କରୋନା ବିପଦ ଟଳି ନାହିଁ
ଭୁବନେଶ୍ୱର, (କେପିଏନ୍ଏସ୍) : କରୋନା ବିପଦ ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । ଜରୁରୀ କାର୍ଯ୍ୟରେ ବାହାରକୁ ଗଲେ ସଠିକ୍ ଭାବରେ ମାସ୍କ ପରିଧାନ କରନ୍ତୁ, ଭଲ ଭାବରେ ସାବୁନରେ ହାତ ଧୁଅନ୍ତୁ ଏବଂ ଶାରୀରିକ ଦୂରତା ବଜାୟ ରଖନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି!-->…
Read More...
Read More...