Monthly Archives

April 2021

ହିଞ୍ଜିଳିକାଟୁ ପୌରପାଳିକାସ୍ଥ ୧୧ ନଂ ୱାର୍ଡର ଥାନା ସାହି ମିନି-କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋରନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଅହେତୁକ ଭାବେ ଵୃଦ୍ଧିପାଉଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଧୀରେ ଧୀରେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ମଧ୍ୟ ସୁଅ ଛୁଟିବାରେ ଲାଗିଛି । ଫଳରେ ଜିଲ୍ଲାରେ କୋରନା ପୋଜିଟିଭ ନମୁନା ମଧ୍ୟ ବୃଦ୍ଧି ପରିଲିଖିତ ହୋଇଛି ।
Read More...

ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କମିବାର ନାଁ ନେଉନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୭୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ
Read More...

ବାଲିଗୁଡା : କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ପ୍ରଶାସନ ତରଫରୁ ଜମି ଚିହ୍ନଟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ କୋଭିଡ଼ ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ନେଇ ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆ ପାଖରେ ଥିବା ଜମିକୁ ଶବ ଦାହ କରିବା
Read More...

ନର୍ଲାକୁ କଣ୍ଟେଟମେଂଟ ଯୋନ ସହ ସପ୍ତାହ ବ୍ୟାପି ସଟଡ଼ାଉନ ଘୋଷଣା କଲେ ସରପଞ୍ଚ ଚିରଞ୍ଜିବି ଗୌଡ଼ତିଆ

କଳାହାଣ୍ଡି, (ପି .କେ. ସାହୁ) : ୨୪ ଅପ୍ରେଲ ଶନିବାର କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲାକୁ ଅପ୍ରେଲ ୨୫ ତାରିଖରୁ ସପ୍ତାହ ବ୍ୟାପି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିତିଆ ଆସନ୍ତା କାଲି (ରବିବାର) ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବନ୍ଦ
Read More...

ଜୁନିଅର ରେଡକ୍ରସ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଦୋହଳାଇ ଦେଇଥିବା ବେଳେ ଜୁନିଅର ରେଡକ୍ରସର ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଏକ ବ୍ୟବସାୟର ପେଣ୍ଠସ୍ଥଳ ହୋଇଥିବା ବେଳେ ଏଠାର ରେଳ ଷ୍ଟେସନରେ ବିଭିନ୍ନ
Read More...

ବଲାଙ୍ଗିର ଜିଲ୍ଲାରେ ବି ବୋବାଲ୍‌ କରୁଛି କରୋନା ସଂକ୍ରମଣ : ଆଜି ଦିନକରେ ୨୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବି ବୋବାଲ୍‌ ମଚାଉଛଇ କରୋନା ସଂକ୍ରମଣ । ଆଜି ଦିନକରେ ୨୩୪ ଜଣ ନୂଆ ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ଚିହ୍ନଟ ହୋଇଛନ୍ତିି ୬୦ ଜଣ । ବଲାଙ୍ଗିର ଜିଲ୍ଲାରେ ବି ଦିନକୁ ଦିନ ସଂକ୍ରମଣର ସ୍ଥିତି
Read More...

ରାମଚନ୍ଦ୍ରପୁର ‌ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର : ଆୟୁଷ ଡାକ୍ତରଙ୍କ ଭରଷାରେ ଚାଲିଛି ‌ସ୍ୱାସ୍ଥ୍ୟ…

ମିନି ପାର୍କ ପାଲଟିଛି ସ୍ୱାସ୍ଥ୍ୟ କେନ୍ଦ୍ରଦେଓଗାଁ, (ମନୀଷ କୁମାର ସାହୁ) : ଜଙ୍ଗଲ ଘେରା ଗାଁଗୁଡିକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଜେଇ ହେଉଛି । କିନ୍ତୁ ବର୍ଷ ବର୍ଷ ଧରି ନାହାନ୍ତି ଡାକ୍ତର । ହେଲେ ଆୟୁଷ ଡାକ୍ତରଙ୍କ ଉଦ୍ୟମରେ ମିନି ପାର୍କ ସାଜିଛି ସ୍ୱାସ୍ଥ୍ୟ କେନ୍ଦ୍ର ।
Read More...

ସସମ୍ମାନ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ବ୍ଲକ ଅନ୍ତର୍ଗତ ଡେଢେଲ ଗାଁର ଘନଶ୍ୟାମ ସାହୁ ନିଜ ବାପା ମା'ଙ୍କୁ ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ କରୋନା ଯୋଗୁଁ ଭର୍ତ୍ତି କରିଥିଲେ । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଘନଶ୍ୟାମ ନିଜ ଗାଁକୁ
Read More...

ପାଣି ପାଇଁ ଡହକ ବିକଳ ଅଧା ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଦଶରୁ ପନ୍ଦର ଦିନ ହେବ ସହରର ବିଭିନ୍ନ ଅଂଚଳର ଲୋକ ଜଳ କଷ୍ଟ ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁ ନାହିଁ । ଜଳ ଯୋଗାଣ ବିଭାଗ ପାଣି ପାଇପ ଅନୁଧ୍ୟାନ ଓ ମରାମତିର ଆଳ ଦେଖାଇ ପ୍ରତିଦିନ ଜନ ସମସ୍ୟାକୁ ଏଡାଇ ଯାଉଛି । ଅଧା ସହର
Read More...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା : ତଦନ୍ତ ଅବ୍ୟାହତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ସାମନ୍ତରାମ
Read More...