Daily Archives

ଖପ୍ରାଖୋଲ, ବେଲପଡା ଅଞ୍ଚଳରେ ବେଆଇନ ଦେଢୀ(ଅଠାରୀ) ସୁଧ କାରବାର : ଲୋକେ ସର୍ବସ୍ୱାନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସମ୍ପ୍ରତି ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ବେଆଇନ୍‌ ଦେଢୀ(ଅଠାରୀ) ସୁଧ କାରବାର ବୃଦ୍ଧି ପାଉଥିବା ସାଧାରଣରେ ଆଲୋଚନା ହେଉଛି । ଏହି କାରବାରରେ ନୀରିହ ଲୋକେ ସର୍ବସ୍ୱାନ୍ତ ହବା ସାଙ୍ଗକୁ କେହି କେହି ଅତିଷ୍ଟ ହୋଇ ଆତ୍ମହତ୍ୟା କରିଥିବା
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଥମୁନି ଅମାନିଆ ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟ ୬୧୬୯୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୭୩୩ ଜଣ ଆଂଚଳିକ ସଂକ୍ରମଣରୁ
Read More...