Monthly Archives

April 2021

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ : ସରକାରୀ ସହାୟତା ପ୍ରଦାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ଜଣେ ଯୁବକଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିବାକୁ ତାଙ୍କର ମୃତ୍ୟୁ ହୋଇଥିବା ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଉପରଝର୍ ଗାଁର ଗୋବିନ୍ଦ ଭୋଇ(୨୨) ଖାଇ ସାରି ତାଙ୍କ ଦାଦା
Read More...

ଜାମସେଠ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ରାଜ୍ୟରେ କରୋନା ମହାମାରୀ ବିପତ୍ତି ଦ୍ର୍ରୁତ ଗତିରେ ବ୍ୟାପୁଥିବାକୁ ନେଇ ଜାମସେଠ ଗ୍ରାମବାସୀମାନେ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଭୟାବହ କରୋନାକୁ ନେଇ ସରପଞ୍ଚ ରମ୍ଭା ତାଣ୍ଡିଙ୍କ
Read More...

ମେ’ ୨ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କଲା ବଣିକ ସଂଘ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ୟବସାୟୀ ସଂଘ ତରଫରୁ ଗତକାଲି ଏକ ବୈଠକ ସଂପାଦକ ପ୍ରଶାନ୍ତ ସାମନ୍ତରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେଇ ଅପ୍ରେଲ୨୮ ତାରିଖରୁ
Read More...

କେନ୍ଦୁଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ଗତ ରାତି ପ୍ରାୟ ଏଗାରଟା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି । ସୂତନାମୁତାବକ ମ.ରାମପୁର
Read More...

ହଜିଗଲା ମାନବିକତା : କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ, ୧୪ଘଂଟା ଧରି ପଡ଼ିରହିଲା ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହଜିଗଲା ମାନବିକତା । କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ । ୧୪ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଜାମୁଟବାହାଲ ଗାଁରେ । ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ୫ଦିନ ତଳେ ତାମିଲନାଡ଼ୁରୁ
Read More...

ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ଗ୍ରାମର ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆ(୬୫)ଙ୍କ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।
Read More...

ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ସେଗୁଡିକ ହେଲା ହିଲପାଟଣା ପ୍ରଥମ ଗଳି, ତୃତୀୟ ଗଳି, ଗାନ୍ଧୀନଗର ପ୍ରଥମଲେନ, ଓ ଗୋଦାବରୀଶ ନଗର ୪ର୍ଥ ଲେନ । ଏହି ସବୁ ଅଞ୍ଚଳକୁ କାଠ ବାଡ଼
Read More...

ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଶୀତଳା ଦେବୀ ବେଶରେ ପୂଜାସମ୍ଭାର ସମାହିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନ ପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା' ତାରାତାରିଣୀଙ୍କ ଚୈତ୍ରପର୍ବ ପଞ୍ଚମ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ରୀତିକାନ୍ତି ସହ ସମ୍ପନ ହୋଇଛି ।
Read More...

କୋଭିଡ ଡାକ୍ତରଖାନା ପରିଦର୍ଶନ କଲେ ସାଂସଦ : କହିଲେ, ୩୦୦ ଆର୍‌ଟିପିସିଆର୍‌ ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୦୦ ଆରଟିପିସିଆର ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି ବଲାଙ୍ଗିରର କରୋନା ଲଢେଇ ବୋଲି ପ୍ରକାଶ କରିଛନ୍ତିି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ । ଆହୁରି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ସଂକ୍ରମଣ ଚିହ୍ନଟ ପାଇଁ
Read More...

ମୁଁ ଜନମଙ୍ଗଳ ପାଇଁ କାମ କରେ, ଲୋକ ଦେଖାଣିଆ କାମରେ ମୋର ବିଶ୍ୱାସ ନାହିଁ : ସାଂସଦ ସଙ୍ଗୀତା ସିଂଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଇରାଲ ପୋଷ୍ଟ ଉପରେ ଆଜି ନିଜର ପ୍ରତିକ୍ରିୟା ରଖି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ କହିଛନ୍ତି ଯେ, ମୁଁ ଜନମଙ୍ଗଳ ପାଇଁ କାମ କରେ । ଯେଉଁଠି ମୋର ଆବଶ୍ୟକତା ଅନୁଭବ କରେ, ସେଇଠି ପହଞ୍ଚି ସ୍ଥିତି ସୁଧାରିବାକୁ ଚେଷ୍ଟା କରେ । ମୁଁ ଲୋକ
Read More...