ନୂଆଁ ଆଇଆଇସି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓଆଇସି ରଂଜନ ବରିହାଙ୍କ ବଦଳି ହେବା ପରେ ଦେଓଗାଁ ଥାନାରେ ନୂଆ ଆଇଆଇସି ଭାବେ ପ୍ରଭାତ ରଂଜନ ମହାନ୍ତି ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଟିଟିଲାଗଡ଼ ଥାନାରେ ଆଇଆଇସି ଭାବେ କାର୍ୟ୍ୟରତ ଥିଲେ । ସୂଚନା ଯୋଗ୍ୟ ଯେ, ଦେଓଗାଁ ପୁଲିସ ଫାଣ୍ଡି ଥାନା
Read More...

ଓଡିଶା ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତା ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ଓ ପାଟଣାଗଡ
Read More...

ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ତିଆରି କର୍ମଶାଳା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଭେଡେନ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ତିଆରି କର୍ମଶାଳା ଆଜି ରେମଣ୍ଡା ସରକାରୀ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ
Read More...

ସଇଁନ୍ତଲା ଡାକ୍ତରଖାନା ବାହାରେ ଝୁଲୁଛି ସଟଡାଉନ ବୋର୍ଡ : ବାବୁଉଲବା ଗାଁରେ ୨୪ ଘଣ୍ଟା ପାଇଁ ସଟଡାଉନ, କରୋନା ମୃତ୍ୟୁକୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନା ସମ୍ମୁଖରେ ଝୁଲୁଛି ସଟଡାଉନ ବୋର୍ଡ । ଯେଉଁଥିରେ ଡାକ୍ତରଖାନାରେ କରୋନା ରୋଗ ବାହାରିଥିବାରୁ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟ‌ନ୍ତ ଡାକ୍ତରଖାନା ସଟଡାଉନ ବୋଲି ଲେଖାଯାଇଛି । ଏପରିକି ଜରୁରୀକାଳୀନ ସେବା
Read More...

ରାଜ୍ୟ ମହିଳା କମିଶନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ : ମହିଳାମାନଙ୍କ ଅଧିକାର ଓ ବିଭିନ୍ନ ଆଇନଗତ ଦିଗ ଉପରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ମହିଳା କମିଶନ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ସହଯୋଗିତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା କମିଶନ
Read More...