Monthly Archives

April 2021

ପାଣି ପାଇଁ ଡହକ ବିକଳ ଚାଉଲସୁଖା ଓ ଧୁମସୁ ଗ୍ରାମବାସୀ : ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିର ପାଣି ସର୍ବ…

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଚାଉଲସୁଖା ପଂଚାୟତ ସଦର ଗ୍ରାମରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମରେ ପାଣିର ଅଭାବ ଯୋଗୁଁ ଗ୍ରାମର ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମବାସୀ ସରପଂଚଙ୍କ ଜରିଆରେ
Read More...

କରୋନାରେ ଆକ୍ରା‌ନ୍ତ ହେଲେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି

ନୂଆଦିଲ୍ଲୀ : ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି । ୪ ଜଣ ବିଚାରପତିଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪ ବିଚାରପତି
Read More...

କରୋନା ସଂକ୍ରମଣର ଅସଂଭାଳ ରେକର୍ଡ : ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୪ ଲକ୍ଷରୁ ଅଧିକ ନୂଆ ମାମଲା, ୨୧୦୪ ଲୋକ ପ୍ରାଣ…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଯାଇଛି, କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭୂତାଣୁର ଅସମ୍‌ମ୍ଭାଳ ନୂତନ ମାମଲା ରିପୋର୍ଟ ହୋଇଛି । ଏହା ପୂର୍ବରୁ କୌଣସି ଦେଶରେ ବି ଏହି ରେକଡର଼୍ ନଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ
Read More...

ଭାରତରେ କରୋନାର ୨ୟ ତରଙ୍ଗ କେବେ ଶିଖରରେ ପହଞ୍ଚିବ ? ସିଇଏ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ଦେଲେ ସୂଚନା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ଭୟବହ ହେବାରେ ଲାଗିଛି ଏବଂ କ୍ରମାଗତ ଭାବରେ ରେକର୍ଡ ମାମଲା ସାମ୍‌ନାକୁ ଆସୁଛି । ଏହି ସମୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କେ.ଭି ସୁବ୍ରମଣ୍ୟନ କହିଛନ୍ତି ଯେ, କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ମେ' ମାସ ମଧ୍ୟ ଭାଗରେ
Read More...

ବୁଇ ପୁଞ୍ଜିଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର ଖଣ୍ଡିଏ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଅସହାୟ ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । କିନ୍ତୁ କିଛି ଅସାଧୁ କର୍ମଚାରୀ, ଦଲାଲ, କୁଜିନେତାଙ୍କ ପାଇଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା । ଥିଲାବାଲେ ହାତ ଗୁଞ୍ଜା ଦେଇ ପ୍ରକୃତ ହିତାଧିକାରୀଙ୍କ
Read More...

ରେଳ କ୍ରସିଂରେ ଟ୍ରେନ୍ ଅନେକ ଯାନକୁ ଧ‌କ୍କା ଦେଲା : ପାଞ୍ଚ ଜଣଙ୍କ ମୃତ୍ୟୁ

ଶାହାଜାହାନପୁର : ଉତ୍ତରପ୍ରଦେଶର ଶାହାଜାହାନପୁରରେ ଟ୍ରକ୍ ଟ୍ରେନ୍ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଶାହାଜାହାନପୁର ଜିଲ୍ଲାର ରେଳ କ୍ରସିଂ ଫାଟକ ଛାଡି ଯାଉଥିବା ଗାଡି ସହ ଟ୍ରେନ୍ ଧକ୍କାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଅଧୀକ୍ଷକ (ଗ୍ରାମୀଣ) ସଂଜୀବ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

କରୋନାର ପ୍ରଚଣ୍ଡ ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ଡେଇଁଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାରା ଦେଶରେ କରୋନା ସଂକ୍ରମଣର ବିସ୍ଫୋଟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ସଂକ୍ରମଣ ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୭୫ ଜଣ
Read More...

କରୋନାରେ ଦୟାନିଧି ମିଶ୍ରଙ୍କ ଦେହାନ୍ତ : ଶ୍ମଶାନରେ ଶବ ଛାଡ଼ି ଚାଲିଗଲେ ମେଡ଼ିକାଲ କର୍ମଚାରୀ, ପରିବାର ଲୋକେ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରେ କରୋନାରେ ସ୍ଥାନୀୟ ପ୍ରତାପସାଗରପଡ଼ା ନିବାସୀ ଦୟାନିଧି ମିଶ୍ର(୫୬)ଙ୍କ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କ ଦେହାନ୍ତ ହେବା ପରେ ଆଜି ପାଖାପାଖି ଭୋର୍‌
Read More...

ମହୁଲ କ୍ରୟ ଓ ବିକ୍ରୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହୁଲ ଫୁଲ ସଂଗ୍ରହ ପଶ୍ଚିମ ଓଡିଶାର ଜୀବନ ଜୀବିକା ନିର୍ବାହ କରୁଥିବା ଚାଷୀ ଅଟେ । ସମଗ୍ର ପଦ୍ମପୁର ଅଞ୍ଚଳର ବସବାସ କରୁଥିବା ଛୋଟରୁ ବଡ ଅନେକ ଲୋକ ମହୁଲ ଫୁଲ, ଫଳ ସଂଗ୍ରହ କରିଥାନ୍ତି । ବିଶେଷ କରି ଚାଷୀର ଜମିରେ ଏହି ସଂଗ୍ରହ ହୁଏ । ବିନା ଦ୍ୱିଧାରେ
Read More...