Monthly Archives

April 2021

ପାଇକମାଲ ବ୍ଲକ ପାଲଟିଛି କରୋନା ହଟସ୍ପଟ୍‌, ଗୋଟିଏ ଦିନରେ ୨ ମୃତ : ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗତକାଲି
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ୟ୍ୟକାରୀ ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଆଜି ସକାଳ ୮.୪୦ରେ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।
Read More...

ଚାଲିଗଲେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୭୯ ବର୍ଷ ହୋଇଥିବା ବେଳେ ସେ ଗତ ୨ ବର୍ଷ ହେବ ଅସୁ‌ସ୍ଥ ଥିଲେ । ତେବେ ଶନିବାର ରାତିରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା
Read More...

ଶିଶୁ ସାହିତ୍ୟିକ ‌ସ୍ୱର୍ଗତ ରମେଶ ଚନ୍ଦ୍ର ଭଞ୍ଜଙ୍କ ଏକାଅଶୀତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ସାହିତ୍ୟ ପତ୍ରିକା 'ଟିକି କାଇଁଚ' ଓ ଶିଶୁ ଅନୁଷ୍ଠାନ 'ଆସର'ର ମିଳିତ ଉଦ୍ୟମରେ ବିଶିଷ୍ଠ ଶିଶୁ ସାହିତ୍ୟିକ ‌ସ୍ୱର୍ଗତ ରମେଶ ଚନ୍ଦ୍ର ଭଞ୍ଜଙ୍କ ଏକାଅଶୀତମ ଜନ୍ମଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ଆରମ୍ଭରେ ଟିକି କାଇଁଚର
Read More...

ଚାଲିଗଲେ ବହୁଜନ ସମାଜ ପାର୍ଟିର ଆଗ ଧାଡିର ନେତା ରବୀନ୍ଦ୍ର କୁମାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ଗ୍ରାମ ବହୁଜନ ସମାଜ ପାର୍ଟିର ଆଗ ଧାଡିର ନେତା ରବୀନ୍ଦ୍ର କୁମାର ମେଘ ୫୭ ବର୍ଷ ବୟସ ହୃଦଘାତରେ ୫୭ ବର୍ଷ ବୟସରେ ଆକସ୍ମିକ ବିୟୋଗ ହୋଇଯାଇଛି । ସ୍ଵର୍ଗତ ମେଘ ଜଣେ ଉଚ୍ଚ ଶିକ୍ଷିତ, ଉଚ୍ଚ ମନର ବ୍ୟକ୍ତିତ୍ୱ
Read More...

ପିପିଲି ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ସ୍ଥଗିତ ହୋଇଥିବା ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ' ୧୩ ତାରିଖରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏପ୍ରିଲ ୨୬ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବାର
Read More...

ଗୁଣ୍ଡୁରିସାହିରୁ ୩ ଅହିରାଜ ଉଦ୍ଧାରକରି : ପଦ୍ମତୋଳା ଅଭୟାରଣ୍ୟରେ ଛାଡିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିସାହି ଗ୍ରାମରୁ ୩ ଅହିରାଜ ସାପ ଉଦ୍ଧାର କରାଯାଇ ପଦ୍ମତୋଳା ଅଭୟାରଣ୍ୟରେ ଛଡା ଯାଇଛି । ସୂଚନା ମତେ ଆଜି ସକାଳ ପ୍ରାୟ ୭ ଘଟିକା ସମୟରେ ଦୁଇଟି ଅହିରାଜ ସାପ ଗୁଣ୍ଡୁରିସାହି ଗାଁ ମୁଣ୍ଡରେ
Read More...

ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୬୪ : ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୩୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା
Read More...

ଖୋଳାଯାଇଛି ନଳକୂପ, ନାହିଁ ହ୍ୟାଣ୍ଡ ପମ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ୱ ଦେଇ ତତ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି
Read More...

ଭାଇଚାରା ସଂପର୍କକୁ ଯୋଡ଼ିବାକୁ ବଡ଼ ପ୍ରୟାସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଥାରେ ଅଛି ଘର ସଂସାର କଲେ କଳି ଅଛି । ସାମାଜିକ ସହାବସ୍ଥାନ ମଧ୍ୟରେ ପରସ୍ପର ମଧ୍ୟରେ ମାନ ମନାନ୍ତର, ଭୁଲ ବୁଝାମଣା, ପାରିବାରିକ ବିଦ୍ୱେଶ ଓ ଆକ୍ଷେପ - ପ୍ରତି ଆକ୍ଷେପ ରହିବା ସ୍ୱାଭାବିକ । ମାତ୍ର ଆମେ ବ୍ୟକ୍ତିଗତ ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି
Read More...