Monthly Archives

April 2021

ବର୍ଷିୟାନ ସାମ୍ବାଦିକ ଶ୍ୟାମ୍‌ ଖୋସଲାଙ୍କ ପରଲୋକ : ମନ୍ତ୍ରୀ ଓ ସାମ୍ବାଦିକ ସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବର୍ଷିୟାନ ସାମ୍ବାଦିକ, ଜାତୀୟ ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଦସ୍ୟ, ଇଣ୍ଡିଆନ ମିଡିଅର ସେଣ୍ଟର ଓ ପଞ୍ଚଦ୍‌ ଗବେଷଣା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ, ବିଶିଷ୍ଟ ଶ୍ରମିକ ନେତା, ପ୍ରେସ୍‌ କାଉନସିଲର ପୂର୍ବତନ ସଦସ୍ୟ ଶ୍ୟାମ ଖୋସ୍‌ଲାଙ୍କ
Read More...

ଉପ ନିର୍ବାଚନ ଉଷ୍ମତାରେ ସାଧାରଣ ଭୋଟରଙ୍କ ସମସ୍ୟା ସାମ୍ନାକୁ ଆସୁଛି

ପିପିଲି, (ଚକ୍ରବର୍ତ୍ତୀ ଓତା) : ପିପିଲି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସାଧାରଣ ଭୋଟରଙ୍କ ସମସ୍ୟାକୁ ନେଇ ଅଭିଯୋଗ ଓ ଅଭିମାନ ନିର୍ବାଚନ ପ୍ରକ୍ରିୟାକୁ ଭିନ୍ନ ମୋଡ ଦେଉଛି । ଏହିପରି ଏକ ଅଭିନବ ଘଟଣା ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ
Read More...

କରୋନା ସଂକ୍ରମଣରେ ବିସ୍ଫୋରକ ସ୍ଥିତି : ୨୪ ଘଣ୍ଟାରେ ୧,୮୪,୩୭୨ ନୂତନ ମାମଲା, ୧,୦୨୭ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସାରା ଦେଶରେ ଅନିୟନ୍ତ୍ରିତ ବେଗରେ କରୋନା ମାମଲା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୮୪,୩୭୨ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୨୭ ରୋଗୀଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ସର୍ବଶେଷ ତଥ୍ୟ ଅନୁଯାୟୀ, ସାରା ଦେଶରେ କରୋନା ରୋଗ ସଂକ୍ରମିତଙ୍କ
Read More...

ମହୁଲ : ମୂଲ ପାଉନାହାନ୍ତି ଆଦିବାସୀ ସଂଗ୍ରହକାରୀ : ବେପାରୀ ମାଲାମାଲ୍‌

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ବର୍ତ୍ତମାନ ମହୁଲ ସଂଗ୍ରହ ବେଳ ।ମହୁଲ ଗଛ ଥିବା ଆଦିବାସୀ ଅଞ୍ଚଳର ଜନସାଧାରଣଙ୍କ ମହୁଲ ରୋଜଗାର ଏକ ପ୍ରମୁଖ ମାଧ୍ୟମ ।ମହୁଲ ବର୍ଷକୁ ଥରେ ଫୁଟୁଥିବା ବେଳେ ଏହା ଏହି ଅଞ୍ଚଳର ଆଦିବାସୀମାନଙ୍କ ଏକ ଲାଭଦାୟକ ଫସଲ । ବିଶେଷ କରି
Read More...

ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଧନ୍ୟବାଦ୍ ଜଣାଇଲେ ରାଜ୍ୟ ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁସଂଗ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ନିଜ ଗାଁ ଫଟାବହାଲରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସ୍କୁଲ ପରିସରକୁ ସଫା ସୁତୁରା ସହିତ ସମ୍ବଲପୁରୀ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୪୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୫୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ଆଜି ରାଜ୍ୟରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୫୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା
Read More...

କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚ୍‌ ଆଜି ମୁମ୍ବାଇ ଇଣ୍ଡିଆନ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ସ୍ଥିତ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟସ୍‌ ଜିଣି ପ୍ରଥମେ
Read More...

ରାଷ୍ଟ୍ରୀୟ ସନାତନ ଚେତନା ସଙ୍ଘ ପକ୍ଷରୁ ତାର ପ୍ରଥମ ନବବର୍ଷ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ସ୍ଥିତ ମହୁଲପାଲି ଗ୍ରାମ ପଞ୍ଚାୟତରେ ଓ ପଦ୍ମପୁର ନଗରରେ ରାଷ୍ଟ୍ରୀୟ ସନାତନ ଚେତନା ସଙ୍ଘ ପକ୍ଷରୁ ତାର ପ୍ରଥମ ନବବର୍ଷ ପାଳନ କରାଯାଇଛି । ମା' ଭାରତୀ ଓ ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦରୁ ମହୁଲପାଲି ଗ୍ରାମରୁ ନବବର୍ଷର ସନ୍ଦେଶ ନେଇ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ଗଣ୍ଡଗୋଳରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର : ଚୋର…

ଦୋଷୀ ଗିରଫ କରା ନ କଲେ ସାରା ଜିଲ୍ଲାରେ ହେବ ଆନ୍ଦୋଳନ - ଅଙ୍କିତ (ଛାତ୍ର କଂଗ୍ରେସ ସଭାପତି)ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ ଘଟଣା ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର କିନ୍ତୁ ଦୁର୍ଭାଗ୍ୟ ସ୍ଥାନୀୟ ଛାତ୍ର ଓ
Read More...