Monthly Archives

April 2021

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ମିଳିବା ଏକ ବିଡମ୍ବନାର ବିଷୟ : ଡ଼ଃ.କୁଳମଣୀ ଓଝା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଓଡିଶୀ ନୃତ୍ୟକୁ ସୌଭାଗ୍ୟ ବଶତଃ ୧୯୬୪ ମସିହାରେ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ବିଳମ୍ବରେ ହେଲେ ମଧ୍ୟ ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖରେ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ । ଏଥି ପୂର୍ବରୁ ତାମିଲ,
Read More...

କଣ୍ଟାମାଳ ପାଲଟିବାରେ ଲାଗିଛି ଗଞ୍ଜେଇ ଚାଲାଣର ଏନ୍ତୁଡ଼ିଶାଳ : ରାଜପଥ ଉପରେ ଜଳିଲା ଗଞ୍ଜେଇ ଭର୍ତ୍ତି କାର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡରେ ଗୋଟିଏ ଇଣ୍ଡିଗୋ କାରରେ ନିଆଁ ଲାଗି ଜଳିଯିବା ଘଟଣା ଲୋକଙ୍କୁ ଯେତିକି ବିସ୍ମିତ କରିଥିଲା । ତହିଁରେ ଗଞ୍ଜେଇ ଭର୍ତ୍ତି ହୋଇଥିବା କଥା ଜଣାପଡିବା ପରେ ତାଠାରୁ ଅଧିକ ଚକିତ କରିଥିଲା ।
Read More...

ସମାଜସେବୀ ନୀଳା‌ଞ୍ଚଳ ଦରୁଆନ ସୋସିଆଲ ମିଡ଼ିଆ ସେଲ୍ ସଂଯୋଜକ ଭାବେ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତଙ୍କ ଅନୁମୋଦନ କ୍ରମେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଘୋଷଣା କରିଛନ୍ତି । ଜଣେ ସମାଜସେବୀ ତଥା ଜଣାଶୁଣା ବ୍ୟକ୍ତି ନୀଳା‌ଞ୍ଚଳ ଦରୁଆନଙ୍କୁ ଆଇଟିସେଲ୍ ଏବଂ ସୋସିଆଲ ମିଡ଼ିଆ
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା : ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ ଥଇଥାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ । ଆଜି ନିଜ ଭାଇର ବାହାଘର ପାଇଁ ପଦ୍ମପୁରକୁ ଯାଇଥିବା ଦୀପା
Read More...

ଡାକ୍ତର ଡେପୁଟେସନ୍ : ଏ କି ପ୍ରହସନ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଇ କିଛିମାସ ପୂର୍ବେ ୫ ଜଣ ଡାକ୍ତର କାର୍ୟ୍ୟରତ ଥିବାବେଳେ ବର୍ତ୍ତମାନ ମାତ୍ର ୨ଜଣ ଡାକ୍ତର ଅଛନ୍ତି । ବାକି ୩ ଜଣ ଡାକ୍ତର ଗଲେ କୁଆଡେ ବୋଲି ଜନସାଧାରଣ ବରଗଡ ସି.ଡି.ଏମ.ଓଙ୍କୁ ପ୍ରଶ୍ନ କରନ୍ତି । ଅନେକ
Read More...

ବହୁ ପ୍ରତୀକ୍ଷା ପରେ ମହାନଦୀ ଉପରେ ବୌଦ୍ଧ-କିଆକଟା ସେତୁରେ ଆଲୋକ ବ୍ୟବସ୍ଥା

ବୌଦ୍ଧ, (ମମତା ମହାକୁର) : ବହୁ ପ୍ରତୀକ୍ଷା ପରେ ମହାନଦୀ ଉପରେ ବୌଦ୍ଧ-କିଆକଟା ସେତୁରେ ଆଲୋକ ବ୍ୟବସ୍ଥା ହୋଇ ପାରିଥିବାରୁ ସାଧାରଣରେ ଖୁବ ଉତ୍ସାହ ଦେଖା ଦେଇଛି । ଏହି ଆଲୋକ ବ୍ୟବସ୍ଥା ଯୋଗୁଁ ସନ୍ଧ୍ୟା ସମୟରେ ଲୋକେ ବେଶ ମଜାନେଇ ପାରିବେ । ଜିଲ୍ଲାପାଳଙ୍କ ଏ ଉଦ୍ୟମ ଯୋଗୁଁ ଲୋକେ ଖୁବ
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ୧.୪.୨୦୨୧ ସମୟ ଘ.୯.୧୫ମିରେ ରମାଇ ହାଇସ୍କୁଲ ପାଟଣାଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ କାର୍ୟ୍ୟ ତୁଲାଇ ଥିଲେ । ମୁଖ୍ୟ ବକ୍ତା ଭାବେ ଅନିତା
Read More...

ପଦ୍ମପୁରରେ ଓଡ଼ିଶା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଓଡ଼ିଶା ଦିବସ -୨୦୨୧ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହ ଠାରେ ଆୟୋଜିତ ଉତ୍ସବରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି
Read More...

ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ – ୧୫ ଟଙ୍କା, ପିଆଜ – ୨୦ ଟଙ୍କା, ରାଂଚି କଂଚା ମଟର – ୫୦ ଟଙ୍କା, ରାୟପୁର କଂଚା ମଟର – ୬୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ
Read More...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ମନ୍ତ୍ରୀ ଟୁକୁନୀଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ ବାଳିକା ହାଇସ୍କୁଲକୁ ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଶା ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଉକ୍ତ ସ୍କୁଲକୁ ପରିଦର୍ଶନ କରିଛନ୍ତି
Read More...