Monthly Archives

April 2021

ହାଇଦ୍ରାବାଦକୁ ୧୦ରନରେ ହରାଇ କୋଲକାତାର ବିଜୟ ଅଭିଯାନ ଆରମ୍ଭ

ଚେନ୍ନାଇ : ଗତକାଲି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା
Read More...

ପଛୁଆ ବର୍ଗଙ୍କ ୧୧ ଦଫା ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ

ବରଗଡ଼, (ନିରୋଜ କୁମାର ପାଣୀ) : ଜନସଂଖ୍ୟା ଆଧାରରେ ଓବିସି ମାନଙ୍କୁ ସରକାରୀ ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବା ସହ ୧୧ ଦଫା ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଳା ପ୍ରଶାସନକୁ ଓଡ଼ିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ ସ୍ମାରକପତ୍ର ପ୍ରଦାନ କରିଛି । ସୋମବାର ମଞ୍ଚର
Read More...

ବୌଦ୍ଧ ଓଟିଇଟି ଜାଲିଆତି ମାମଲା : ଠକ ଶିକ୍ଷକଙ୍କ ସଂଖ୍ୟା ୪୦ରୁ ବୃଦ୍ଧି ପାଇ ୪୯ରେ ପହଞ୍ଚିଲା

ବୌଦ୍ଧ, (ବଂଶୀଧର ମାଝୀ) : ଜାଲ୍ ଓ.ଟି.ଇ.ଟି. ମାମଲାରେ ୪୦ ଜଣ ଗଣ ଶିକ୍ଷକ ବହିଷ୍କୃତ ହୋଇ ସାରିଥିବା ବେଳେ ଆଉ ୯ ଜଣଙ୍କ ଭେରିଫିକେସନ୍ ରିପୋର୍ଟ ଜିଲ୍ଲା ଶିକ୍ଷା ବିଭାଗକୁ ପହଞ୍ଚିଥିବା ଜଣାପଡିଛି । ଉକ୍ତ ୯ ଗଣ ଶିକ୍ଷକ ମାନଙ୍କ ପ୍ରମାଣପତ୍ର ମଧ୍ୟ ଜାଲ୍ ବୋଲି ଜଣା ପଡିବା ପରେ ଜିଲ୍ଲା
Read More...

ପଦ୍ମପୁରରେ ଜେଠାନୀ କ୍ଳଥ ଷ୍ଟୋର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଚେରୀ ଛକ ଠାରେ ଜେଠାନୀ କ୍ଳଥ ଷ୍ଟୋର ଆଜି ଉଦଘାଟିତ ହୋଇଯାଇଛି । ଏଠାରେ ରେଡିମେଡ କପଡା ସୁଳଭ ମୂଲ୍ୟରେ ମିଳିବା ସହ ୨୦% ଛାଡର ସୁବିଧା ଅଛି । ଉତ୍ତମ ବ୍ୟବହାର ସହ ଉଚିତ ମୂଲ୍ୟରେ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଏଠାରେ କରୋନାକୁ
Read More...

ଆଜିି ଓଡ଼ିଶାରୁ ୧୭୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୭୨୬ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ସବୁ ରେକର୍ଡ ଭାଂଗିଲା : ଗତ ୨୪ ଘଣ୍ଟା ମଧ୍ୟରେ ୧.୭୦ ଲକ୍ଷ ନୂଆ କରୋନା ମାମଲା, ସଂକ୍ରମିତ ଦେଶ ତାଲିକାରେ ଭାରତ…

ନୂଆଦିଲ୍ଳୀ : କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ଦେଶରେ ହଇଚଇ ସୃଷ୍ଟି କରୁଛି । ସୋମବାର ଦିନ, ଦେଶରେ ଗୋଟିଏ ଦିନରେ ମିଳୁଥିବା କରୋନା ସଂକ୍ରମଣ ମାମଲାର ସମସ୍ତ ରେକର୍ଡ ନଷ୍ଟ ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୧.୭୦ ଲକ୍ଷ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୁଣି ୯୦୦ରୁ ଅଧିକ
Read More...

ସେବକଙ୍କ ପୁସ୍ତକ ଦ୍ୱୟ ଲୋକାର୍ପଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମହାବୀର ଧର୍ମଶାଳାରେ ଲେଖକ ସେବକ ଚରଣ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଛି । ଅବସରପ୍ରାପ୍ତ ଶିକ୍ଷକ ସେବକ ଚରଣ ଦାସଙ୍କ ଆତ୍ମଜୀବନୀ "ସମୟର ବେଳାଭୂମି " ଏବଂ ଅନ୍ୟଏକ ଇଂରାଜୀ କବିତା ପୁସ୍ତକ " ଡ଼ାଇମଣ୍ଡ ପିଟେଲସ " ଦୁଇଟି ପୁସ୍ତକର
Read More...

ଅଣ୍ଡା ଗ୍ରାମରେ ଆର‌ମ୍ଭ ହେଲା ଦଣ୍ଡ ଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚଟି ଗ୍ରାମର ମଣିମା ଭଗବାନ ଦଣ୍ଡାୟନମାନ ଥିଲେ ସର୍ବେପ୍ରଥେମେ ଅଣ୍ଡା ଗ୍ରାମର ହିରନ୍ୟ ଗର୍ଭସ୍ୟ ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୋଇଥିବା ସହିତ ତା ପଛକୁ ହଳଦିଆପଡ଼ା
Read More...

କରୋନା ମୁକାବିଲା ନେଇ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରାଞ୍ଚଳ ତଥା ଆଖପାଖ ଅଂଚଳରେ କରୋନା ସଂକ୍ରମିତ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାର ସଠିକ ମୁକାବିଲା କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତା ଉପଜିଲ୍ଲାପାଳ ପରିସର ରେ ଥିବା ସଭାଗୃହ ଠାରେ
Read More...

ଶହୀଦ ଯବାନଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଛତିଶଗଡ଼ ବିଜାପୁର ଠାରେ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କ ବଲା‌ଙ୍ଗିର ଜିଲ୍ଲା ଲୋଇସିଂହା ଷ୍ଟାଡିୟମ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବଣିକ ସଙ୍ଘ, ସୈନିକ ସଙ୍ଘ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ସଂକଳ୍ପ
Read More...