ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ୍ କଲା ପାଇକମାଲ ପୋଲିସ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ନିକଟସ୍ଥ ସାଲେପାଲି ଗ୍ରାମ ପାଖରେ ଏକ ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପାଇକମାଲ ପୋଲିସ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଏକ ଟିମ୍ ଗଠନ କରି ପାଇକମାଲରୁ ପଦ୍ମପୁର ରାସ୍ତା!-->…
Read More...
Read More...